Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ୨୫ ତାରିଖରୁ ପିପିଏଲ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବିଭିନ୍ନ ସଂଗଠନ

ପାରାଦୀପ: ପିପିଏଲ୍ ରେ ଜିପିସମ ପରିବହନ ରେ ଚଞ୍ଚକତା ଓ ମନମାନି ବିରୋଧରେ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫେୟାର କମିଟି, ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ ଏବଂ ପିପିଏଲ ଫସଫୋ ଜିପସମ ଡିଲର୍ସ ମିଳିତ ଭାବେ ୨୫  ତାରିଖରେ ପିପିଏଲ ଫାଟକ ସାମ୍ନାରେ ଧାରଣା ଦେବାକୁ ନିଷ୍ପତ୍ତି…

ଦାବି ପୂରଣ ନହେଲେ ସମୂହ ଇସ୍ତଫା ପାଇଁ ଚେତାବନୀ ଦେଲେ ରାଜ୍ୟର ସରପଞ୍ଚ ସଂଘ

ଭୁବନେଶ୍ୱର: ୧୫ ଦଫା ଦାବି ପୂରଣ ପାଇଁ ଶନିବାର ରାଜ୍ୟବ୍ୟାପୀ ଶତାଧିକ ସରପଞ୍ଚ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତ୍ରିସ୍ତରୀୟ ପଚାଂୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ପ୍ରାବଧାନ ଅନୁଯାୟୀ ପୂର୍ଣ୍ଣ କ୍ଷମତା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ରାଜ୍ୟର ଅନେକ ସ୍ଥାନରୁ ସରପଞ୍ଚମାନେ ଭୁବନେଶ୍ୱରର…

ଆସୁଛି ଆଉ ଏକ ଲଘୁଚାପ; ପୁଣି ଭିଜିବ ଓଡ଼ିଶା  !

ଭୁବନେଶ୍ୱର:  ଆସୁଛି ପୁଣି ଏକ ଲଘୁଚାପ ।  ପୁଣି ଭିଜିବ ଓଡ଼ିଶା  ! ଆଣ୍ଡାମାନ ସାଗର ଏବଂ ଏହାର ଆାଖପାଖରେ ମାସର ଶେଷ ଆଡକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି   ଆଞ୍ଚଳିକ ପାଣିପାଗ ବିଭାଗ ଶନିବାର ଟୁଇଟ କରି…

ଦହିବରା ଖାଇବାର ଇଚ୍ଛା ଏକ ବଡ ବିପଦରୁ ବଞ୍ଚାଇ ଦେଲା

କଟକ: ଭଗବାନ ଯାହାକୁ ରଖିବେ ତାକୁ କିଏ ମାରିବ ? ଏହି କଥାର ସତ୍ୟତା ପୁଣି ଥରେ ପ୍ରମାଣିତ ହୋଇଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ । ୩/୪ ଦିନ ତଳେ କିଣିଥିଲେ ନୂଆ କାର । କାରରେ ବସି ତିନି ଜଣ ବ୍ୟକ୍ତି କଟକରୁ ବାଙ୍କି ଆସିଥିଲେ । ହେଲେ ସେମାନେ କାହିଁକି ଜାଣିବେ, ବାଟରେ ଏମିତି ଅଘଟଣ…

ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାଧାଷ୍ଟମୀ । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବେ ପାଳନ…

ଅପରାହ୍ନ ସୁଦ୍ଧା ଟୁଇନ ସିଟି ସମେତ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବର୍ତ୍ତମାନର ପାଣିପାଗ ସୂଚନା ଅନୁସାରେ, ଶନିବାର ଅପରାହ୍ନ  ସୁଦ୍ଧା ୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏ ନେଇ ବଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏଥିସହିତ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆସନ୍ତା ୩…

ବୌଦ୍ଧ ଆଠମଲ୍ଲିକରୁ ୪୫ କେଜି ଗଞ୍ଜେଇ ଜବତ, ଦୁଇ ବେପାରୀ ଗିରଫ

ଆଠମଲ୍ଲିକ: ବୌଦ୍ଧ ଆଠମଲ୍ଲିକ ବନ ବିଭାଗକୁ ବଡ ସଫଳତା ମିଳିଛି  । ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଧରିଛି ବନ ବିଭାଗ । ୪୫ କେଜି ଗଞ୍ଜେଇ ସହ ଗୋଟିଏ କାରକୁ ଜବତ କରିଛି  । ଏବଂ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା…

‘ଋଣ ଜାଲିଆତି ମାମଲା, ଖବରକାଗଜ ‘ସମ୍ବାଦ’ର ଅଧିକାରୀ ତଦନ୍ତରେ ସହଯୋଗ କରୁନି’

ଭୁବନେଶ୍ୱର: ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ପ୍ରେସ ରିଲିଜ ଜରିଆରେ କହିଛି ଯେ ଦୈନିକ ଖବରକାଗଜ 'ସମ୍ବାଦ'ର ଅଧିକାରୀ ଓ କର୍ମଚାରୀମାନେ ଋଣ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନାହାନ୍ତି। ଇଓଡବ୍ଲ୍ୟୁ କହୁଛି ଯେ 'ସମ୍ବାଦ'ର ଅଧିକାରୀମାନେ…

ଡେଙ୍ଗୁ ମ୍ୟାଲେରିଆ ରୋକିବାକୁ ଯାଜପୁର ସୁଜନପୁରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଯାଜପୁର: ସାରା ରାଜ୍ୟରେ ଆତଙ୍କ ଖେଳାଉଛି ଡେଙ୍ଗୁ ମ୍ୟାଲେରିଆ  । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି  । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଉଛି  ।       ଏହାକୁ ପ୍ରତିହତ କରିବାର ଲାଗି ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି  ।…

ଯାଜପୁର ପହଙ୍ଗା ଅଞ୍ଚଳରେ ଚଢଉ: ୫ ବାଦୁଡି ଜବତ, ୩ ଗିରଫ

ଯାଜପୁର: ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ପହଙ୍ଗା ଅଂଚଳରେ ଚଢ଼ାଉ କରାଯାଇଛି  । ଫଳରେ ୫ଟି ବାଦୁଡି ପକ୍ଷୀ ଜବତ କରାଯାଇଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି  । କଟକ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶକ୍ରମେ ଏସସିଏଫ ସୌଭାଗ୍ୟ କୁମାର ସାହୁଙ୍କ ତତ୍ବାବଧାନରେ  ଏହି ଚଢାଉ…