Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା: ମେ’ ୬ରୁ ଓଜେଇଇ ପରୀକ୍ଷା, ମୋଟ ୩୩ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ମେ' ୬ ତାରିଖରୁ ୧୦ ତାରିଖ ଯାଏଁ ହେବ ପରୀକ୍ଷା । ରାଜ୍ୟ ମଧ୍ୟରେ ୩୦ ଓ ରାଜ୍ୟ ବାହାରେ ୩ ଟି କେନ୍ଦ୍ରରେ ହେବ ପରୀକ୍ଷା । ଓଜେଇଇ ପରୀକ୍ଷା ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବା ବେଳେ…

ସାଧାରଣ ନିର୍ବାଚନ ପାଇଁ ନୂଆ ବ୍ୟବସ୍ଥା: ଯେଉଁଠି ଡ୍ୟୁଟି ସେଇଠି ଭୋଟ୍ ଦେବେ ପୋଲିଂ କର୍ମଚାରୀ

ଭୁବନେଶ୍ବର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ…

ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ ଡ୍ରୋନ୍ ସ୍ୱାସ୍ଥ୍ୟସେବା

ଭୁବନେଶ୍ବର: ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ଡ୍ରୋନ୍ ଯୋଗେ ସ୍ୱାସ୍ଥ୍ୟସେବା । ରୋଗୀଙ୍କ ପାଖରେ ପହଞ୍ଚିବ ମେଡିକାଲ ସୁବିଧା । ଗତ ମଙ୍ଗଳବାର ଏମ୍ସ ଠାରୁ ପ୍ରାୟ ୮୦ କିଲୋମିଟର ଦୂର ଟାଙ୍ଗୀ ଆଉଟରିଚ୍ ସେଣ୍ଟରକୁ ମାତ୍ର ୩୭ ମିନିଟ୍ ରେ ବ୍ଲଡ ସାମ୍ପଲ ପହଞ୍ଚାଇ ସଫଳତାର ସହ ଏହାର ଟ୍ରାଏଲ…

ରାଜଧାନୀରେ ବିଜେପି-ବିଜେଡି ବାହାଘର, ଲୋକଦେଖାଣିଆ କହିଲେ ଭୂପିନ୍ଦର

ଭୁବନେଶ୍ୱର: ରାଜନୀତିରେ ବାହାଘର। ଇଏ କୌଣସି ବର କନ୍ୟା ନୁହନ୍ତି ଯାହାଙ୍କର ବିବାହ ହୋଇଛି ବରଂ ବିଜେଡି ସହ ବିଜେପିର ବାହାଘର ହୋଇଛି ହାତ। ଆଉ ଏ ବାହାଘର କରାଇଛି କଂଗ୍ରେସ । ରାଜଧାନୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏହି ବାହାଘର ହୋଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ଯେଉଁଭଳି ବିବାହ ହୁଏ…

ଏଥର ଅନୁଗୋଳରୁ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ବିଜେଡ଼ିର ଗଡ଼ ଅନୁଗୋଳ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସରକାର ଆସିବା ପରଠାରୁ ହିଁ ଜିଲ୍ଲାରେ ବିଜେଡ଼ି ବାଜିମାତ କରି ଆସୁଛି। ୨୦୦୦ ଓ ୨୦୦୪ ମସିହା ନିର୍ବାଚନକୁ ବାଦ ଦେଲେ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନ ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ପାଳଲହଡ଼ା ଓ ତାଳଚେରରେ…

ଧରା ପଡିଲେ ଜମତାରା ଗ୍ୟାଙ୍ଗ, ୪ ଅଭିଯୁକ୍ତଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ

କେନ୍ଦୁଝର: କେନ୍ଦୁଝର ପୋଲିସର ବଡ ସଫଳତା । ସାଇବର କ୍ରାଇମ ପାଇଁ ବ୍ୟବହାର ହେଉଥିବା ନକଲି ୪ ହଜାର ସିମକାର୍ଡ଼ ବିକ୍ରି କରିଥିବା ୪ଜଣ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ଜିଲ୍ଲା ପୋଲିସ । ଏହି ୪ ହଜାରରୁ ଉର୍ଦ୍ଧ୍ଵ ନକଲି ସିମ୍ କାର୍ଡ଼ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍…

ସାଧାରଣତନ୍ତ୍ର ଦିବସରେ ଦୁଇ ଓଡିଆଙ୍କୁ ମିଳିବ ରାଷ୍ଟ୍ରପତି ପୁରଷ୍କାର

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି । ଗତକାଲି ୭୫ତମ ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୋଲିସ, ଅଗ୍ନିଶମ,…

ଆସନ୍ତାକାଲିଠୁ ପାଗ ବଦଳିବ, ୩୧ ଯାଏଁ ରାଜ୍ୟରେ ଜାରି ରହିବ କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ

ଭୁବନେଶ୍ବର: ରାଜ୍ୟରେ ଏବେ ବର୍ଷା ସାଙ୍ଗକୁ ଲାଗି ରହିଛି କୋହଲା ପାଗ । ଯାହାଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ବର୍ତ୍ତମାନ ସମୟରେ ପଶ୍ଚିମ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଶୀତରେ ଥରୁଛି ଦକ୍ଷିଣ ଓଡ଼ିଶା । ଉପକୂଳ ଓଡ଼ିଶାରେ ସ୍ଥାନେ ସ୍ଥାନେ ବର୍ଷା ସାଙ୍ଗକୁ…

ନବରଙ୍ଗପୁରରେ ‘ନୂଆ-ଓ ‘କାର୍ଯ୍ୟକ୍ରମ, ଭିଡିଓ କନଫରେନ୍ସିଂରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ନବରଙ୍ଗପୁର ଠାରେ ନୂଆ-ଓ ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣେଇଥିଲେ ।…

ପୌଷ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେବ ତୀର୍ଥରାଜ ମହୋଦଧିଙ୍କ ୧୮ ତମ ସନ୍ଧ୍ୟା ଆଳତୀ

ପୁରୀ: ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆଳତୀର ୧୮ତମ ବାର୍ଷିକ ଉତ୍ସବ ପୁରୀ ସ୍ବର୍ଗଦ୍ବାର ବେଳାଭୂମି ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ | ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୧୮ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବାକୁ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ…