Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରେ ୧୦ ବର୍ଷରେ ଯାଇଛି ୮୫୭ ହାତୀଙ୍କ ଜୀବନ

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ଶୀତ ଅଧିବେଶନ । ଏହା ଭିତରେ ଭିତରେ ମଙ୍ଗଳବାର ହାତୀ ମୃତ୍ୟୁ ନେଇ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଚାରିଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ଜଙ୍ଗଲ, ପରିବେଶ ଓ ଜଳବାୟ ମନ୍ତ୍ରୀ…

୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଛି ତଟରକ୍ଷୀ ବାହିନୀ

ଭୁବନେଶ୍ଵର: ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ତିକ୍ତତା। ବିଭିନ୍ନ କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ, ସୁଧାର ଆଣିବା ପାଇଁ କରାଯାଉଛି ଉଦ୍ୟମ। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ଜବତ ହୋଇଛି ୨ଟି ବାଂଲାଦେଶୀ ମାଛଧରା ଟ୍ରଲର। ଦୁଇ ଟ୍ରଲର ସହ  ୭୮…

ରାଜ୍ୟ ସାମୁଦ୍ରିକ ନୀତି ପ୍ରଣୟନ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ଏକ ପ୍ରଭାବୀ ଓ ଫଳପ୍ରଦ ସାମୁଦ୍ରିକ ନୀତି ପ୍ରଣୟନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନସ୍ଥ ବନ୍ଦର ଓ ଆଭ୍ୟନ୍ତରୀଣ ଜଳପଥ ନିର୍ଦ୍ଦେଶାଳୟ ଓ ଆଇଆଇଟି, ମାଡ୍ରାସସ୍ଥିତ ବନ୍ଦର, ଜଳପଥ ଓ ଉପକୂଳ ନିମନ୍ତେ ଜାତୀୟ ବୈଷୟିକ କେନ୍ଦ୍ର…

କାନାଡାରୁ ଆସିଥିବା ଧମକପୂର୍ଣ୍ଣ ମେଲରେ ଓଡ଼ିଶା ଲିଙ୍କ ନାହିଁ: ସ୍ପଷ୍ଟ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ୩ ଦିନିଆ ପୋଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀ ପୂର୍ବରୁ ଓ ସମ୍ମିଳନୀ ସମୟରେ ଧମକପୂର୍ଣ୍ଣ ମେଲ ଆସିଥିଲା। ଲୋକସେବା ଭବନରେ ଗତମାସ ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ଯାଏଁ ଆୟୋଜିତ ସମ୍ମିଳନୀ ସମୟରେ ଏହି ଧମକପୂର୍ଣ୍ଣ ମେଲ୍‌ କାନାଡା…

୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ ସାରିବା ଲକ୍ଷ୍ୟ: ମନ୍ତ୍ରୀ

ଭୁବନେଶ୍ବର: ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରାଯିବ। ବର୍ତମାନ ସୁଦ୍ଧା ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଥିବା ବେଳେ ୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି । ୪ ବର୍ଷ ଅର୍ଥାତ୍…

ନବୀନଙ୍କୁ ଭେଟିଲେ ବଡମ୍ବାର ୯୦ରୁ ଊର୍ଦ୍ଧ୍ଵ ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀର ୯୦ରୁ ଊର୍ଦ୍ଧ୍ଵ  ପଂଚାୟତ ପ୍ରତିନିଧି ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶ…

ଓମାନରେ ଛାତ ଭୁଷୁଡି ଓଡିଆ ଶ୍ରମିକ ମୃତ; ମରଶରୀର ଆଣିବା ପାଇଁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ବର: ଓମାନରେ ଛାତ ଭୁଷୁଡି ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଶୁକଦେବ ସ୍ୱାଇଁଙ୍କ ପୁଅ ବିପିନ ବିହାରୀ ସ୍ବାଇଁ । ତାଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ…

ଟିପିସିଓଡିଏଲର “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍”; ଠିକ୍ ସମୟରେ ଦେୟ ଦେଉଥିବା ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ଆକର୍ଷଣୀୟ…

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଉପଭୋକ୍ତାଙ୍କୁ ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ଉତ୍ସାହିତ କରିବା ଲାଗି “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍’ର ଶୁଭାରମ୍ଭ କରାଯାଇଛି।…

କଂଗ୍ରେସ ପକ୍ଷରୁ ମଶାରୀ ଟାଙ୍ଗି ବିରୋଧ: ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ଓ କମିଶନରଙ୍କ ନାଁରେ ଏତଲା

କଟକ:ସିଏମସି ଅବହେଳାକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତଙ୍କ ନେତୃତ୍ୱରେ କଟକ ବାଦାମବାଡ଼ି ଥାନା ସମ୍ମୁଖରେ ମଶାରୀ ଟାଙ୍ଗି ବିରୋଧ  କରିବା ସହ ସିଏମସିର ସ୍ଵାସ୍ଥ୍ୟ ଅଧିକାରୀ ଓ କମିଶନରଙ୍କ ନାଁରେ ଏତଲା ଦିଆଯାଇଛି। କଟକ ସହରରେ ମଶା ମାନଙ୍କର…

ଓଡ଼ିଶା ଆସିଛନ୍ତି ୪ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ: ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାରେ ଜାରି ରହିଛି ଶୀତ ଅଧିବେଶନ । ଏହି ସମୟ ଭିତରେ ପକ୍ଷୀ ଗଣନାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ସେ କହିଛନ୍ତି ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ । କେବଳ ନଳବଣକୁ ଆସିଛନ୍ତି ୨…