Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ନୀଳାଦ୍ରି ବିଜେ’: ୨୭ ଦିନ ପରେ ରତ୍ନବେଦୀକୁ ଫେରିବେ ଶ୍ରୀଜୀଉ, ସିଂହଦ୍ୱାରରେ ଭାବମୟ ପରିବେଶ

ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ଅନ୍ତିମ ପର୍ବ ତଥା ପବିତ୍ର 'ନୀଳାଦ୍ରି ବିଜେ'। ଦୀର୍ଘ ୨୭ ଦିନ ଧରି ଖାଲି ପଡ଼ିଥିବା ଶ୍ରୀମନ୍ଦିରର ରତ୍ନବେଦୀ ଆଜି ପୁଣିଥରେ ଦିବ୍ୟ ଆଲୋକରେ ଉଜ୍ଜ୍ୱଳିତ ହୋଇଉଠିବ। ଆଜି ସନ୍ଧ୍ୟାରେ ରଥ ଉପରୁ ଗୋଟି ପହଣ୍ଡିରେ ଆସି ଗର୍ଭଗୃହରେ…

୫୩ ବର୍ଷ ବୟସରେ ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସୁଶାନ୍ତ ସିଂହ

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ସୁଶାନ୍ତ ସିଂହଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ଗୁରୁତର ଅସୁସ୍ଥତା ସହ ଲଢ଼େଇ କରୁଥିବା ସୁଶାନ୍ତ ସିଂହ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ…

ସୀମା ସରହଦ ମାନିଲାନି ଭଲପାଇବା: ଓଡ଼ିଆ ପୁଅଙ୍କ ହାତ ଧରିଲେ ପୋଲାଣ୍ଡ ଯୁବତୀ

ଭୁବନେଶ୍ୱର: ପ୍ରେମ କୌଣସି ଭାଷା, ଧର୍ମ କିମ୍ବା ଭୌଗୋଳିକ ସୀମା ମାନେ ନାହିଁ। ଯେତେବେଳେ ଦୁଇଟି ହୃଦୟ ଏକ ହୋଇଯାଏ, ସେତେବେଳେ ହଜାର ହଜାର ମାଇଲ୍‌ର ଦୂରତା ବି ହାର୍ ମାନିଯାଏ। ଏମିତି ଏକ ନିଆରା ତଥା ରୋମାଞ୍ଚକର ପ୍ରେମ କାହାଣୀ ଏବେ ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୁଦୂର…

ବଜାରରେ ବୁଲୁଛି ନକଲି ନୋଟ୍: ଠକୁ ଠକୁ ଲୋକଙ୍କ ହାବୁଡ଼ରେ ପଡ଼ିଲେ ଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି ନକଲି ନୋଟ୍ ବେପାରୀ। ସାଧାରଣ ଲୋକଙ୍କୁ ଚୂନ ଲଗାଇ ବଜାରରେ ଫେକ୍ କରେନ୍ସି ଚଳାଇବାକୁ ଉଦ୍ୟମ କରୁଥିବା ବେଳେ ରଙ୍ଗେ ହାତ ଧରାପଡ଼ିଛନ୍ତି ଦୁଇ ଜଣ ସନ୍ଦିଗ୍ଧ ଯୁବକ। ଭୁବନେଶ୍ୱରର ବଡ଼ଗଡ଼ ଥାନା ଅନ୍ତର୍ଗତ ଚିଲିପୋଖରୀ…

ଜାତୀୟ ମଞ୍ଚରେ କମାଲ୍ କଲେ ଓଡ଼ିଆ ଝିଅ: ଜ୍ୟୋତିର୍ମୟୀଙ୍କ ମୁଣ୍ଡରେ ‘ଇଣ୍ଡିଆନ୍ ଆଇଡଲ୍’ ମୁକୁଟ

ଭୁବନେଶ୍ୱର/ମୁମ୍ବାଇ: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବାଲେଶ୍ବରର ଝିଅ ଜ୍ୟୋତିର୍ମୟୀ ନାୟକ। 'ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬'ର ବିଜୟିନୀ ହେଲେ ଜ୍ୟୋତିର୍ମୟୀ। ଓଡ଼ିଆ ଝିଅଙ୍କ ମୁଣ୍ଡରେ 'ଇଣ୍ଡିଆନ୍ ଆଇଡଲ୍' ମୁକୁଟ। ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି।…

ଲଘୁଚାପ ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା

ବାରିପଦା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଯାହାକୁ ଦୃଷ୍ଟିରେ ରଖି ୨୭ ଜୁଲାଇ ସୋମବାର ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ…

କାଲି ବନ୍ଦ ରହିବ ସ୍କୁଲ୍-ଅଙ୍ଗନବାଡ଼ି! ଜାଣନ୍ତୁ କେଉଁ ଜିଲ୍ଲାରେ ଏବଂ କାହିଁକି ଜାରି ହେଲା ଜରୁରୀ ନିର୍ଦ୍ଦେଶ?

ଜଗତସିଂହପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବ ଏବେ ଉପକୂଳ ଓଡ଼ିଶାରେ ସ୍ପଷ୍ଟ ଦେଖିବାକୁ ମିଳିଲାଣି। କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି।…

ଧାନ ତଳି ରୋଉଥିଲେ, ବଜ୍ରପାତରେ ଏକା ସାଙ୍ଗରେ ଚାଲିଗଲେ ବାପ-ପୁଅ

କାମାକ୍ଷାନଗର: ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ଚାଲିଗଲା ବାପ-ପୁଅଙ୍କ ଜୀବନ । ମୃତକ ଦୁଇଜଣ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମର ସନ୍ତୋଷ ଦେହୁରୀ ଓ ପୁଅ ସତ୍ୟନାରାୟଣ (୨୮) । ସୂଚନା ଅନୁସାରେ, ବାପ ସନ୍ତୋଷ ଦେହୁରୀ ଓ ପୁଅ…

ଆସନ୍ତା ୪୮ ଘଣ୍ଟା ଅତି ଭୟଙ୍କର, ଓଡ଼ିଶାକୁ ଘାରିଲାଣି ଅବପାତ ଭୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣିଥରେ ପାଗ ଅସ୍ୱାଭାବିକ ରୂପ ନେଇଛି। ସମୁଦ୍ର ଭିତରେ ଦାନା ବାନ୍ଧିଥିବା ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇ ଏକ ବଡ଼ ଧରଣର ଅବପାତରେ ପରିଣତ ହୋଇସାରିଲାଣି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଥିବା ବେଳେ, ପାଣିପାଗ ବିଭାଗର ତାଜା ସତର୍କବାଣୀ…

କ୍ରାଇମବ୍ରାଞ୍ଚର ହସ୍ତଗତ ହେଲା ମୃତ ସୌମ୍ୟଙ୍କ ଶେଷ ମେସେଜ୍, ତନାଘନା ଆରମ୍ଭ

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା । ଆଜି ସୌମ୍ୟଙ୍କ ବାପା ଦୁଶାସନ ସ୍ୱାଇଁଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ପରେ ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଫୋନକୁ କ୍ରାଇମବ୍ରାଞ୍ଚରେ ଦାଖଲ କଲେ ସୌମ୍ୟଙ୍କ ବାପା । ତେବେ…