Latest Odisha News

BREAKING NEWS

Browsing Category

ଝାରସୁଗୁଡ଼ା

Jharsuguda

ମାଲିକ ହେବ ତ ଏମିତି : କୁକୁରର ଜୀବନ ବଞ୍ଚାଇବାକୁ ମୁହଁରେ ଫୁଙ୍କି ଅକ୍ସିଜେନ୍‌ ଦେଲେ ମାଲିକ

ଝାରସୁଗୁଡ଼ା: ଅଭୁତ ସମ୍ପର୍କ । କୁକୁରର ଜୀବନ ବଞ୍ଚାଇବାକୁ ମାଲିକ ନିଜ ମୁହଁରେ ଫୁଙ୍କି ଅକ୍ସିଜେନ ଦେଇଛନ୍ତି । ଝାରସୁଗୁଡ଼ାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ଝାରସୁଗୁଡ଼ାର ଜଣେ କୁକୁର ମାଲିକ ତାଙ୍କ କୁକୁରର ଦେହ ଖରାପ ହେବା ପରେ ତାକୁ ଝାରସୁଗୁଡ଼ା ପ୍ରାଣୀ…

ଭିଜିଲାନ୍ସ ଜାଲରେ ବେଲପାହାଡ଼ର ଅବକାରୀ ସବ-ଇନସ୍ପେକ୍ଟର

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡର ଅବକାରୀ ସବ-ଇନସ୍ପେକ୍ଟର । ତାଙ୍କ ନାଁ ଦେବେନ୍ଦ୍ର ପ୍ରହରାଜ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଝାରସୁଗୁଡ଼ା ଜିଲ୍ଲା…

ଆସନ୍ତା ୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ ଜେଟ୍ ବିମାନ

ଭୁବନେଶ୍ୱର: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ବିମାନ ସେବା । ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍ ଜେଟ୍ ବିମାନ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା…

ହାତ ଗୋଡ ବାନ୍ଧି ଗାଡି ଚଢାଇ ହତ୍ୟା !

ଝାରସୁଗୁଡା : ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ହାତ ଗୋଡ ବନ୍ଧା ହୋଇଛି । ଏଥି ସହ ତାଙ୍କ ମୁଣ୍ଡରେ କୌଣସି ଭାରୀଯାନ ଚଢାଇ ଦିଆଯାଇଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ…

ଜଳିଗଲା ମୋବାଇଲ୍ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଝାରସୁଗୁଡ଼ା: ରାତିରେ ମୋବାଇଲ୍ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ଜିନିଷ ଓ ଉପକରଣ ପୋଡ଼ି ପାଉଁଶ ହୋଇଛି । ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ…

ଘରେ ଲାଗିଲା ନିଆଁ, ଦୁଇ ମହିଳା ଗୁରୁତର

ଝାରସୁଗୁଡ଼ା: ବ୍ରଜରାଜଗନରରେ ସକାଳୁ ସକାଳୁ ଅଗ୍ନିକାଣ୍ଡ । ଗୋଟିଏ ଘରେ ନିଆଁ ଲାଗିବାରୁ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ଦୁଇ ଜଣ ମହିଳା । ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ବ୍ରଜରାଜନଗର ଷ୍ଟେସନପଡ଼ାରେ ଥଏହି ଅଘଟଣ ଘଟିଛି । ଆହତ ଦୁଇ ମହିଳା…

ଆଜିଠୁ ଏହି ଜିଲ୍ଲାର ରାସ୍ତାକଡ଼ରେ ୧୫ ଦିନ ମିଳିବନି ଫାଷ୍ଟଫୁଡ୍

ଝାରସୁଗୁଡ଼ା: କରୋନା ସଂକ୍ରମଣ ରୋକିବାକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଆଜିଠୁ ୧୫ ଦିନ ଜିଲ୍ଲାରେ ବନ୍ଦ ରହିବ ରାସ୍ତାକଡ଼ରେ ଫାଷ୍ଟଫୁଡ୍ ଦୋକାନ । ଏଥିପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଦୋକାନୀଙ୍କୁ ଜିଲ୍ଲା…

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ

ବ୍ରଜରାଜନଗର: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଦିଲ୍ଲୀପ…

ସପ୍ତାହେ ସଟଡାଉନ୍ ରହିବ ଝାରସୁଗୁଡ଼ା ସହର

ଝାରସୁଗୁଡ଼ା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ସପ୍ତାହେ ସଟଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖରୁ ଲାଗୁ ହେବ କଟକଣା । ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ମିଳିବ ଗ୍ରୋସରି ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଓ ମାଂସ । ସଟଡାଉନ୍ ବେଳେ ଖୋଲା ରହିବ ଔଷଧ…

ଝାରସୁଗୁଡ଼ାରେ ଜଣେ ସଂକ୍ରମିତ ବାଣ୍ଟିଲେ ୧୭ଜଣଙ୍କୁ କରୋନା

ଝାରସୁଗୁଡ଼ା: ଜନ୍ମଦିନ ଓ ବିବାହ ବାର୍ଷିକୀ ପାର୍ଟିରେ ସାମିଲ ଝାରସୁଗୁଡ଼ା ଜିଲ୍ଲାର ଜଣେ ଭୂତାଣୁ ସଂକ୍ରମିତ ୧୭ ଜଣଙ୍କୁ ବାଣ୍ଟିଛନ୍ତି କରୋନା । ଗତକାଲି ଜିଲ୍ଲାରୁ ୨୫ ପଜିଟଭ କେସ ବାହାରିଥିଲା । ଏମାନଙ୍କ ଭିତରୁ ୧୭ ଜଣ ଥିଲେ କେବଳ ତିନିଟି ପରିବାରର ସଦସ୍ୟ । ଝାରସୁଗୁଡ଼ା ଜିଲ୍ଲାପାଳ…