Latest Odisha News

BREAKING NEWS

Browsing Category

କେନ୍ଦୁଝର

Kendujhar

ଯୋଡା ଟାଉନ ଭିତର ଦେଇ ଯାଇଥିବା ରାଜପଥରେ ନିର୍ମାଣ ହେବ ଫ୍ଲାଏ ଓଭର, କ୍ୟାବିନେଟ୍ ଦେଲା ମଞ୍ଜୁରୀ

କେନ୍ଦୁଝର: ଜିଲ୍ଲାର ଯୋଡାବାସୀଙ୍କ ପାଇଁ ଖୁସି ଖବର । ଟାଉନ ଭିତରେ ଆଉ ଟ୍ରାଫିକ ସମସ୍ୟା କି ପ୍ରଦୂଷଣ ହେବ ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଯୋଡ଼ା ଟାଉନ ଭିତରେ ଯୋଡା-ବାମବେରି ଜାତୀୟ ରାଜପଥରେ ନିର୍ମାଣ ହେବ ଏକ ଫ୍ଲାଏ ଓଭର୍ । ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି ରାଜ୍ୟ…

ଟ୍ରକକୁ ପିଟିଲା ଟ୍ରକ, ଦୁଇ ଜଣଙ୍କର ମୃତ୍ୟୁ

କୋନ୍ଦୁଝର: ଆନନ୍ଦପୁର ନିକଟକରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ଖରାପ ହୋଇଥିବାରୁ…

ରାସ୍ତା ଉପରେ ଜଳିଗଲା ଟ୍ରକ୍, କାରଣ ଅସ୍ପଷ୍ଟ

କେନ୍ଦୁଝର: ରାସ୍ତା ଉପରେ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ଟ୍ରକଟି ଜଳିଗଲା । ଏହି ଦୃଶ୍ୟ କେନ୍ଦୁଝର ଜିଲ୍ଲାର । ମାଲବୋଝେଇ ଟ୍ରକରେ ନିଆଁ ଲାଗି ଯାଇଥିଲା । ହରିଚନ୍ଦନପୁର ଥାନା ଅନ୍ତର୍ଗତ ପିଟାପିଟି ଗାଁ ନିକଟରେ ଏହି ଘଟଣା ଘଟିଛି । ଟ୍ରକ ଡ୍ରାଇଭର ସୁରକ୍ଷିତ ଅଛନ୍ତି । ସେତେବେଳେ…

ପେନସନ ପାଇଁ ଚାଲିଲେ ୧୮ କିମି!!

କେନ୍ଦୁଝର: ପେନ୍‌ସନ୍‌ ସଂଗ୍ରହ କରିବା ପାଇଁ ଜଣେ ମହିଳା ନିଜ ଶାରୀରିକ ଅକ୍ଷମ ସ୍ୱାମୀଙ୍କୁ ଟ୍ରାଇ ସାଇକେଲରେ ବସାଇ ପ୍ରାୟ ୧୮ କିଲୋମିଟର ରାସ୍ତା ପାର କରିଛନ୍ତି । ସୂଚନାନୁସାରେ,ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡ଼ନଇଁ ଗ୍ରାମର ଶାରୀରିକ ଅକ୍ଷମ ବ୍ୟକ୍ତି ଦୁଲୁଙ୍ଗ ଚାଟମ୍ବା ଏବଂ ତାଙ୍କ ପତ୍ନୀ…

ଘର ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

ବଡବିଲ: ରାତିରେ ଶୋଇଥିବା ବେଳେ ଘର ଉପରେ ମାଡ଼ିଗଲା ହାଇଓ୍ୱା । ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି ।…

ଲୁଟ ବେଳେ ଦେଖିଦେଲେ ବୋଲି ମାଆ-ପୁଅଙ୍କୁ ଜୀଅନ୍ତା ଜାଳିଦେଲେ

କେନ୍ଦୁଝର: ଅମାନୁଷିକ କାଣ୍ଡ । ବର୍ବରତାର ସୀମା ଟପିଗଲେ ଲୁଟେରା । ଚୋରି କରିବାକୁ ଆସିବା ଲୁଟେରା ମାଆ ଓ ପୁଅଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅନ୍ତର୍ଗତ କାଳିଗାଁରେ । ଘଟଣାସ୍ଥଳରୁ ଦୁଇ…

ବାହାଘର ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ

କେନ୍ଦୁଝର : ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ । ବାରିଆ ଥାନା ପୋଡାସିମିଳା ଗାଁରେ ଘଟିଛି ଏହି ଅଘଟଣ । ଚତୁର୍ଥୀ ପୂର୍ବରୁ ହତ୍ୟାକାରୀ ପୁଅକୁ ଅଟକ ରଖିଛି ପୋଲିସ । ଆଜି ପୁଅ ସୁନୀଲର ବିବାହର ଚତୁର୍ଥୀ ଥିଲା । ତେବେ ବାହାଘର ବେଳେ ବାପା କୁଶ ନାଏକ ଓ ପୁଅ ସୁନୀଲଙ୍କ ମଧ୍ୟରେ ଲୁଗା…

ଓଲଟିଲା ଅଏଲ୍ ଟ୍ୟାଙ୍କର, ନଦୀରେ ଭାସିଲେ ମଲା ମାଛ

କେନ୍ଦୁଝର: ଭାରସାମ୍ୟ ହରାଇ ଓଲଟି ପଡିଲା ତେଲ ଟ୍ୟାଙ୍କର । କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍ ୫୨୦ କଳାପାହାଡ ତଲକ୍ ହଟିଙ୍ଗ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଫର୍ଣ୍ଣେସ୍ ଅଏଲ୍ ନେଇ ବଡ଼ବିଲରେ ଥିବା ଆରିୟା ଷ୍ଟିଲ ପିଲେଟ୍ ପ୍ଲାଣ୍ଟକୁ ଯିବା…

କୋଭିଡ ହସ୍ପିଟାଲରେ ପ୍ରାଣ ହରାଇଲେ ତାମିଲନାଡୁ ଫେରନ୍ତା ଯୁବକ, କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟାଡିହି ବ୍ଲକ ଅନ୍ତର୍ଗତ ନାୟକ ସାହିର ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କର ଶନିବାର ବିଳମ୍ବିତ ରାତିରେ କୋଭିଡ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ମୃତ ଯୁବକ ଜଣଙ୍କ ତାମିଲନାଡୁରେ ଶ୍ରମିକ ଭାବରେ କାମ କରୁଥିଲେ। ସେ ପ୍ରାୟ ୧୪ ଦିନ ପୂର୍ବରୁ…

କେନ୍ଦୁଝର କଣ୍ଡରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମାଆ ପୁଅ ମୃତ

କେନ୍ଦୁଝର : ୫୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର କଣ୍ଡରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବିରିକଳା ପଂଚାୟତ ଡଡୁଆଁ ଗାଁର ସୁନୀଲ ଗିରି ଓ ତାଙ୍କ ମାଆ ଏକ ବାଇକରେ କଣ୍ଡରାରୁ…