Latest Odisha News
Browsing Category

ଗଞ୍ଜାମ

Ganjam

ପୋଲସରାରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । କୋଙ୍କରଡା ଗ୍ରାମର ତ୍ରିନାଥ ପ୍ରଧାନଙ୍କ ଚତୁର୍ଥ ଝିଅ ମଞ୍ଜୁସା ପ୍ରଧାନଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ମୃତ ଝିଅର ବାପା ତ୍ରିନାଥ ପ୍ରଧାନଙ୍କ ଏତଲା କ୍ରମେ ଝିଅ ୨ ବର୍ଷ…

ଗଂଜାମ ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ ମନା

ଗଂଜାମ : ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ସରକାରୀ ଅଫିସ ଯିବା ନେଇ କଟକଣା ଜାରି ହୋଇଛି । ଆସନ୍ତା ୧୦ ଦିନ ଯାଏଁ ସମସ୍ତ ସରକାରୀ ଅଫିସକୁ ବନ୍ଦ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କିଛି ବରିଷ୍ଠ ଅଧିକାରୀଙ୍କ କରୋନା ସଂକ୍ରମିତ ହୋଇଥିବାରୁ…

କରୋନା ଲକ୍ଷଣ ଦେଖାଯିବା ପରେ ଗଞ୍ଜାମର ୨ ସାମ୍ବାଦିକଙ୍କ ନମୂନା ପରୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରବିବାର ୨ ଜଣ ସାମ୍ବାଦିକଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେମାନଙ୍କର ନମୂନା ପରୀକ୍ଷା କରାଯାଇଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କୁହାଯାଇଛି ଯେ, ସିଟି ହସ୍ପିଟାଲରେ ୨୬ଜଣ ସାମ୍ବାଦିକଙ୍କର ହେଲଥ…

ସାତ ଦିନରେ ଗଞ୍ଜାମ ଜିଲ୍ଲାରୁ ୨୦୦ ପଜିଟିଭ୍

ଗଞ୍ଜାମ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯ଶହ । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି ୮୯୧ ଜଣ । ଗତ ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ନୂଆ ୨୦୧ ପଜିଟିଭ୍ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୧୫ ତାରିଖରେ ୮ ପଜିଟିଭ୍ ବାହାରିଥିବା ବେଳେ…

ଦୁଇ ପୁଅଙ୍କ ମାଡରେ ବାପା ମୃତ, ମାଆ ଗୁରୁତର

ପୋଲସରା : ସାହାରା ହେବା ସମୟରେ ଦୁଇ ପୁଅ ପାଲଟିଲେ ବାପା ହତ୍ୟାକାରୀ । ଗଂଜାମ ପୋଲସରା କଳମ୍ବ ବଡସାହିରେ ଘଟିଛି ଏହି ଘଟଣା । ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ମିଶି ବାପା ଅଭିମନ୍ୟୁ ପ୍ରଧାନଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଥି ସହ ମାଆ ଅପସରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି…

ଡକାୟତି ଯୋଜନା ପଣ୍ଡ କଲା ବୁଗୁଡା ପୋଲିସ, ୪ ଗିରଫ

ବୁଗୁଡା : ବୁଗୁଡା ପୋଲିସକୁ ସଫଳତା । ଡକାୟତି ଯୋଜନା ବେଳେ ପୋଲିସ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଛି । ଗତକାଲି ବିଳମ୍ବିତ ପେଟ୍ରୋଲିଂ ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କଠାରୁ ୪ଟି ହାତ ବୋମା, ଗୋଟାଏ ଖଣ୍ଡା, ଛୁରୀ ଓ…

ଗଂଜାମରେ ବି ପାଳନ ହେବନି ରଜ..୧୬ ତାରିଖ ଯାଏଁ ଲାଗୁ ହେଲା କଟକଣା

ଗଂଜାମ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଂଜାମରେ ପାଳନ ହେବନାହିଁ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ୧୬ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ । ରଜଦୋଳି, ଭୋଜିଭାତ, ମହୋତ୍ସବ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।…

ବୁଗୁଡ଼ାରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କଲେ ସ୍ୱାସ୍ଥ୍ୟକର୍ମୀ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି । ବୁଗୁଡ଼ାରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଘରେ ଘରେ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ବୁଗୁଡ଼ାରେ ସୋମବାର ଦିନ ଠାରୁ କର୍ମଚାରୀବୃନ୍ଦ ଘରକୁ ଘର…

ବିମାନ ଯୋଗେ ଆସାମରୁ ଫେରିଲେ ୭୦ ପ୍ରବାସୀ ଶ୍ରମିକ

ବୁଗୁଡା: ଗଞ୍ଜାମ ଜିଲ୍ଲାର ୭୦ ଶ୍ରମିକ ଆସାମରେ ଫସି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଜୁନ ୩ ତାରିଖ ରାତ୍ରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଗଞ୍ଜାମ ଜିଲ୍ଲାର ୭୦ ଜଣ ଶ୍ରମିକ ଆସାମରେ ଫସି ରହିଥିବା ଖବର ପୋଲସରା…

ଛେଳି ବେପାରୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୧୧ ଗିରଫ

ଗଂଜାମ : ଧରାକୋଟ ଥାନା ବାଦଗଡ ଗାଁରୁ ଛେଳି ବ୍ୟବସାୟୀଙ୍କଠାରୁ ୧୬ଲକ୍ଷ ୮୦ହଜାର ଲୁଟ୍ ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ସଂପୃକ୍ତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ୪ଟି ବାଇକ, ୮ଟି ମୋବାଇଲ, ଖଣ୍ଡା, ବନ୍ଧୁକ ଓ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଛି । ଏଥି ସହ ପୋଲିସ…