Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏପଟେ ଶଙ୍ଖ ଛାଡିଲେ, ସେପଟେ ପଦ୍ମ ଧରିଲେ ରଘୁପତି

ବଡମ୍ବା: ବଡମ୍ବାରେ ବିଜେଡି ଗଡକୁ ମିଳିଛି ବଡ ଝଟକା । ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବଡମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି । ସକାଳୁ ସକାଳୁ ଶଙ୍ଖ ଦଳ ଛାଡିଥିଲେ ରଘୁପତି । ଆଉ ଘଣ୍ଟାଏ ନବିତୁଣୁ ନିଜର ପଟୁଆର ସହ ପଦ୍ମ ହାତରେ ହାତ ମିଶାଇଛନ୍ତି । ବଡ଼ମ୍ବା…

୩ ବର୍ଷରେ ଲୁଟିନେଲେଣି ୧୨୫ କୋଟି ଟଙ୍କା

ଭୁବନେଶ୍ବର: ୩ ବର୍ଷରେ ଲୁଟିଲେଣି ୧୨୫ କୋଟି । ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଫେରିପାଇଛନ୍ତି ଲୋକେ । ଏବେ ସାଇବର ଲୁଟେରାଙ୍କ ପାଦୁର୍ଭାବ ବଢିଥିବା ବେଳେ ଏନେଇ ଗୃହରେ କିଛି ଚମକାଇଲା ଭଳି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଇବର ସୁରକ୍ଷା ନେଇ ବିଜେଡି ବିଧାୟକ…

ଆକ୍ସନରେ ରାଜ୍ୟ ସରକାର: ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବର୍ତ୍ତମାନ ଆକ୍ସନ ମୋଡରେ ରାଜ୍ୟ ସରକାର। ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ଦିନ ଛୁଟିରେ ଥିବାରୁ ଏହିସବୁ ଡାକ୍ତରଙ୍କୁ…

ପନ୍ନୁନ୍ ଧମକ ନେଇ ଗୁଗୁଲକୁ ଚିଠି: ତଥ୍ୟ ମାଗିଲା ଏସଟିଏଫ

ଭୁବନେଶ୍ବର: ଓଡିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁନର ଧମକପୂର୍ଣ୍ଣ ମେସେଜକୁ ନେଇ ଏବେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଏନେଇ ଅଧିକ ତଥ୍ୟ ପାଇଁ ଆଜି ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ…

ରାଉରକେଲାରେ ଆଦାନୀ ଝଡ; ୬ରେ ଆରଏସଏସ୍ ଓ ଜିଏମଏସର ବିକ୍ଷୋଭ

ରାଉରକେଲା: ଏବେ ଆଦାନିର ଆଖି ରାଉରକେଲା ଇସ୍ପାତ କାରଖାନା ଉପରେ । ଟେନସାସ୍ଥିତ ତାଳଡିହି ଲୌହଖଣିକୁ ମେସର୍ସ ଆଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡ୍କୁ ଦିଆଯିବା ଲାଗି ଚୁକ୍ତିନାମା ହୋଇଛି । ମାତ୍ର କୌଣସି ପରୁସ୍ଥିତିରେ ଆଦାନିକୁ ତାଳଡିହି ମାଇନ୍ସରେ ପୁରାଇ ଦିଆଯିବ ନାହିଁ ବୋଲି କହି ରାଉରକେଲା…

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ; ସମ୍ମାନିତ ହେଲେ ୧୦ ଲେଖକ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ପାଇଁ ୧୦ ଜଣ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଛନ୍ତି । କବିତା ପାଣ୍ଡୁଲିପି 'ମତେ ଖୋଜୁଛ କି ଈଶ୍ବର' ନିମନ୍ତେ ବରଗଡ଼ର…

ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ମିଳିବ ଇଣ୍ଟରନେଟ୍ ସେବା

ଭୁବନେଶ୍ବର: ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ମିଳିବ ଇଣ୍ଟରନେଟ ସେବା । ଏଥିପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ଖୁବଶୀଘ୍ର ଟାସ୍କ ଫୋର୍ସ ତାର କାମ ଆରମ୍ଭ କରିବା ନେଇ ଗୃହରେ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୪୭…

ଗୃହରେ ଆଳୁ ଝଡ: ମନ୍ତ୍ରୀ ନାନାବାୟା କଥା କହୁଛନ୍ତି କହି ଘେରିଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ ଏବେ ପୁଣି ଆଳୁ ଚିନ୍ତା ବଢାଇଥିବା ବେଳେ ଆଜି ସକାଳୁ ସକାଳୁ ଉତ୍ତରପ୍ରଦେଶ ୩୦୦ ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି । ଏହା ପରେ ଆଳୁ ଦରରେ ଟିକିଏ ଆଶ୍ବସ୍ତି ମିଳିବା ନେଇ ଆଶା କରାଯାଇଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ବିଧାନସଭା ଗୃହ । ବିଧାନସଭା ପ୍ରଶ୍ନ କାଳରେ…

ପିସିସି ସଭାପତି ପାଇଁ ସସପେନ୍ସ: ଓଡ଼ିଶା କଂଗ୍ରେସର ହେବ ଆମୂଳଚୂଳ ପରିବର୍ତ୍ତନ

ଭୁବନେଶ୍ବର: ବଦଳିବ ଓଡିଶା କଂଗ୍ରେସର ରୂପରେଖ । ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସ୍ଥିତିକୁ ସଜାଡିବା ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ତିନି ଦିନ ପୂର୍ବେ ଏଆଇସିସି ମୁଖ୍ୟାଳୟରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ କିମିଟି ବେଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା…

ଖଣି ଅଧିକାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ

କେନ୍ଦୁଝର: ଖଣି ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ। ରାସ୍ତା ଉପରେ ଖଣି ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ। ବାଲି ମାଫିଆଙ୍କ ଆକ୍ରମଣରେ ଖଣି ବିଭାଗର ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ଆକ୍ରମଣ। ଏହି ଆକ୍ରମଣରେ ଖଣି ଅଧିକାରୀ ଗୁରୁତର ଆହତ ହୋଇଛନ୍ତି।…