Latest Odisha News
Browsing Category

ମାଲକାନଗିରି

Malkangiri

ସକ୍ରିୟ ଲାଲବାହିନୀ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଥରିଲା ତେଲେଙ୍ଗାନା ସୀମାନ୍ତ

ମାଲକାନଗିିରି: କରୋନା ମହମାରୀ ଭୟରେ ଆମସମର୍ପଣ କରୁଛନ୍ତି। ହେଲେ ଏବେ ବି ନକ୍ସଲଙ୍କ ମୁହିଁ ଫୁଟାଣୀ କିଛି କମିନାହିଁ। ପୁଣିଥରେ ଘଟାଇଛନ୍ତି ଶକ୍ତିଶାଳୀ ବିସ୍ଫୋରଣ । ଏଥର ଟାର୍ଗେଟ୍ ସାଜିଥିଲା ମାଲକାନଗରି ତେଲେଙ୍ଗାନା ସୀମାନ୍ତ ଭଣ୍ଡାରୀ କୋତାଗୁଡେମ୍ ଜିଲ୍ଲା। ମିଳିଥିବା ରିପୋର୍ଟ…

ମାଲକାନଗିରିରେ ଆମ୍ବୁଲାନ୍ସ ସେବା ଠପ୍

ମାଲକାନଗିରି : ମାଲକାନଗିରିରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୩ରୁ ୪ ମାସ ହୋଇଯିବ ଆମ୍ବୁଲାନ୍ସ ଡ୍ରାଇଭର ମାନେ ଦରମା ପାଉନାହାନ୍ତି । ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭରମାନେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ…

କେଉଁ ଦୋଷ ପାଇଁ ଉପେକ୍ଷିତ ସବିତା ରାୟ ?

ମାଲକାନଗିରି: ଅତ୍ୟାଧୁନିକ ଯୁଗରେ ବୋଧ ହୁଏ ମଣିଷ ପାଶ୍ଚାତ୍ୟ ପରମ୍ପରାକୁ ଆପଣାଇନେଇଛି । ଆଧୁନିକ ସମାଜ ଓ ବୈବାହିକ ଜୀବନ ଆଗରେ ଫିକା ପଡିଛି ମାଆର ମମତା । ସୁଦୂର ମାଲକାନଗିରି ଜିଲ୍ଲାର ଜଣେ ଅସହାୟ ବୃଦ୍ଧା ନିଜ ପୁଅବୋହୁଙ୍କଠାରୁ ତଡା ଖାଇ ବଂଚି ରହିବାକୁ ଅହରହ ସଂଘର୍ଷ ଚଳାଇଛନ୍ତି ।…

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ମାଲକାନଗିରି: ଗୋଟିଏ ପଟେ କରୋନା ମହାମାରୀର ଲଗାତାର ଚଡକ । ସେପଟେ କେନ୍ଦ୍ର ସରକାରଙ୍କ ବିପରୀତଗାମୀ ନିଷ୍ପତ୍ତି । ରୋଜଗାର ଅଭାବ ଓ ରୋଗର ତାଡନାକୁ ଆଉ କେତେଦିନ ସହିବେ ସାଧାରଣ ଲୋକେ । ପେଟ୍ରୋଲ୍ ଓ ଡିଜେଲ୍ ପରେ ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଘଟଣା ମଧ୍ୟବିତ୍ତ ପରିବାରକୁ ଧନ୍ଦି ପକାଇଛି ।…

ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ପୋଲିସକୁ ସଫଳତା। ଗଂଜେଇ ଚୋରା ଚାଲଣ ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି ପୋଲିସ । ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ବୈପାରଗୁଡାର  ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ଥିବା ଖବର ସାମ୍ନାକୁ ଆସିଛି। ଜବତ ହୋଇଥିବା ୧୫୨୦…

[ଭିଡିଓ] ଦୋଷୀ କିଏ ? ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ମାଲକାନଗିରି: ନିକଟରେ ମାଲକାନଗିରି ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଥିରେ ଥିଲେ ଜଣେ କି ଦୁଇଜଣ ନୁହେଁ ୮ଜଣ ହେଭିୱେଟ୍ ନେତା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବଣ୍ଟନ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ କାର୍ଡ । ହେଲେ ଏବେ…

ମାଲକାନଗିରି ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି:  ଛତିଶଗଡ ସିମାନ୍ତ  ସୁକୁମା ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି । କୋଣ୍ଟା ଥାନା ଅନ୍ତର୍ଗତ ମୋମପାଡ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଡିଆରଜି ବାହିନୀର ଯବାନ ଆରମ୍ଭ କରିଥିଲେ କମ୍ବିଂ…

୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲା କଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି: ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶରଙ୍କ ସୁପାରିଶ ଆଧାରରେ ଟେଣ୍ଡର ହୋଇଥିବା ସମସ୍ତ ୪୮ ଲଘୁ ଖଣି ଲିଜ୍ ଟେଣ୍ଡର ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ତତ୍କାଳୀନ…

ପୋଲିସ୍-ମାଓବାଦୀ ମୁହାଁମୁହିଁ,୨ ସୁରକ୍ଷା କର୍ମୀ ସହିଦ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ସହ ମାଓବାଦୀଙ୍କ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି । କଡେନାର ଥାନା ଅନ୍ତର୍ଗତ କରିଆମେଟା ଜଙ୍ଗଲକୁ ଆଇଟିବିପିର ଯବାନ ମାନେ କୁମ୍ବିଙ୍ଗ ଅପରେସନ ରେ ଯାଇଥିବା ବେଳେ…

ମାଲକାନଗିରିରେ ପହଂଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି: ମାଲାକନଗିରିରେ ପହଁଚିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହେବ । ୭ଟି ବ୍ଲକ ଓ ୨ଟି ପୌରାଂଚଳରେ ସ୍ମାର୍ଟ କାର୍ଡ ବଣ୍ଟନ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋଭିଡ…