Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଶ୍ଚିମରୁ ଉପକୂଳ, ସବୁଠି ବର୍ଷା ଆଲର୍ଟ: ଗଣେଶ ପୂଜା ଓ ନୂଆଖାଇ ଉପରେ ଲଘୁଚାପ ବର୍ଷାର କଳାବାଦଲ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଉତ୍ସବର ମାହୋଲ । ଗୋଟିଏ ପଟେ ବିଘ୍ନରାଜ ଶ୍ରୀଗଣେଶଙ୍କ ଆରାଧନା ପାଇଁ ପୂଜା ମଣ୍ଡପଗୁଡ଼ିକ ଉତ୍ସବମୁଖର ହୋଇଉଠିଥିବା ବେଳେ, ଅନ୍ୟପଟେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାପର୍ବ 'ନୂଆଖାଇ' ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଏହି ଆନନ୍ଦ…

ପୁଣି ଭିଜିବ ଓଡ଼ିଶା, ୨୨ରୁ ଆସୁଛି ଆଉ ଏକ ଲଘୁଚାପ…

ଭୁବନେଶ୍ବର: ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାକୁ ଲାଗି ରହିଥିବା ଥାଇଲ୍ୟାଣ୍ଡ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ସେପ୍ଟେମ୍ବର ୨୨ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ଜ୍ଞାନ ଓ ସିଦ୍ଧିର ଦେବତା ଶ୍ରୀଗଣେଶ: ସବୁ ଦେବତାଙ୍କ ପୂର୍ବରୁ କାହିଁକି ପୂଜା ପାଆନ୍ତି ପ୍ରଭୁ?

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ, ଯଜ୍ଞ, ଗୃହ ପ୍ରବେଶ କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶଙ୍କୁ ଆରାଧନା କରାଯିବାର ପରମ୍ପରା ରହିଛି । ବର୍ଷ ତମାମ ଲାଗି ରହୁଥିବା ହିନ୍ଦୁ ପାର୍ବଣ ଋତୁର ଶୁଭାରମ୍ଭ ମଧ୍ୟ ପବିତ୍ର ଗଣେଶ…

ରାଜ୍ୟର ସବୁ ହାଇସ୍କୁଲକୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ୍: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ସରକାରଙ୍କ…

କଟକ: ରାଜ୍ୟର ଶିକ୍ଷା ବ୍ୟବସ୍ଥା, ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସମଗ୍ର ଓଡ଼ିଶାର ସମସ୍ତ ହାଇସ୍କୁଲରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା…

Balianta Soumya Murder Case: ତଦନ୍ତ ବାଟବଣା ହେଉଥିବା ଆଶଙ୍କା, ଅସଲ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । ନିଜ ପୁଅକୁ ହରାଇ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଜଣେ ଅସହାୟ ମା' ପୋଲିସର ତଦନ୍ତ ପ୍ରକ୍ରିୟା ଓ ପ୍ରସ୍ତୁତ ହୋଇଥିବା ଚାର୍ଜସିଟକୁ ନେଇ ସାଂଘାତିକ…

ଓରାଙ୍ଗଉଟାନଙ୍କ ସୁରକ୍ଷା ପାଇଁ ୫ ଜଣିଆ ବୈଷୟିକ କମିଟି ଗଠନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଚଳିତ ସପ୍ତାହ ଆରମ୍ଭରେ ଉଦ୍ଧାର କରାଯାଇଥିବା ପାଞ୍ଚଟି ଓରାଙ୍ଗଉଟାନ ଛୁଆଙ୍କ ସେବା ଓ ଯତ୍ନ ପାଇଁ ଓଡ଼ିଶା ସରକାର ଏକ ପାଞ୍ଚ-ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଗଠନ କରିଛନ୍ତି। ବିରଳ ଶ୍ରେଣୀଭୁକ୍ତ ଏହି ପ୍ରାଣୀମାନେ ଭାରତର ମୂଳ ବାସିନ୍ଦା…

ପାର୍ବଣ ପୂର୍ବରୁ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଠାରୁ ୧୩ଟି ସୁନା ଚେନ୍, ଗୋଟିଏ ହାର, ୨ ହଳ ସୁନା କାନ ଫୁଲ, ଗୋଟିଏ ସୁନା ବ୍ରେସଲେଟ୍…

Ganesh Puja Guidelines:ଗଣେଶ ପୂଜାରେ ଡିଜେ,ବାଣ ମନା: ରାତି ୧୦ଟା ଭିତରେ ସରିବ ମେଲୋଡି

ଭୁବନେଶ୍ବର: ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। କମିଶନରେଟ୍ ପୋଲିସ୍ (CP) ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଗଣେଶ ପୂଜାକୁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥର…

୧୭ ଯାଏଁ ବର୍ଷାରୁ ନିସ୍ତାର ନାହିଁ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ପୂର୍ବାନୁମାନ କରିଛି। ଯାହା ଫଳରେ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି। ରବିବାର ପାଇଁ ଆଇଏମଡି ଝଡ଼ବର୍ଷା ନେଇ ହଳଦିଆ ଚେତାବନୀ ଜାରି କରିଛି। ଯେଉଁଥିରେ ବାଲେଶ୍ୱର, ଭଦ୍ରକ,…

ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ବଡ଼ ସଫଳତା: ଓଡ଼ିଶାକୁ ମିଳିଲା ୨.୪୩ ଲକ୍ଷ କୋଟିର ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍ ଦୁବାଇ ଗସ୍ତ ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଦେଇଛି । ବିଦେଶୀ ନିବେଶକମାନେ ଏବେ ଓଡ଼ିଶାରେ ନିଜର…