Latest Odisha News

BREAKING NEWS

Browsing Category

ଓଡିଶା

Odisha

ମର୍ଣ୍ଣିଂୱାକ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୁବନେଶ୍ବର: ଭୁବନେଶ୍ବରର ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ନିକଟରେ ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ଯୁ ଘଟିଛି। ସକାଳେ ମର୍ଣ୍ଣିଂୱାକ ସାରି ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି। ମୃତକ ଜଣକ ୭୨ ବର୍ଷୀୟ ସଦାନନ୍ଦ ସ୍ବାଇଁ ବୋଲି ଜଣାପଡିଛି। ଖବର…

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ପଞ୍ଜୀକୃତ ହେଲା ୧୭୦୦ ଅଭିଯୋଗ

ଭୁବନେଶ୍ୱର: ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଅଭିଯୋଗ ପ୍ରକୋଷ୍ଠରେ ଚାଲିଥିବା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଛି। ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆର୍‌ଡିସିସ୍ତରରେ…

ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେଲେ କୃଷ୍ଣା ମହାନ୍ତି

ଭୁବନେଶ୍ଵର: ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେଲେ କୃଷ୍ଣା ମହାନ୍ତି। ରାଷ୍ଟ୍ରୀୟ ସ୍ତରରେ ଗାନ୍ଧୀ ଓ ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ୨୦୨୩ ଆର୍ଥିକ ବର୍ଷ ନିମନ୍ତେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ପାଇଛନ୍ତି କୃଷ୍ଣା…

ସବୁ ଜିଲ୍ଲାରେ ଖୋଲିବ ପରିବା ମଣ୍ଡି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଦରଦାମ ନିୟନ୍ତ୍ରଣ ପାଇଁ କରାଯିବ ପ୍ରୟାସ। ଏଥି ସହିତ ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ପରିବା ମଣ୍ଡି ଖୋଲିବ। କୃଷକ ମଣ୍ଡିକୁ…

ରଥ ଉପରକୁ ଚଢିଥିଲେ ଅଣସେବାୟତ, ବାହାର କରିଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ବାହୁଡ଼ା ଯାତ୍ରାରେ ରଥରେ ଚଢ଼ିଲେ ଅଣସେବାୟତ। ରଥରୁ ଅଣସେବାୟତଙ୍କୁ ବାହାର କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସୂଚନା ଅନୁସାରେ, ରଥ ଉପରୁ ହାତ ଧରି ଟାଣିଟାଣି ବାହାର କରି ଦେଇଛନ୍ତି ନିଜେ ମୁଖ୍ୟ ପ୍ରଶାସକ। କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ।…

କାନ୍ଥ ଭୁଶୁଡି ଜଣେ ମୃତ, ପାଚେରୀ କାନ୍ଥ ତଳେ ଚାପି ହୋଇଥିଲେ ମହିଳା

ନବରଙ୍ଗପୁର: କାନ୍ଥ ଭୁଶୁଡି ମହିଳା ମୃତ। ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ସଦର ମହାକୁମା ଚାମୁରିୟା ଗୁଡା ଅଞ୍ଚଳରେ। ମୃତ ମହିଳା ହେଲେ କୁସୁମା ଧାକଡ଼। ସ୍ୱାମୀ ଚନ୍ଦ୍ର ଧାକଡ଼। ସେ ସକାଳୁ ନିଜ ଘର ଚାରି ପାଖ ଝାଡୁ କରୁଥିବା ବେଳେ ଘର ପାଖର ଏକ ପାଚେରୀ କାନ୍ଥ ଭୁଶୁଡି ପଡିଲା।…

ସୁନ୍ଦରଗଡ଼ରେ ଡବଲ୍ ମର୍ଡର, ପ୍ରେମ ପାଇଁ ହତ୍ୟା ସନ୍ଦେହ

କୁତ୍ରା: ପ୍ରେମ ସମ୍ପର୍କକୁ ନେଇ ହତ୍ୟା । ସୁନ୍ଦରଗଡ଼ର କୁତ୍ରା ଅଞ୍ଚଳରେ ଏଭଳି ଡବଲ୍ ମର୍ଡର ଘଟଣା ସମ୍ନାକୁ ଆସିଛି । ସୂଚନା ଅନୁଯାୟୀ, କୁତ୍ରା ଥାନା ଅନ୍ତର୍ଗତ କାଶୀପଡାରେ ଗାଁରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଓ ଯୁବତୀ ହେଉଛନ୍ତି କାଶୀପଡା ଗ୍ରାମର ଲିପ୍ସା…

ଆଜି ପୁଣି ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ଦିନ ୧୨ଟା ପର୍ଯ୍ୟନ୍ତ ପଞ୍ଜିକରଣ

ଭୁବନେଶ୍ୱର: ଆଜି ପୁଣି ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ…

୪୮ ଘଣ୍ଟା ପରେ ଅପହୃତ ମିଲ୍ ମାଲିକ ଉଦ୍ଧାର

ଜୟପୁର: ୪୮ ଘଣ୍ଟା ପରେ ଅପହୃତ ମିଲ୍ ମାଲିକ ଉଦ୍ଧାର। ମିଲ୍ ମାଲିକ ଏ.ରମେଶ ପାତ୍ରଙ୍କୁ ଉଦ୍ଧାର କଲା କୋରାପୁଟ ପୋଲିସ। ଶୁକ୍ରବାର ରାତିରେ କାର୍ ସହ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ। ବୋରିଗୁମ୍ମା ପୋରାହାଣ୍ଡିରୁ ଅପହରଣ କରି ମାଗୁଥିଲେ ଲକ୍ଷାଧିକ ଟଙ୍କା। ଏନେଇ କୋରାପୁଟ ଆରକ୍ଷୀ ଅଧୀକ୍ଷକ…

ପୁଣି ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ, ଜଳିଲା ଆଇସିୟୁ ଡ୍ୟୁଟି ରୁମ

ବାରିପଦା: ପୁଣି ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ। ବାରିପଦାରେ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ। ଟାଉନ୍ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲରେ ନିଆଁ ଲାଗିଛି। ଆଜି ଭୋର୍ ସମୟରେ ଦ୍ବିତୀୟ ମହଲାର ଆଇସିୟୁ (ICU) ଡ୍ୟୁଟି ରୁମରେ ନିଆଁ ଲାଗିଥିବା ସୂଚନା ରହିଛି। ଏସିରୁ ନିଆଁ ଲାଗିଥିବା…