Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୪ରୁ ଓଡ଼ିଶା ରାଜ୍ୟ ରାପିଡ ଓ ବ୍ଲିଜ ଫିଡେ ରେଟିଂ କ୍ଷୀପ୍ର ଚେସ୍ ପ୍ରତିଯୋଗିତା

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଚେସ ପ୍ରଶିକ୍ଷଣ କେନ୍ଦ୍ର ଏସଆର ଚେସ ସେଣ୍ଟର ଓ ଏସ.ବି ୧ ଗ୍ରୁପ୍ ଅଫ କମ୍ପାନୀଜର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପାହାଳସ୍ଥିତ ମଦର ପବ୍ଲିକ ସ୍କୁଲଠାରେ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି ମର୍ଯ୍ୟାଦା ଜନକ ଓଡ଼ିଶା ରାଜ୍ୟ ରାପିଡ୍ ଓ ବ୍ଲିଜ୍ ଫିଡେ…

‘ଇ-ଶିକ୍ଷା ଏକ୍ସପ୍ରେସ’ର ଶୁଭାରମ୍ଭ;ଗ୍ରାମାଞ୍ଚଳକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ସାକ୍ଷରତା ଓ…

ଚୌଦ୍ୱାର: ଭ୍ରାମ୍ୟମାଣ ଶିକ୍ଷା ଯୋଜନା 'ଇ-ଶିକ୍ଷା ଏକ୍ସପ୍ରେସ'ର ଶୁଭାରମ୍ଭ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବା ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ପହଞ୍ଚକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା…

ବିବାଦ ମଧ୍ୟରେ ସରକାରଙ୍କ ସ୍ପଷ୍ଟୀକରଣ: ‘ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନାହିଁ’, କହିଲେ…

ଭୁବନେଶ୍ୱର: ରାଜ୍ୟରେ ନୂଆ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟିକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ସ୍ପଷ୍ଟୀକରଣ ରଖିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ପ୍ରକାର…

ଲେଡିଜ୍‌ ହଷ୍ଟେଲରେ ପଶିଲା ସ୍କର୍ପିଓ, ଡ୍ରାଇଭର ଅଟକ

ଭୁବନେଶ୍ବର:ନିଶାସକ୍ତ ଅବସ୍ଥାରେ ଅତି ଦ୍ରୁତ ଗତିରେ ସ୍କର୍ପିଓକୁ ଆଣି ଲେଡିଜ୍ ହେଷ୍ଟେଲ୍ ଭିତରେ ଭର୍ତ୍ତି କରିଦେଇଥିଲା ଯୁବକ। ଗତ ବୁଧବାର ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ବିଜୁ ପଟ୍ଟନାୟକ କଲେଜ ନିକଟରେ ଘଟିଥିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଟି ଗାଡି ମଧ୍ୟ ଭାଙ୍ଗିଯାଇଥିଲା ।…

ମା’ଙ୍କ ଔଷଧ ଆଣିବାକୁ ଯାଇ ଆଉ ଘରକୁ ଫେରିଲେନି ଯୁବକ; ଭାସିଗଲେ ବନ୍ୟାସ୍ରୋତରେ…

ଆଳି:ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ । ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଜବତ ହୋଇଛି। ଯୁବକ ଜଣକ ହେଲେ ଆଳି ଥାନା…

କଟକରେ ନବବଧୂଙ୍କୁ ହତ୍ୟା ଅଭିଯୋଗ, ନ୍ୟାୟ ଦାବି କଲେ ପରିବାର

କଟକ: ବିବାହର ମାତ୍ର ତିନି ସପ୍ତାହ ପରେ କଟକ ଜିଲ୍ଲାର ନେମାଳ ଅଞ୍ଚଳର ଏକ ଗାଁରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲାର ଅଧୀନସ୍ଥ ସହଦେବପୁର ଗାଁରେ ଏହି ଘଟଣା ଘଟିଛି। ଯାହା ପରେ ସ୍ୱାମୀ ଫେରାର ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ାର…

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ

ଭବାନୀପାଟଣା: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରର ବିଜେପି ନେତାଙ୍କୁ ଛୁରି ଭୁସି ହତ୍ୟା ଘଟଣା। ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ…

ଫାଇଲ ଗାୟବ ଘଟଣା: CMO, କ୍ରାଇମବ୍ରାଞ୍ଚକୁ ମିଳିନାହିଁ ତଥ୍ୟ

ଭୁବନେଶ୍ୱର: କନ୍ଧମାଳ ଦଙ୍ଗା ତଦନ୍ତ କମିଶନ ରିପୋର୍ଟ ଓ ଫାଇଲ୍‌ ହଜିବା ଘଟଣା ରାଜ୍ୟରେ ଏକ ବଡ଼ ବିବାଦ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO), ମୁଖ୍ୟ ସଚିବ ଏବଂ ଗୃହ ବିଭାଗ ପାଖରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କିମ୍ବା ଫାଇଲ୍ ମିଳୁନାହିଁ। ଏନେଇ ଲୋକସେବା ଭବନରେ ତନାଘନା ଜାରି…

ସ୍କୁଲ ଛାତ୍ରଙ୍କୁ ରାଗିଂ ଅଭିଯୋଗ; ୭ ବହିଷ୍କୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କୋଲନାରା ବ୍ଲକ ଅନ୍ତର୍ଗତ ରେଭୋଲକାନାର ଏକ ସରକାରୀ ପରିଚାଳିତ ଆବାସିକ ବିଦ୍ୟାଳୟରୁ ସାତ ଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି। ଏହି ଭିଡିଓରେ ସିନିୟର ମାନେ ଜୁନିଅର ଛାତ୍ରମାନଙ୍କୁ କ୍ରିକେଟ ବ୍ୟାଟ୍, ବାଡ଼ି ଏବଂ ନଡ଼ିଆ ବାହୁଙ୍ଗାରେ ଆକ୍ରମଣ କରୁଥିବାର ଦୃଶ୍ୟ…

ଛାତ୍ରଙ୍କୁ ମାଡ଼ ଓ ଅପହରଣ ମାମଲା; ୩ ଦିନ ପରେ ଉଦ୍ଧାର…

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲାରେ ଅପହୃତ ଜଣେ କଲେଜ ଛାତ୍ରଙ୍କୁ ପୋଲିସ ତିନି ଦିନ ପରେ ଉଦ୍ଧାର କରିଛି। ଏଥିସହିତ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଉକ୍ତ କଲେଜ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ…