Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ଓଲଟିଲା ପୋଲିସ ଗାଡ଼ି, ୫ କର୍ମଚାରୀ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ପୋଲିସ ଗାଡ଼ି ବି ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ପୋଲିସ ପାଟ୍ରୋଲିଂ ଗାଡ଼ି ।ଛତ୍ରପୁର…

ଭାରସାମ୍ୟ ହରାଇ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରାଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମଝି ରାସ୍ତାରେ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଏଥିରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ରାସ୍ତା ଦେଖାଯାଇ…

ଅଲିଭ ରିଡଲେ ଦେହରେ ଲାଗିବ ଟ୍ୟାଗ୍‌

ବ୍ରହ୍ମପୁର: ଚଳିତ ବର୍ଷ ଅଲିଭ ରିଡଲେ କଇଁଛଙ୍କ ଦେହରେ ଟ୍ୟାଗ୍ ଲଗାଯିବ । ଫଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ। ମୋଟ ୩୦ହଜାର ଅଲିଭ ରିଡଲେ କଇଁଛଙ୍କ ଦେହରେ ଟ୍ୟାଗିଂ ହେବ ବୋଲି ଜଣାପଡିଛି । ଋଷିକୁଲ୍ୟା ମୁହାଣରେ ବନ ବିଭାଗ ଓ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ମିଳିତ…

ଯୁବତୀଙ୍କୁ ହତ୍ୟା ଘଟଣାରେ ଦମ୍ପତ୍ତି ଗିରଫ

ଭଂଜନଗର: ଜଗନ୍ନାଥପ୍ରସାଦ ଗୋଷଣ୍ଡାପାଳରୁ ଗତ ଦୁଇ ତାରିଖରେ ମିଳିଥିବା ମୃତଦେହର ପତ୍ତା ମିଳିଛି । ତାଙ୍କୁ ଭୁବନେଶ୍ୱରରେ ହତ୍ୟା ପରେ ଗଂଜାମରେ ତାଙ୍କ ମୃତ ଦେହ ଫିଙ୍ଗାଯାଇଥିବା ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଏକ ଦମ୍ପତ୍ତିଙ୍କୁ ଗିରଫ କରିଛି ।…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର : ଭାଷାକୁ ନେଇ ସଙ୍ଗୀତ ସୃଷ୍ଟି । ବହୁ ସଂଘର୍ଷ ପରେ ଓଡ଼ିଆ ଏକ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭଷାର ମାନ୍ୟତା ପାଇପାରିଛି । ଭାଷାକୁ ନେଇ ସୃଷ୍ଟି ହୋଇଥିବା ଓଡ଼ିଶୀ ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବା ଉଚିତ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଉତ୍ସବରେ…

ଆସନ୍ତାକାଲି ଖୋଲିବ ମା ତାରାତାରିଣୀଙ୍କ ପୀଠ

ବ୍ରହ୍ମପୁର : ଆସନ୍ତାକାଲି ଖୋଲିବ ଗଂଜାମର ମାଆ ତାରାତାରିଣୀଙ୍କ ମନ୍ଦିର । କରୋନା କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ମନ୍ଦିର ଉପରକୁ ଯାନବାହାନ ଚଳାଚଳ ନେଇ ରୋକ ଲଗାଯାଇଛି । ମନ୍ଦିରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯାଇଛି । ସେହିପରି ୪ରୁ ଗଞ୍ଜାମର ସବୁ…

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ହେଟକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ

ଗଞ୍ଜାମ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱରେ ହଇଚଇ । ଓଡ଼ିଶାକୁ ବି ଗତ ୧୫ ଦିନରେ ବ୍ରିଟେନରୁ ଫେରିଛନ୍ତି ଲୋକ । ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବାକୁ ମନା କରିଛି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବିନା ଅନୁମତିରେ ହେଡକ୍ୱାର୍ଟର ନ…

ବ୍ରହ୍ମପୁରର ସୁନା ଦୋକାନରେ କଳା କନା ବୁଲାଇଲେ ଚୋର

ବ୍ରହ୍ମପୁର: ରେଶମ ସହର ବ୍ର୍‌ହ୍ମପୁରରେ ମାତିଛନ୍ତି ଚୋର । ଗତ ରାତିରେ ବଡ ବଜାରର ଏକ ଦୋକାନରୁ ୪୦ ଭରି ସୁନା ଚୋରି ନେବା ସହିତ ୧ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟ ନେଇ ଯାଇଛନ୍ତି । ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ବଡ ବଜାରରେ ଥିବା କେଶବ ଜ୍ୱେଲର୍ସରେ କଳା କନା ବୁଲାଇଛନ୍ତି…

ବିଦ୍ୟୁତ ଆଘାତରେ ଦମ୍ପତି ମୃତ, ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଅଘଟଣ

ଗଞ୍ଜାମ: ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗାଁରେ । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ…

ବ୍ରହ୍ମପୁରରୁ ୬ କେଜି ସୁନା ଓ ୨୩୫କିଲୋ ରୁପା ଅଳଙ୍କାର ଜବତ

ବ୍ରହ୍ମପୁର: କାର ଭିତରୁ ୬କିଲୋ ସୁନା ଅଳଙ୍କାର ଓ ୨୩୫ କେଜିରୁ ଅଧିକ ରୁପା ଅଳଙ୍କାର ଜବତ। ତାମିଲନାଡୁରୁ ବ୍ରହ୍ମପୁର ଆସିବା ବେଳେ ଧରିଲା ଗୋସାଣୀ ନୂଆଗାଁ ଥାନା ପୋଲିସ। କାର ଯାଞ୍ଚ ବେଳେ ପ୍ୟାକେଟ ପ୍ୟାକେଟ ସୁନା ଓ ରୁପା ଅଳଙ୍କାର ମିଳିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି…