Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

ପଶ୍ଚିମ ଓଡ଼ିଶାରେ ମାଡୁଛି କରୋନା, ଫୋକସରେ S-S-B ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଛି କରୋନା ଚେର । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ କେସ ଶତକ ପାର କରିଥିବା ବେଳେ ବରଗଡ଼ ଜିଲ୍ଲାରୁ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

କରୋନା ମୁକ୍ତ ହେଲା ନୂଆପଡ଼ା ଜିଲ୍ଲା

ଭୁବନେଶ୍ୱର: କରୋନା ମୁକ୍ତ ନୂଆପଡ଼ା ଜିଲ୍ଲା । ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଜିଲ୍ଲାରୁ ଚିକିତ୍ସାଧୀନ ଥିବା ସମସ୍ତ ୧୮ ଭୂତାଣୁ ସଂକ୍ରମିତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟର ଏକମାତ୍ର ଜିଲ୍ଲା ଭାବରେ ନୂଆପଡ଼ା କରୋନା ମୁକ୍ତ ହୋଇଛି । ବାକି ୨୯ ଜିଲ୍ଲାରେ ରହିଛି…

ଲାଞ୍ଚ ନେଇ ଧରା ପଡିଲେ ଜେଇ

ନୂଆପଡା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୂଆପଡା ସଦର ୱେସକୋର କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁ । ଉଠା ଜଳସେଚନ ପଏଣ୍ଟକୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ…

ନୂଆପଡ଼ା ଜିଲ୍ଲାରେ ୧୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶୁକ୍ରବାର ଦିନ ୧୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟ ରାଜ୍ୟରୁ ଫେରିବା ପରେ ଏହି ୧୨ ଜଣ ବ୍ୟକ୍ତି ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟର ଆଇସୋଲେସନରେ ରହିଥିଲେ । ଏନେଇ ସୂଚନା ପ୍ରଦାନ କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ । ଅଧିକ ପଢନ୍ତୁ:…

ବାଇକକୁ ପିଟିଲା ଟ୍ରକ୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଘଟେଶ୍ୱର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍ୱାମୀ ସ୍ତ୍ରୀ ବାଇକରେ ଯାଉଥିବାବେଳେ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍ୱାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଅଛନ୍ତି । ମୃତକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା…