Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ତିଆରି ଚାଲିଛି ତିନି ଦିଅଁଙ୍କ ପାଟ ବସ୍ତ୍ର

ରାଉତପଡ଼ା : କରୋନା କଟକଣା ଭିତରେ ବି ଚାଲିଛି ରଥଯାତ୍ରା ପ୍ରସ୍ତୁତି । ଗୋଟିଏ ପଟେ ରଥ ନିର୍ମାଣ ଚାଲିଥିବା ବେଳେ ଅନ୍ୟ ପଟେ ଚାଲିଛି ତିନି ଦିଅଁଙ୍କର ପାଟ ବସ୍ତ୍ର ତିଆରି । ଆଉ ଖାସ୍ କରି ଏହି ପାଟ ବସ୍ତ୍ର ତିଆରି କରୁଛନ୍ତୀ ଖୋର୍ଦ୍ଧା ରାଉତପଡ଼ା ଗାଁର ବୁଣାକାର ମାନେ । ଛୋଟର ବଡ଼ ସଭିଏଁ…

ରାସ୍ତା ଉପରେ ଟ୍ୟାଙ୍କରରୁ ଏସିଡ୍ ଲିକ୍, ଧୂଆଁମୟ ହୋଇଗଲା ରାଜରାସ୍ତା

ଖୋର୍ଦ୍ଧା: ଏସିଡବାହୀ ଟ୍ୟାଙ୍କରରୁ ଏସିଡ୍ ଲିକ୍ । ଧୂଆଁମୟ ହୋଇଗଲା ରାଜରାସ୍ତା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚମ୍ପାଗଡ଼ ଛକ ଓସକେଇ ଖୋଲ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଛି । ଗତକାଲି ରାତିରେ ଘଟିଥିଲା ଏହି ଘଟଣା । ଫଳରେ ଜାତୀୟ ରାଜପଥ ଧୂଆଁମୟ…

ଆମ ଐତିହ୍ୟ : ବାଣପୁରର ଦକ୍ଷପ୍ରଜାପତି ବା ଦକ୍ଷେଶ୍ୱର ମହାଦେବ ମନ୍ଦିର- କଳିଙ୍ଗ ସ୍ଥାପତ୍ୟ କଳାର ଆଉ ଏକ ଉତ୍କୃଷ୍ଟ…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଗୌରବମୟ କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ ହେଉଛି ଓଡ଼ିଶାର କୋଣ ଅନୁକୋଣରେ ରହିଥିବା ଅନେକ ପ୍ରାଚୀନ ମନ୍ଦିର ଓ ଐତିହ୍ୟ ସ୍ଥଳ । ଏମିତି ଏକ ନିଆରା ମନ୍ଦିର ହେଉଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ସ୍ଥିତ ଦକ୍ଷପ୍ରଜାପତି ବା…

ମା’ ଉଗ୍ରତାରା ପୀଠରେ ୧୪୪ ଧାରା

ଭୂଷଣ୍ଢପୁର : ମା’ ଉଗ୍ରତାରା ପୀଠରେ ଲାଗୁ ହେଲା ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । ଭୂଷଣ୍ଢପୁର ମୂଳିଝର ଗଡ଼ ସ୍ଥିତ ମା’ ଉଗ୍ରତାର ପୀଠ । ମା’ଙ୍କର ମୂଖ୍ୟ ପର୍ବ ଦୁଇଟି ଦଶହରା ଓ ରଜ ପର୍ବ । କରୋନା ପାଇଁ ରଜଯାତ୍ରା ପର୍ବ ପାଳନ ଉପରେ ମନ୍ଦିରରେ…

ଚଢ଼ାଉ ବେଳେ ୫୫ ଗ୍ରାମ ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା : ପୁଣି ଜବତ ହେଲା ବ୍ରାଉନ ସୁଗାର । ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରେ ଚଢ଼ାଉ ବେଳେ ଏହି ବ୍ରାଉନ ସୁଗର ଜବତ ହୋଇଛି । ଏକ ଦାମୀ କାରରୁ ୫୫ ଗ୍ରାମ ବ୍ରାଉନସୁଗର, ତିନୋଟି ଦାମି ମୋବାଇଲ ଏବଂ ନଗଦ ୨୦ ହଜାର ୩୦୦ ଟଙ୍କା ଜବତ ହୋଇଛି । ଏହି ଅଞ୍ଚଳରେ ଦିନକୁ ଦିନ ବଢୁଛି ବ୍ରାଉନ ସୁଗର…

ପରଲୋକରେ ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ

ଖୋର୍ଦ୍ଧା: ପରଲୋକରେ ବର୍ଷୀୟାନ ପାଲା ଗାୟକ ଗାୟକ ସମ୍ରାଟ୍ ପ୍ରହ୍ଲାଦ ସାହୁ । ଆଜି ଖୋର୍ଦ୍ଧା ସାରୁଅ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କୋଭିଡ୍ ଗାଇଡ୍ ଲାଇନ…

ବାତ୍ୟା ୟଶର ମୁକାବିଲା ପାଇଁ ପ୍ରସ୍ତୁତି

ଖୋର୍ଦ୍ଧା : ବାତ୍ୟା ୟଶର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଧୀରେ ଧୀରେ ପବନର ବେଗ ବଢ଼ୁଥିବାରୁ ଚିଲିକା କୁଳର ଲୋକମାନଙ୍କୁ ସତର୍କ କରିଦିଆଯାଇଛି। କୌଣସି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆ ଯାଇନାହିଁ। ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବ ବୋଲି…

ବାତ୍ୟା ପାଇଁ ରେଳ ମଣ୍ଡଳର ପ୍ରସ୍ତୁତି

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ “ୟଶ” କୁ ଟକ୍କର ଦେବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ପ୍ରସ୍ତୁତି | ଚବିଶ ଘଣ୍ଟା କାମ କରିବା ପାଇଁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଖୋଲିଛି | ସମସ୍ତ ବିଭାଗର ଶାଖା ଅଧିକାରୀମାନେ ସାମଗ୍ରୀ ଏବଂ ମାନବ ଶକ୍ତି ସହିତ ପ୍ରସ୍ତୁତ ଅଛନ୍ତି । ରେଳ ଷ୍ଟେସନ ଉପରେ…

ଅଜଗର ଅଣ୍ଡା ସୁରକ୍ଷା ପାଇଁ ଏକ୍ସ ରେ

ଖୋର୍ଦ୍ଧା: ଖୋର୍ଦ୍ଧା ଗଡ଼ ନିଅଳରେ ଅଜଗର ଅଣ୍ଡା ଦେବା ଘଟଣା। ଅଜଗର ଅଣ୍ଡାକୁ ଏକ୍ସ ରେ କଲା ବନ ବିଭାଗ। ୩୦ ଟି ଅଣ୍ଡାରୁ ୨ ଟି ଅଣ୍ଡାର ଆଜି ଏକ୍ସ ରେ କରା ଯାଇଛି । ଚନ୍ଦକା ଡିଏଫଓ ଙ୍କ ନିର୍ଦ୍ଦେଶରେ ହଳଦିଆ ରେଞ୍ଜ ତରଫରୁ ୨ ଟି ଅଣ୍ଡାକୁ ଆଣି ହଳଦିଆ ରେଞ୍ଜର ଫରେଷ୍ଟର ସୁବାସ ବେହେରା…

ଗାଁରେ ସାପକୁ ସୁରକ୍ଷା..

ଖୋର୍ଦ୍ଧା: ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ଅଜଗର ସାପ। କିନ୍ତୁ ଲୋକମାନେ ଏହି ଅଜଗର ସାପକୁ ନମାରି ବର୍ତ୍ତମାନ ସୁରକ୍ଷା ଦେଇଛନ୍ତି। ସେଥିରେ ଚନ୍ଦକା ବନ ଵିଭାଗ ମଧ୍ୟ ସହାୟତା କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା…