Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ବାଚିତ

ଗଞ୍ଜାମ: ଶେଷ ହୋଇଛି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଫଳାଫଳ ବି  ସାମ୍ନାକୁ ଆସିସାରିଛି ।  ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ସାମ୍ନାକୁ ଆସିବା ପରେ ବିପିନ ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।…

ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର, ୧୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁମନ୍ତ ମଲ୍ଲିକ ୧୪,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ, ବ୍ଲକ ଅଫିସରେ ମାର୍କେଟିଙ୍ଗ…

ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା, ବିପଦ ସଙ୍କେତ ଉପରେ ଜଳକା

ବାଲେଶ୍ଵର: ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ସହର । ଲଘୁଚାପ ଜନିତ ଲଗାଣ ବର୍ଷା କରଣରୁ ବଢୁଛି ବୈତରଣୀ ନଦୀର ଜଳସ୍ତର । ସେପଟେ ବିପଦ ସଙ୍କେତ ଉପରେ ଜଳକା । ନଦୀର ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟରରେ ପ୍ରବାହିତ ହେଉଛି ।…

ସୁଧୁରିବ ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକରେ ଥିବା ଆବାସିକ କଲୋନୀ ରାସ୍ତା, ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ…

ଭୁବନେଶ୍ଵର: ସୁଧୁରିବ ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକରେ ଥିବା ଆବାସିକ କଲୋନୀ ରାସ୍ତା । ଏହି ଅଞ୍ଚଳରେ ଥିବା ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ, ଗତ ଅଗଷ୍ଟ…

ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଧର୍ମଗଡ ବନ୍ଦ

ଧର୍ମଗଡ଼: ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ । ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଧର୍ମଗଡ଼ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।…

ସମ୍ବଲପୁର କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ଦୁଇ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ଥାନା ପାରୁଆଭାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି  । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ବର ଧାନ  ଏବଂ ପଣ୍ଡରୀକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି । ସୂଚନା ମୂତାବକ ଏମାନେ ଦୁଇ ଜଣ ଆଜି…

ପାସ କରିନଥିବା ଛାତ୍ରଛାତ୍ରୀ ପାଇଛନ୍ତି ପିଏମ୍ଏସ୍ ଯୋଜନାର ଲାଭ, ସିଏଜି ଖୋଲିଲେ ଦୁର୍ନୀତିର ଚିଠା

ଭୁବନେଶ୍ୱର: ଓଡ଼ିଶାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଅଧୀନରେ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି (ପିଏମ୍ଏସ୍) ଯୋଜନାର କାର୍ଯ୍ୟ କାରିତାରେ ଦୁର୍ନୀତି ଓ ଜାଲିଆତି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ (ସିଏଜି)। ସିଏଜି ଜାଣିବାକୁ ପାଇଛନ୍ତି ଯେ ୨୦୧୬-୧୭…

ଓବିସି ସର୍ଭେ ରିପୋର୍ଟ ପ୍ରକାଶ କରିବାରେ ବିଳମ୍ବତା, ଶାସକ ଦଳକୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଓବିସି ସର୍ଭେ ରିପୋର୍ଟ ପ୍ରକାଶରେ ବିଳମ୍ବକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ବିଜୁ ଜନତା ଦଳକୁ ଘେରିଛନ୍ତି। ଗାନ୍ଧୀ ଜୟନ୍ତୀରେ ବିହାର ସରକାର ଓବିସି ସର୍ଭେ ରିପୋର୍ଟ ଜାରି କରି ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ଏହାପରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ…

ଆଜି ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ :ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ: ଆଜି ଦିଗପହଣ୍ଡିରେ ହେବାକୁ ଯାଉଛି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ  । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ୧୧ଟାରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ  । ଏବଂ ଦିନ ୧୨ଟାରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ ହୋଇଛି ।…

୬ ଦିନ ବନ୍ଦ ରହିବା ପରେ ରାଜଧାନୀ ଏକ ନମ୍ବର ହାଟର ସଟର ଉଠିଲା

ଭୁବନେଶ୍ୱର: ଉଠିଲା ରାଜଧାନୀର ଏକ ନମ୍ବର ହାଟର ସଟର। ରାଜଧାନୀର ୟୁନିଟ୍-୧ରେ ଥିବା ଦୈନିକ ବଜାର ୬ ଦିନ ବନ୍ଦ ରହିବା ପରେ ବୁଧବାର ଖୋଲିଛି। ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନଥିବା, ଡ୍ରେନେଜ୍ ସମସ୍ୟା, ଅସ୍ଥାୟୀ ଦୋକାନ ଦ୍ୱାରା ଜବର ଦଖଲ ଆଦି ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ବଜାରର…