Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ଜାତୀୟ ପତାକା ଉତ୍ତୋଳନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପାଳନ ବେଳେ ଦୁର୍ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ହୋମଗାର୍ଡ…

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଖୋର୍ଦ୍ଧା: ପୁଣି କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଜିଲ୍ଲାର ଅଫତାବ, ଭଦ୍ରକ ଜିଲ୍ଲାର ମୁନା ଓରଫ ଶେଖ୍ କାମରୁଦ୍ଦିନ୍ ଓ…

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର: ରାଜ୍ୟରେ କରୋନା ପରେ ଡରାଇଲାଣି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ । ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍‌ ରହିଛି। ଡେଙ୍ଗୁ ସ୍ଥିତି ନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

STF ପଞ୍ଝାରେ ଦୁଇ ଚୋରା ବନ୍ଧୁକ ବେପାରୀ, ୧୦ଟି ବନ୍ଧୁକ ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛନ୍ତି ଚୋରା ବନ୍ଧୁକ ବେପାରୀ । ଭୁବନେଶ୍ୱର ଜଙ୍କିଆ ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ପିସ୍ତଲ, ୫ଟି SBML ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର…

ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ବନ୍ଦ ଡାକରା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧିର  ପ୍ରତ୍ୟାହାର ଦାବିରେ ଓଡ଼ିଶା ବନ୍ଦ ଡାକରା । ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ପାର୍ଟି ରାଜ୍ୟ…

ରାଜଧାନୀରୁ ୫୫୦ ଗ୍ରାମ୍ ବ୍ରାଉନସୁଗର ଓ ୩୪ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବଡ଼ ଧରଣର ବ୍ରାଉନସୁଗର ରାକେଟର ପର୍ଦ୍ଦାଫାସ । ସହିଦନଗର ଥାନା କେସୁରା ଅଞ୍ଚଳରେ ଘର ଭିତରୁ ଜବତ ହୋଇଛି ୫୫୦ ଗ୍ରାମ ବ୍ରାଉନସୁଗର । ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ବିଡ଼ା ବିଡ଼ା ନୋଟ୍ ଜବତ କରିଛି ପୋଲିସ ।ସହିଦନଗର ଥାନା ପୋଲିସ ଓ କୁଇକ୍…

ପୁଣି ଆକ୍ରମଣ, ରୋଗୀ ସଂପର୍କୀୟଙ୍କ ମାଡରେ ଡାକ୍ତର ଲହୁ ଲୁହାଣ

ଟାଙ୍ଗୀ : ପୁଣି ଡାକ୍ତରଙ୍କୁ ଆକ୍ରମଣ । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ ମାରିଲେ ରୋଗୀଙ୍କ ସଂପର୍କୀୟ । ଆଉ ମାଡ଼ରେମାଡ ଡାକ୍ତର ଲହୁ ଲୁହାଣ । ୬ ଜଣ ଦୁର୍ବୃତ୍ତ ଆଉଟ୍ ଡୋର୍ରେ ପଶି ଆକ୍ରମଣ କରିଛନ୍ତି । ଆଜି ଅପରାହ୍ନରେ ନୟାଗଡ ଜିଲା ଚାନ୍ଦପୁର ଶାସ୍ତ୍ରୀ ନଗରର…

ରଥଯାତ୍ରାରେ ତିନି ରଥ ପାଇଁ ସୋଲ ଫୁଲ ଟାହିଆ

ଖୋର୍ଦ୍ଧା: ରଥଯାତ୍ରା ପାଇଁ ତିନି ରଥରେ ଲାଗିବ ସୋଲ ଫୁଲ ।  ବଡ ଦାଣ୍ଡରେ ତିନି ରଥ ଗଲାବେଳେ ରଥରେ ଝଟକୁ ଥାଏ ସୋଲ ଫୁଲ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହି ର ରାଜ କିଶୋର ପ୍ରସ୍ତୁତ କରି ଲଗାଇଥାନ୍ତି । କାରୋନା କଟକଣା ରେ ମଧ୍ୟ ସେବାରୁ ବିରତ ହୋଇନାଂହାତି ।   ଧଳା ରଙ୍ଗର ସେବତୀ,…

ତିଆରି ଚାଲିଛି ତିନି ଦିଅଁଙ୍କ ପାଟ ବସ୍ତ୍ର

ରାଉତପଡ଼ା : କରୋନା କଟକଣା ଭିତରେ ବି ଚାଲିଛି ରଥଯାତ୍ରା ପ୍ରସ୍ତୁତି । ଗୋଟିଏ ପଟେ ରଥ ନିର୍ମାଣ ଚାଲିଥିବା ବେଳେ ଅନ୍ୟ ପଟେ ଚାଲିଛି ତିନି ଦିଅଁଙ୍କର ପାଟ ବସ୍ତ୍ର ତିଆରି । ଆଉ ଖାସ୍ କରି ଏହି ପାଟ ବସ୍ତ୍ର ତିଆରି କରୁଛନ୍ତୀ ଖୋର୍ଦ୍ଧା ରାଉତପଡ଼ା ଗାଁର ବୁଣାକାର ମାନେ । ଛୋଟର ବଡ଼ ସଭିଏଁ…

ରାସ୍ତା ଉପରେ ଟ୍ୟାଙ୍କରରୁ ଏସିଡ୍ ଲିକ୍, ଧୂଆଁମୟ ହୋଇଗଲା ରାଜରାସ୍ତା

ଖୋର୍ଦ୍ଧା: ଏସିଡବାହୀ ଟ୍ୟାଙ୍କରରୁ ଏସିଡ୍ ଲିକ୍ । ଧୂଆଁମୟ ହୋଇଗଲା ରାଜରାସ୍ତା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚମ୍ପାଗଡ଼ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଛି । ଗତକାଲି ରାତିରେ ଘଟିଥିଲା ଏହି ଘଟଣା । ଫଳରେ ଜାତୀୟ ରାଜପଥ ଧୂଆଁମୟ…