Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଳା ଚକଟାରେ ଭକ୍ତ ମୃତ୍ୟୁ ଘଟଣା; ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବାକୁ…

ପୁରୀ: ରଥଟଣା ସମୟରେ ପୁରୀ ମରିଚିକୋଟ ଛକରେ ଦଳା ଚକଟାରେ ଅଣନିଶ୍ୱାସୀ ହୋଇ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣା । ଏହି ଅଘଟଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ଘଟଣା ସମ୍ପର୍କରେ ହସ୍ପଟାଲ ଯାଇ ପଚାରି ବୁଝିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

ଆସନ୍ତାକାଲି ରାଜ୍ୟର ୭ଟି ଷ୍ଟେସନର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ । ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍‌ଘାଟନ କରିବେ । ଏହି ମେଗା ପ୍ରକଳ୍ପରେ ଓଡ଼ିଶାର ୭ଟି ପ୍ରମୁଖ ଷ୍ଟେସନ ଯଥା,…

ପହଣ୍ଡି ବେଳେ ଟାହିଆ ଶୂନ୍ୟ ମହାପ୍ରଭୁ; ଓଡ଼ିଆ ଜାତିର ଭାବାବେଗକୁ ଆଘାତ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି…

ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡିର ଅଳ୍ପ କିଛି ସମୟରେ ତାଙ୍କ ମସ୍ତକରେ ଟାହିଆ ସମ୍ପୂର୍ଣ୍ଣ ଭାବେ ଖୋଲିଯାଇଥିଲା । ବିନା ଟାହିଆରେ ମହାପ୍ରଭୁ ପହଣ୍ଡି କରି ରଥାଋଢ ହୋଇଥିଲେ । ଯାହା ସମଗ୍ର ଓଡ଼ିଆ ଜାତିର ଭାବାବେଗକୁ ଗଭୀର ଆଘାତ ଦେଇଛି । ତେବେ ଟାହିଆ କେବଳ ଏକ ଅଳଙ୍କାର ନୁହଁ ଏହା…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା: ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ନିଗମ 

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଏହାରି ମଧ୍ୟରେ ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ସିଙ୍ଗର ସୋନୁ ନିଗମ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚି ଥିଲେ। ଯିଏକି ପ୍ରଥମ ଥର ପାଇଁ ରଥଯାତ୍ରାରେ ଶ୍ରୀଜିଉଙ୍କ ଲୀଳାଖେଳା ଦେଖିବେ। ଏହି…

ହୃଦୟ ବିଦାରକ ଘଟଣା: ୪ ବର୍ଷର ପୁଅକୁ ହତ୍ୟା କଲେ ବାପା

ଉଦଳା:ମୟୂରଭଞ୍ଜ ଜିଲ୍ଲାରେ ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର ଜନ୍ମ କଲା ପୁଅକୁ କଟୁରୀରେ ହାଣି ହତ୍ୟା କଲେ ବାପା। ଏହି ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି । ମୃତ ନାବାଳକଙ୍କ ନାମ ଦୁମ୍ବି ସିଂ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ବାପା ସୋହନ ସିଂ…

ରଥଯାତ୍ରାରେ ଅଘଟଣ; ଦଳା ଚକଟାରେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରଦ୍ଧାଳୁ ମୃତ, ଅନେକ ଗୁରୁତର

ପୁରୀ: ମହାପ୍ରଭୁଙ୍କ ରଥାଯାତ୍ରା ପାଇଁ ଆଜି ପୁରୀ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ଅସଂଖ୍ୟ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ସାଜିଛି । ଆଉ ଏହି ଗହଳିରେ ଏକ ଅଘଟଣ ଘଟିଛି । ପୁରୀ ମରିଚିକୋଟ ଛକରେ ଦଳା ଚକଟାରେ ତଳେ ପଡ଼ି ଅଣନିଶ୍ୱାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ଭକ୍ତ…

କଣ୍ଟାବାଡ଼-ମଲ୍ଲିପଦରକୁ ଯୋଗାଯୋଗ ହେଲା ବିଛିନ୍ନ;ମୁଖ୍ୟ ରାସ୍ତା ଉପରେ ୩ଫୁଟର ପାଣି

ବେଗୁନିଆ:ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକରେ ଲଗାଣ ବର୍ଷା ହେବା କାରଣରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଲଗାଣ ବର୍ଷାରେ କଣ୍ଟାବାଡ଼ ମଲ୍ଳୀପଦର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଛି। ଯାହା ଫଳରେ କଣ୍ଟାବାଡ଼ରୁ ମଲ୍ଳୀପଦରକୁ ଯୋଗାଯୋଗ ବିଚ୍ଛିନ୍ନ…

Divine Mystery of Rath Yatra: ହଟିଆ ଠାକୁରର ହଟ ଲୀଳା; ରଥରେ ଚଢ଼ିବାକୁ ମନା କରିଦେଇଥିଲା ମନୁଆ, ୪୫ ମିନିଟ୍‌ ଧରି…

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ମହାପ୍ରଭୁଙ୍କ ଅନନ୍ତ ଲୀଳା ଓ ଅଲୌକିକ ରହସ୍ୟର ପ୍ରତୀକ। ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ…

Elephant attack:ହାତୀ ଆକ୍ରମଣରେ ଚାଲିଗଲା ଛାତ୍ରଙ୍କ ଜୀବନ;ଚଳିତ ବର୍ଷ ଦେଇଥିଲେ ମାଟ୍ରିକ ପରୀକ୍ଷା

ବିଶ୍ରା:ଜଙ୍ଗଲ ନିକଟରେ ବଣୁଆ ହାତୀ ଆକ୍ରମଣରେ ଚାଲିଗଲା ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବନଖଣ୍ଡ ଅନ୍ତର୍ଗତ ସନ୍ତୋଷପୁର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ ଜବାଘାଟ ଗ୍ରାମର ଡିଲେଶ୍ୱର…

୪୮ ଘଣ୍ଟାରେ ୨୩୩.୩ ମିମି. ବର୍ଷାରେ ଭିଜିଲା ପୁରୀ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ଗତ ଦୁଇ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ଗୁରୁବାର ଭିଜିଛି ପୁରୀ ବଡ଼ଦାଣ୍ଡ। ଶ୍ରୀ ଜଗନ୍ନାଥ ମନ୍ଦିରର…