Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଝି ଚିଲିକାରେ ୫ ଶହ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ଭୁବନେଶ୍ୱର: ମଝି ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଉଛି। ପ୍ରଥମ ଦିନରେ ୫ଶହ ଏକର ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ଚିଙ୍ଗୁଡ଼ି ଘେରି ଉଚ୍ଛେଦ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ…

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ୬ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବେ। ରାଜ୍ୟର ପୁଞ୍ଜିନିବେଶ ପ୍ରସାରର ଆଉ ଏକ ପର୍ଯ୍ୟାୟର ନେତୃତ୍ୱ ନେବେ। ନୂଆ ଶିଳ୍ପ ନିବେଶକୁ ଆକର୍ଷିତ କରିବା ପାଇଁ ଏହାର ଉଦ୍ଦେଶ୍ୟ। ଅଗଷ୍ଟ ୭ ଏବଂ ୮ ତାରିଖରେ ହେବାକୁ ଥିବା ଏହି…

ପ୍ରବଳ ବର୍ଷାରେ ଭିଜୁଛି ଭୁବନେଶ୍ୱର, ୯୭.୨ ମିମି. ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ବର୍ଷା ଜାରିଥିବା ବେଳେ ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨ ମି.ମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଶାନ୍ତିପାଲି ବସ୍ତିର ପ୍ରାୟ ୨୦ଟି ଘରେ ପାଣି ପଶିଯାଇଛି, ଯାହା ଫଳରେ…

ଏ କି ପ୍ରକାର ନ୍ୟାୟ ! ବିନା ଦୋଷରେ ସଜା କାଟିଲେ ୨୨ ବର୍ଷ

କୋରାପୁଟ: ମାସେ ନୁହେଁ କି ବର୍ଷେ ନୁହେଁ। ବିନା ଦୋଷରେ ଜେଲରେ କଟିଗଲା ୨୨ ବର୍ଷ। ଅଧା ଜୀବନ ସେଇ କାଳକୋଠରୀରେ ବିତିଗଲା। ନ୍ୟାୟ ଦାବିରେ ବାରମ୍ୱାର ଏ କୋର୍ଟରୁ ସେ କୋର୍ଟ ଦଉଡ଼ି ନିରାଶ ହୋଇଥିଲେ। ହେଲେ ସେହି ସମୟରେ ମିଳିନଥିଲା ନ୍ୟାୟ। ବାରମ୍ବାର ନିଜକୁ ଠିକ୍ ପ୍ରମାଣ କରିବାକୁ ଚେଷ୍ଟା…

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…

ଭୁବନେଶ୍ୱର: ଓଡ଼ିଶାରେ ବର୍ଷା ଜାରିଥିବା ବେଳେ ବୁଧବାର କଟକ ସହର ପାଇଁ ବର୍ଷା ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଗାମୀ ୨ ଘଣ୍ଟା ମଧ୍ୟରେ କଟକ ସହର ସମେତ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ ଝଡ଼ତୋଫାନ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଝାରସୁଗୁଡ଼ାରେ ହ୍ରାସ ପାଉଛି ଡେଙ୍ଗୁ ସଂକ୍ରମଣ: ସପ୍ତାହକୁ ୪ ଦିନ ‘ଡ୍ରାଏ ଡେ’ ପାଳନ ସହ ଜିଲ୍ଲା ମୁଖ୍ୟ…

ଝାରସୁଗୁଡ଼ା: ଜିଲ୍ଲାରେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ମଶାବାହିତ ରୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ତଥା ପ୍ରତିରୋଧ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରୀୟ ଭେକ୍ଟର ବୋର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ ଅଧୀନରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ…

ଭିଜିଲାନ୍ସ ଜାଲରେ ଫସିଲେ ଦୁଇ RTO କର୍ମଚାରୀ

ରାଉରକେଲା: ନିଲାମ ହୋଇଥିବା ଦୁଇଟି ଟ୍ରକର ନୂଆ ପଞ୍ଜିକରଣ ପ୍ରମାଣପତ୍ର (FRC) ପ୍ରକ୍ରିୟାକରଣ ପାଇଁ ୨୬,୦୦୦ ଲାଞ୍ଚ ଦାବି ଅଭିଯୋଗରେ ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନିରଞ୍ଜନ…

ଭୁବନେଶ୍ୱର ଓ କଟକରୁ ୪୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ: ୪୨ ଜଣଙ୍କୁ କରାଗଲା ଦେଶାନ୍ତର

ଭୁବନେଶ୍ୱର: ରାଜ୍ୟରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ଏବଂ କଟକ ସହରାଞ୍ଚଳ ପୋଲିସ ଜିଲ୍ଲା ଅଧୀନରେ ବେଆଇନ ଭାବେ ରହୁଥିବା ୪୮ ଜଣ…

ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା; SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା। ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର SC/ST କୋର୍ଟ। SCERTର ନିଲମ୍ବିତ ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ। ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।…

ବନ୍ୟା ଉଦ୍ଧାର କାର୍ଯ୍ୟ ବେଳେ ଶହୀଦ ଅଗ୍ନିଶମ କର୍ମଚାରୀ ଚନ୍ଦନଙ୍କ ପରିବାରକୁ ଆର୍ଥିକ ସହାୟତା

ଭୁବନେଶ୍ୱର: ରାଜ୍ୟରେ ନିକଟରେ ହୋଇଥିବା ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ନିଜର ପ୍ରାଣବଳି ଦେଇଥିବା ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦୁଝର ଜିଲ୍ଲାର ଏକ ସରକାରୀ କୋଠାରୁ ବନ୍ୟା ଜଳ…