Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କର ସୁବିଧା ପାଇଁ ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ସ୍ୱତନ୍ତ୍ର…

ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ଵର: ଆଇପିଏସ୍‌ ଡିଏସ୍‌ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି । ନିଲମ୍ବନ ଉଠିବା ପରେ ରାଜ୍ୟ ଗୃହ ବିଭାଗ ଓଏସ୍‌ଡି ଭାବେ ନିଯୁକ୍ତି ଦେଲେ ସରକାର । ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ବେଳେ ନିଲମ୍ବିତ…

ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ଵଜ ଓ ଦେବଦଳନ

ପୁରୀ: ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ନୀଳାଚଳକୁ ଫେରିଛନ୍ତି ମହାବାହୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡଦାଣ୍ଡରେ ଲାଗିଛି ତିନି ରଥ। ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ପ୍ରଥମେ ବଳଭଦ୍ରଙ୍କ ରଥ, ପରେ ସୁଭଦ୍ରାଙ୍କ ରଥ ବଡ଼ ଦାଣ୍ଡରେ ଲାଗିଛି। ସେପଟେ ରାଜାଙ୍କ…

ଆବାସିକ କମିଶନର ପଦବୀରୁ ବିଦା ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବି କାନ୍ତ

ଭୁବନେଶ୍ଵର: ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ବିଦା ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବି କାନ୍ତ । ବରିଷ୍ଠ ଆଇପିଏସ ରବି କାନ୍ତଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୮ ବ୍ୟାଚ ଆଇପିଏସ ରବି କାନ୍ତ…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲେ ୮ ଓଡିଆ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଜନ୍ମମାଟିକୁ ଫେରିଛନ୍ତି ଦୁବାଇରେ ଫସିଥିବା ୮ ଜଣ ଓଡିଆ ଯୁବକ । ଗତ ୪ ତାରିଖରେ ଏମାନଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ…

ନିୟମକୁ ଫୁ କରି ରଥ ଉପରକୁ ମୋବାଇଲ ନେଇ ଭିଡିଓ କଲେ ସେବାୟତ

ପୁରୀ; କଡ଼ା ଚେତାବନୀ ସତ୍ତ୍ବେ ମଧ୍ୟ ସୁଧୁରୁନାହାଁନ୍ତି ସେବାୟତ । ବାରମ୍ବାର କଡ଼ା ଚେତାବନୀ ସତ୍ତ୍ୱେ ମଧ୍ୟ ବାହୁଡ଼ା ଯାତ୍ରାରେ ସେବାୟତମାନେ ରଥ ଉପରେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଦୃଶ୍ୟ…

ବାହୁଡୁଛନ୍ତି ମହାବାହୁ: ମାଉସୀ ମା’ ହାତରୁ ଖାଇବେ ପୋଡପିଠା, ଅପେକ୍ଷାରେ ମାଉସୀ

ପୁରୀ: ବାହୁଡୁଛନ୍ତି ମହାବାହୁ । ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହିଆସିଛି । ଏଥିପାଇଁ ମାଉସୀ ମା' ଘରେ ତିଆରି ହୋଇଛି ସ୍ଵତନ୍ତ୍ର ପୋଡ଼ପିଠା। ପୋଡପିଠା ଧରି ତିନି…

ଜନ୍ମବେଦୀରୁ ରତ୍ନବେଦୀ ବାହୁଡ଼ିଲେ ମହାପ୍ରଭୁ: ଗଡ଼ିଲା ତାଳଧ୍ୱଜ ରଥ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆରମ୍ଭ ହୋଇଛି ମହାପ୍ରଭୂଙ୍କ ବାହୁଡା଼ ରଥ ଟଣା। ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ସବୁ ନୀତି ନିର୍ଘଣ୍ଟ ହୋଇ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି।…

ବାହୁଡ଼ା ଓ ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା; ନଜର ରଖିବ ଡ୍ରୋନ୍, ହ୍ୱାଟସ୍ ଆପ୍ ନମ୍ବର ଦେବ ଜରୁରୀ…

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ବାହୁଡ଼ାଯାତ୍ରା ଓ ସୁନାବେଶ ଦିନ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପୋଲିସ୍ ବିଭାଗ ପକ୍ଷରୁ ଟ୍ରାଫିକ ପରିଚାଳନା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଓଡ଼ିଶା କ୍ୟୁଆର୍ କୋଡ୍ ସ୍କାନ୍ ମଧ୍ୟ ରହିଛି। ଏହା ମାଧ୍ୟମରେ "ରିଅଲ୍ ଟାଇମ୍ ଟ୍ରାଫିକ୍…

ମର୍ଣ୍ଣିଂୱାକ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୁବନେଶ୍ବର: ଭୁବନେଶ୍ବରର ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ସକାଳେ ମର୍ଣ୍ଣିଂୱାକ ସାରି ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି। ମୃତକ ଜଣକ ୭୨ ବର୍ଷୀୟ ସଦାନନ୍ଦ ସ୍ବାଇଁ ବୋଲି ଜଣାପଡିଛି। ଖବର…