Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ଦାଦନ ସମସ୍ୟାକୁ ଦୂର କରିବା ଏବଂ ବାଧ୍ୟତାମୂଳକ ସ୍ଥାନାନ୍ତରଣ ରୋକିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ତିନି ବର୍ଷିଆ ଅଭିଯାନ 'ପ୍ରୋଜେକ୍ଟ ବ୍ଲେସ୍' ଶୁଭାରମ୍ଭ…

୮ଗ୍ରାମ୍‌ ଧଳାଜହର ଖେଳପଡ଼ିଆରୁ ଜବତ;୨ ବେପାରୀ ଗିରଫ

ହେମଗିର:ହେମଗିର ଅଞ୍ଚଳରେ ବ୍ରାଉନସୁଗାରର ଚୋରା କାରବାର ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ତେବେ ଗୁରୁବାର ପୋଲିସ ହାତରେ ଦୁଇ ବେପାରୀ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଡୁଡୁକାର ଭବାନୀ ନାଏକ (୩୯) ଓ ଠିଠେଇଟାଙ୍ଗରର ମନୋଜ ଭୋଇ (୩୯)। ସେମାନଙ୍କଠାରୁ ୮.୧୨ ଗ୍ରାମ୍‌…

ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ

ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କ ଜ୍ୱାଇଁଙ୍କୁ ଯୌତୁକ ନିର୍ଯାତନା ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗିନ ମାମଲାରେ ପୋଲିସ ଗିରଫ କରିଛି। ନିଜ ପତ୍ନୀଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଜଣେ ପୂର୍ବତନ…

ମହିଳା ଥାନାରୁ ଚମ୍ପଟ ମାରିଥିବା ଦୁଷ୍କର୍ମ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର:ଭୁବନେଶ୍ୱର ମହିଳା ଥାନାରୁ ଫେରାର ହୋଇଯାଇଥିବା ଦୁଷ୍କର୍ମ ଅଭିଯୁକ୍ତକୁ କମିଶନରେଟ୍ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି । ଅଭିଯୁକ୍ତ ରୁଦ୍ର ପ୍ରସାଦ ସୂତାରକୁ କ୍ୟାପିଟାଲ ଥାନା ପୋଲିସ ଟିମ୍ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆଣିଛି । ସୂଚନାନୁସାରେ, ଜଳଖିଆ ଖାଇବା ବାହାନାରେ…

କେନ୍ଦୁଝରରେ ବଡ଼ ଧରଣର ବ୍ୟାଙ୍କ ଠକେଇ: ଗ୍ରାହକଙ୍କ ଆକାଉଣ୍ଟରୁ ୩ କୋଟି ଲୁଟିଲେ ବାପା ପୁଅ

ବଡ଼ବିଲ: ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଏକ ଘରୋଇ ବ୍ୟାଙ୍କର ପୂର୍ବତନ ଅଧିକାରୀ ଏବଂ ତାଙ୍କ ବାପାଙ୍କୁ କେନ୍ଦୁଝର ଜିଲ୍ଲା ପୋଲିସ ଗିରଫ କରିଛି । ବ୍ୟାଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସର ସୁଯୋଗ ନେଇ ଏହି ବଡ଼ ଧରଣର ଆର୍ଥିକ କେଳେଙ୍କାରୀ…

ଓଡ଼ିଶାରେ ଲୁହାପଥର ଖୋଳିବ କୋଲ୍‌ ଇଣ୍ଡିଆ

ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଉତ୍ପାଦନ କରିବ କୋଲ୍‌ ଇଣ୍ଡିଆ। କେବଳ କୋଇଲା କ୍ଷେତ୍ରରେ ସୀମିତ ଥିବା କୋଲ୍‌ ଇଣ୍ଡିଆ ଏହାର ବିବିଧକରଣ ନୀତି ଅନୁସାରେ ଅନ୍ୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି। ପ୍ରଥମ ଥର ପାଇଁ କମ୍ପାନୀ କୋଇଲା ଖଣି ବାହାରେ ଅନ୍ୟ ଖଣି ପରିଚାଳନା କରିବାକୁ ଯାଉଛି।…

Vigilance raids: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଡାଟା ଏଣ୍ଟ୍ରି ଅପରେଟର

ରଣପୁର:ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟ ଆଜି ଗିରଫ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ପରେ ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ: ଗାଡ଼ିର ବୀମା ନଥିଲେ ମିଳିବନି ପେଟ୍ରୋଲ୍

ଭୁବନେଶ୍ୱର: ବିନା ଇନ୍ସୁରାନ୍ସରେ ଗାଡ଼ି ଚଲାଉଥିବା ଅମାନିଆ ଚାଳକଙ୍କ ପାଇଁ ଏବେ ଆସିଛି ଏକ ବଡ଼ ଖବର । ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ନିକଟରେ 'ବୀମା ନାହିଁ ତ ପେଟ୍ରୋଲ ନାହିଁ' (No Insurance, No Petrol) ନିୟମ ଲାଗୁ କରିବା ପାଇଁ ଏକ ପାଇଲଟ୍…

ଝାଡ଼ାବାନ୍ତିରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ !

ବିଷମକଟକ:ରାୟଗଡ଼ା ଜିଲ୍ଲା ବିଷମକଟକର ଦୁର୍ଗୀସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଭୂମିକା ଗାଂଟାଙ୍କ ଝାଡ଼ାବାନ୍ତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାରେ, ଲାଞ୍ଜିମପଦର ଗ୍ରାମର ପୂର୍ଣ୍ଣ…

ଫୁଡ୍‌ ପ୍ରୋସେସିଂ ହବ୍‌ ହେବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାକୁ ଫୁଡ୍‌ ପ୍ରୋସେସିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ କେନ୍ଦ୍ରରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରୟାସ। ଏଥିପାଇଁ ନୂଆଦିଲ୍ଲୀରେ ଆୟୋଜନ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’। ଜାତୀୟ ସ୍ତରରେ…