Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ବାରିପଦା: ଶିମିଳିପାଳର ବାଘୁଣୀ ‘ଜିନ୍ନତ’ ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି। ବାଘୁଣୀ ଜିନ୍ନତ ଝଡଖଣ୍ଡରେ ବୁଲୁଥିବା ନେଇ ସୂଚନା ଦେଇଛନ୍ତି ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନି। ଗତ ନଭେମ୍ବରରେ ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜିନତ’କୁ ଶିମିଳିପାଳ ଅଣାଯାଇଥିଲା। ଝାରଖଣ୍ଡ ଯାଇ ଏକ…

‘୫ ବର୍ଷରେ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯ ହଜାରରୁ ଅଧିକ ଲୋକ’

ଭୁବନେଶ୍ବର: ଅନଲାଇନ ଟ୍ରେଡିଂ ବର୍ତ୍ତମାନ ସମୟରେ ଠକେଇର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଗତ ୫ ବର୍ଷ ମଧ୍ୟରେ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯ ହଜାର ୪୩୭ ଲୋକ । ଆଜି ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ୫ ବର୍ଷ ଭିତରେ କେତେ ଯୁବପିଢି…

ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ: ମନ୍ତ୍ରୀ

ଭୁବନେଶ୍ବର: ଓଡିଶାର ୩୦ଟି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ଖୁବ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ । ୫ ହଜାର ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାରିବ । ଏହା ସହିତ ୩ ହଜାର ପାରା ମେଡିକାଲ ଷ୍ଟାଫ ପଦବୀ ମଧ୍ୟ ପୂରଣ କରାଯିବ ବୋଲି ଆଜି ବିଧାନସଭାରେ କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ…

ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲା; ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଦୀର୍ଘ ୧୪ ବର୍ଷ ପରେ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଆସିଲା ରାୟ । ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ । ଉକ୍ତ ଅଭିଯୁକ୍ତମାନେ ହେଲେ କାଳିଆ ସେଠୀ, ପି.କୃଷ୍ଣଚନ୍ଦ୍ର ପାତ୍ର,…

ସୁଜିତ କୁମାର ବିଜେପି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ସୁଜିତ୍‌ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଉପନିର୍ବାଚନ ପାଇଁ ସୁଜିତ କୁମାରଙ୍କ ନାଁ ଘୋଷଣା ହୋଇଛି। ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ଆଜି ନାମାଙ୍କନ ଭରିପାରନ୍ତି ସୁଜିତ କୁମାର। ଏଥିପୂର୍ବରୁ ସେ ପାର୍ଟି ଅଫିସରେ ରାଜ୍ୟ…

୫ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ, ପ୍ରଜାକୋର୍ଟରେ ଲୋକଙ୍କୁ ଦେଉଥିଲେ ଦଣ୍ଡ

ମାଲକାନଗିରି: ମାଓବାଦୀଙ୍କ ବର୍ବରତା ଶୁଣିଛନ୍ତି, ହେଲେ ନିଜକୁ ମାଓବାଦୀ କହି ପ୍ରଜାକୋର୍ଟରେ ଶାସନ ଚଳାଇଥିଲେ ୫ ବ୍ୟକ୍ତି। ସାଧାରଣ ଲୋକଙ୍କୁ ପ୍ରଜାକୋର୍ଟର ଧମକ ଦେଖାଇ ବଟି ଆଦାୟ କରୁଥିଲେ। ଆଉ ଏହି ନକଲି ମାଓବାଦୀ ଏବେ ପୋଲିସ ହାତରେ ଧରା ପଡିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା…

୯ ମାସର ବକେୟା ଦରମା ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ମହିଳା

ଭୁବନେଶ୍ୱର: ଲୋୟର ପିଏମ୍‌ଜିରେ ଦରମା ଦାବିରେ ଗର୍ଜିଲେ ବିଭିନ୍ନ ସଂଗଠନ। ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସହ ବିଭିନ୍ନ ସଂଗଠନର ବିକ୍ଷୋଭ। ୯ ମାସର ବକେୟା ସହ ବିଭିନ୍ନ ଦାବିରେ ହଜାର ହଜାର ମହିଳା ଏକାଠି। ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି…

ଥରେଇବ କୋହଲା ପାଗ, ୧୦ ଜିଲ୍ଲାକୁ ବର୍ଷା ନେଇ ଆଲର୍ଟ

ଭୁବନେଶ୍ଵର: ବଢିବ ଶୀତ । ଥରେଇବ କୋହଲା ପାଗ । ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପଝିପ୍ ବର୍ଷା । ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା । ଆଜି ପାଇଁ ୧୦ ଜିଲ୍ଲାକୁ ହାଲୁକା ବର୍ଷା ନେଇ ଆଲର୍ଟ । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଲାଗି ରହିଛି କୋହଲା ପାଗ। ଆଜି ଉତ୍ତର…

ଚାକିରି ନାଁରେ ଠକେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : ଚାକିରି ନାଁରେ ଠକେଇ। କଟକରେ ଚାକିରି ପ୍ରଲୋଭନ ଦେଖାଇ ଠକେଇ ହୋଇଛି। ସ୍ବାସ୍ଥ୍ୟ ବିଭାଗରେ ଚାକିରି ଦେବା ନାଁରେ ଠକାମି ହୋଇଛି। ଏହି ମାମଲାରେ ଆଜି କଟକରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଦୁଇ…

ଜାତୀୟ ପଞ୍ଚାୟତ ପୁରସ୍କାର: ଛତ୍ରପୁରକୁ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର

ଭୁବନେଶ୍ବର: ଘୋଷଣା ହୋଇଛି ଜାତୀୟ ପଞ୍ଚାୟତ ପୁରସ୍କାର। ସେଥିମଧ୍ୟରୁ ଓଡ଼ିଶାକୁ ମିଳିବ ୭ ପୁରସ୍କାର। ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହି ପୁରସ୍କାର ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ୨୦୨୨-୨୦୨୩ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାରର…