Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାମୁ ଗଛରୁ କନିଷ୍ଠ ଯନ୍ତ୍ରୀ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟାର କାରଣ ଖୋଜୁଛି ପୋଲିସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଏକ ଜାମୁ ଗଛରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯନ୍ତ୍ରୀ  ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ ବୋଲି ଜଣାପଡିଛି  ।…

ବିଧାନସଭାରେ ହଟ୍ଟଗୋଳ: ଗୃହ ମୁଲତବୀ, ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ବିଧାନସଭା ଆରମ୍ଭରୁ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ସେମାନେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାଦ୍ବାରା ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଠିକରେ ଚାଲିପାରି ନ ଥିଲା । ଆଜି ବିରୋଧୀ…

ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ, ଭିଡିଓ ଭାଇରାଲ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  ।  ସ୍ୱାଇଁ ସାହି ଛକ ନିକଟରେ ସରପଞ୍ଚଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି ଗ୍ରାମବାସୀ। ମାଡ ଖାଇଥିବା ସରପଞ୍ଚ ଜଣକ ଦେବୀ ପ୍ରସାଦ ମିଶ୍ର ବୋଲି ଜଣାପଡିଛି । ମାଡ ମାରିବା ସହ ମୋବାଇଲରେ…

ଆରମ୍ଭ ହେବ ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ପାର୍ଶ୍ୱ ପରିବର୍ତ୍ତନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ । ଏହା ପରେ ଶ୍ରୀବିଗ୍ରହ ମାନଙ୍କୁ ନୂଆ ଲୁଗା…

ଲୋୟର ପିଏମଜିରେ ଗର୍ଜିଲେ ଆଶାକର୍ମୀ: କହିଲେ, ଦରମା ବଢାଅ…ସ୍ଥାୟୀ ନିଯୁକ୍ତି ଦିଅ..

ଭୁବେନଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ସ୍ଥାୟୀ ନିଯୁକ୍ତି ଦାବି ଗର୍ଜିଲେ । ଲୋୟର ପିଏମ୍‌ଜିରେ ହଜାର ହଜାର ଆଶାକର୍ମୀ ନିଜର ଦାବି ନେଇ ଧାରଣା ଦେଲେ। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଛାତିରେ ।  ସ୍ଥାୟୀ ନିଯୁକ୍ତି ସହ ୨୬ ହଜାରକୁ ଦରମା ବୃଦ୍ଧି ଦାବି କରି…

ପୋଲିସକୁ ଚକମା ଦେଇ କଏଦୀ ଚମ୍ପଟ

ଦେବଗଡ଼: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଜେଲକୁ ନେବା ବାଟରେ ପୋଲିସକୁ ଚକମା ଦେଇ ଖସି ପଳାଇଛି ୨୨ ବର୍ଷର ଅଭିଯୁକ୍ତ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା  ଥାନାରେ ଘଟିଛି ଏପରି ଘଟଣା । ଫେରାର ଅଭିଯୁକ୍ତ ହେଉଛନ୍ତି ସୁମନ ବେହେରା ।  ଆଉଁଳି ଗାଁର ସୁମନଙ୍କୁ ପୋଲିସ  ନାବାଳିକା…

ଯାଜପୁରରେ ବିଜେପିକୁ ଶକ୍ତ ଝଟକା: ଇସ୍ତଫା ଦେଲେ ୨୦୦ରୁ ଉର୍ଦ୍ଧ୍ବ କର୍ମୀ

ଯାଜପୁର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି  । ଯାଜପୁର ଭାରତୀୟ ଜନତା ପାର୍ଟିର ଯୁବ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ,  ଜିଲ୍ଲା ସାଧାରଣ ସମ୍ପାଦକ ହୃଷୀକେଶ ମେକାପଙ୍କ ସହ ଦୁଇଶହରୁ ଅଧିକ କର୍ମୀ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଯାଜପୁରର…

ପାର୍କରେ ଘାସ କାଟିବାବେଳେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର କୁଞ୍ଜ ଛକ ଠାରେ ଥିବା ସ୍ମାର୍ଟପାର୍କରେ ଅଭାବନୀ୍ୟ ଘଟଣା ଘଟିଛି । ପାର୍କରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଖଦାଳପଡାର ବାସନ୍ତୀ ଦାସ ବୋଲି ଜଣାପଡିଛି । ସବୁ ଦିନ ପରି ଆଜି ସକାଳୁ…

ଆଠଗଡ ତିଗିରିଆରେ ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର

ଆଠଗଡ: କଟକ ଆଠଗଡ ତିଗିରିଆରେ ଅଭାବନୀୟ ଘଟଣା ଘଟିଛି  । ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଛି  । ଫଳରେ ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ…

ଗଞ୍ଜାମ ଖଲ୍ଲିକୋଟରେ ଅଘଟଣ: କାର୍ ଓ ବାଇକକୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର ,୨ ମୃତ

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ବଡଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । କାର୍ ଓ ବାଇକକୁ ଧକ୍କା ଦେଇ ଘାଟିକୁ ଓଲଟି ପଡିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବାବେଳେ ୩…