Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ ହେବ: ବିଜେଡି

ଭୁବନେଶ୍ଵର: ପୋଲାଭରମ ପ୍ରକଳ୍ପ ହେଲେ ଓଡିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବ ଓ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଏହି ପ୍ରକଳ୍ପ କାମ ଆଗକୁ ବଢ଼ିବା ଉଚିତ ନୁହେଁ ବୋଲି ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ସରପଞ୍ଚଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

ଭୁବନେଶ୍ବର: ଧର୍ମଶାଳା ବିଧାୟକ ହିମାଂଶୁ କୁମାର ସାହୁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ମିଳିଛି ଅନ୍ତରୀଣ ସୁରକ୍ଷା। ଏହି ସୁରକ୍ଷା ଦେଇଛନ୍ତି ହାଇକୋର୍ଟ। ଆକ୍ରମଣ ମାମଲାରେ କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପରବର୍ତ୍ତୀ…

ବିଜେଇଏମ୍ ସ୍କୁଲ -୨ ର ପ୍ରତିଷ୍ଠା ଦିବସ: ମନ ମୋହିଲା ସଂସ୍କୃତି ଆଧାରିତ ପ୍ରଦର୍ଶନୀ

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ -୨ ପରିସରରେ ୧୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଗହଣରେ ସଭାପତି ରଘୁନାଥ ମିଶ୍ର,ଉପସଭାପତି ଅଶ୍ୱିନୀ ତିବରୀ, ପରିଚାଳକ…

ମାଟି ତଳେ ପୁଳାପୁଳା ଟଙ୍କା, ମୃତ୍ୟୁ ପୂର୍ବରୁ ପୋତି ଥିଲେ… 

କୋରାପୁଟ: କୋରାପୁଟ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ଦେହାନ୍ତ ପରେ ତାଙ୍କ ପରିବାର ସଦସ୍ୟ ମାଟି ତଳୁ ୩୨,୦୦୦ଟଙ୍କା ଉଦ୍ଧାର କରିଛନ୍ତି। ସୂଚନାନୁସାରେ, ଜିଲ୍ଲାର ନାରାୟଣପାଟନା ବ୍ଲକ ଅନ୍ତର୍ଗତ କେଲୁବାଡି ଗାଁର ସୀତାରାମ ମେଲେକା ଦିନ ମଜୁରିଆ ଭାବରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି।…

ମୋଟାପଣ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି ? ଅପଣାନ୍ତୁ ଏହି ସବୁ ଉପାୟ…

ଭୁବନେଶ୍ବର : ମୋଟାପଣ ଆଜିକାଲି ସମୟର ଗୋଟିଏ ବଡ ସମସ୍ୟା। ମୋଟାପଣ କାରଣରୁ ଡାଇବେଟିସ, କୋଲେଷ୍ଟ୍ରୋଲ୍ , ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ଭଳି ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟା  ଦେଖା ଦେଇଥାଏ। ଆପଣ ମୋଟାପଣ କମାଇବାକୁ ଚାହୁଁଛନ୍ତି କି ? ଓଜନ କମାଇବା ପାଇଁ ଲୋକମାନେ ଜିମ୍ ଠାରୁ ଆରମ୍ଭ କରି ଏନେକ…

ବିଧାନସଭାରେ ‘ଆଳୁ’ ଝଡ଼

ଭୁବନେଶ୍ବର: ୩ମାସ ପରେ ଫେରିଲା ଆଳୁ ସଂକଟ । ସପ୍ତାହରେ ବଢିଲା ୩୦ଟଙ୍କା । ଆଳୁ କିଲୋ ୬୦ପାର । ଆଳୁ ମହରଗକୁ ନେଇ ରାଜନୀତି ଜୋରଦାର । ଗତ ୪ଦିନ ହେଲା ରାଜ୍ୟରେ ଆଳୁ ଦର ବଢିଥିବା ବେଳେ  ବିଧାନସଭା ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଲୋକେ ଆଳୁକୁ ନେଇ ହଇରାଣ…

ମଞ୍ଚରେ ଘୁଷୁରି ମାରି ଖାଇବା ଘଟଣା, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକର ରାଲବ ଗ୍ରାମରେ ଆୟୋଜିତ ନାଟକ ମଞ୍ଚରେ କଳାକାରମାନେ ଘୁଷୁରି ମାରି ଖାଇବା ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ଘଟଣାରେ ବନ ବିଭାଗ ମାମଲା ଦାୟର କରିବା ପରେ ବିମ୍ବାଧର ଗୌଡ ନାମକ ଅଭିଯୁକ୍ତଙ୍କୁ ଖଲ୍ଲିକୋଟ ଅଞ୍ଚଳରୁ ଗିରଫ…

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ସାମ୍ନାକୁ ଆସିଲା ଓଡ଼ିଶା ଗସ୍ତ ସୂଚୀ

ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୩ ତାରିଖରୁ ୭ ତାରିଖ ଯାଏଁ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି…

ଖୋଲିଲା ପୁଟସିଲ ଇକୋ ରିଟ୍ରଟ୍, ଆକୃଷ୍ଟ ହେବେ ବିଦେଶୀ ପର୍ଯ୍ୟଟକ

ଜୟପୁର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା । ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳୀ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ୟଟନସ୍ଥଳୀର…

୪୦ ଟଙ୍କା ପାର ହେଲା ଆଳୁ; ଟ୍ୱିନ୍‌ ସିଟିରେ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ବର: ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଦେବାକୁ ମନା କରିଦେବାପରେ ଏବେଠୁ ରାଜ୍ୟରେ ପୁଣି ଆଳୁ ଚଢା ଦରରେ ବିକ୍ରି ହେବା ଆରମ୍ଭ ହୋଇଯାଇଛି । ୪୦ ଟଙ୍କା ଆଳୁ ଦର ଟପିବା ନେଇ ଅଭିଯୋଗ ହେବା ପରେ କଟକ-ଭୁବନେଶ୍ୱରରେ ଅନେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ…