Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା ନେଇ ସୂଚନା ଦିଆଯାଇନାହିଁ: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ: ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବାତ୍ୟା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବିଷୟରେ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୁୟ ମହାପାତ୍ର । ବାତ୍ୟା ନେଇ ଆମେ ଏବେଯାଏ କୌଣସି ସୂଚନା ଦେଇନାହୁଁ ବୋଲି କହିଛନ୍ତି ଡିଜି । ସେ କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ସପ୍ତାହ…

ମଝି ନଈରେ ଲାଗିଲା ବିଦ୍ୟୁତ ଝଟକା: ପାଣିକୁ ଖସିପଡି ନିଖୋଜ ପୁଅ

ପୁରୀ: ମଝି ନଈରେ ଲାଗିଲା ବିଦ୍ୟୁତ ଝଟକା । ପାଣିକୁ ଖସିପଡିଲା ପୁଅ । ଏବେ ପାଣି ଭିତରୁ ବାପା ଖୋଜୁଛ ପୁଅକୁ । ନଈର ଏମୁଣ୍ଡରୁ ସେ ମୁଣ୍ଡ ଘାଣ୍ଟି ପକାଉଛି । ଆଖିରୁ ଲୁହକୁ ଗାମୁଛାରେ ପୋଛି ପକାଉଛି ଆଉ  ପାଣିକୁ ଅଣ୍ଡାଳୁଛି । କାଳେ କେଉଁଠି ରହି ଯାଇଥିବ ପୁଅ । ଏମିତି ଦୃଶ୍ୟ ଆଜି…

ସୁବର୍ଣ୍ଣପୁରରେ ଓପିଏସ୍ ରଥକୁ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସ୍ବାଗତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଓପିଏସ ରଥ ପହଞ୍ଚିବା ପରେ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି ।  ନିଖିଳ ଉତ୍କଳ ପ୍ରାଥମିକ ସଂଘର ରାଜ୍ୟ ସଭାପତି ଅନିତା ମେହେରଙ୍କ ତତ୍ତ୍ବାବଧାନରେ ମନମୁଣ୍ଡାଠାରୁ ଏକ ଶୋଭାଯାତ୍ରାରେ ଏହି ରଥକୁ ପାଛୋଟି ଅଣାଯାଇଥିଲା  । ଶହ ଶହ ଶିକ୍ଷକ ଓ…

ଖିଚିଂ ମନ୍ଦିରରୁ ଚୋରି, ୬ମାସ ମଧ୍ୟରେ ଏହା ଦ୍ଵିତୀୟ ଥର

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି ହୁଣ୍ଡି କାଟି…

ସରଳା ଦେବୀଙ୍କଠାରୁ ପ୍ରମିଳା ମଲ୍ଲିକ: ୮୪ ବର୍ଷ ପରେ ବିଧାନସଭାକୁ ମିଳିଲା ଦ୍ୱିତୀୟ ବାଚସ୍ପତି

ଭୁବନେଶ୍ୱର: ୨୦୨୩, ସେପ୍ଟେମ୍ବର ୨୨ ତାରିଖ । ଓଡ଼ିଶା ଇତିହାସରେ ଏକ ବିଶେଷ ଦିନ  । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବିଧାନସଭାରେ ଜଣେ ମହିଳା କରିବେ ଅଧ୍ୟକ୍ଷତା । ଆଜି ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ । ଯେହେତୁ ଆଉ କେହି ନାମାଙ୍କନ ପତ୍ର ଦାଖଲ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍: ଆବାସ ଯୋଜନାରେ ଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ

ଅନୁଗୁଳ : ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି  । ଘର କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ…

ଜଣାଶୁଣା ଭଜନ ଗାୟିକା ଶାନ୍ତିଲତା ବାରିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ଵର: ଜଣାଶୁଣା ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ଭୁବନେଶ୍ୱରର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ନେଇ ଶାନ୍ତିଲତାଙ୍କ ପରିବାର ପକ୍ଷରୁ ସୂଚନା । ମିଳିଥିବା…

ଭିନ୍ନଭିନ୍ନ ୩ଟି ସ୍ଥାନରେ ଦୁର୍ଘଟଣା; ଚାଲିଗଲା ୬ ଜୀବନ

ନବରଙ୍ଗପୁର/ଦେବଗଡ/ଭବାନୀପାଟଣା: ଥମୁନି ସଡ଼କ ଦୁର୍ଘଟଣା । ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ନବରଙ୍ଗପୁରର ଦୁଇଜଣ , କଳାହାଣ୍ଡିର ଦୁଇଜଣ  ଏବଂ ଦେବଗଡର ଦୁଇଜଣ ବ୍ୟକ୍ତି  ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ନବରଙ୍ଗପୁରରେ…

ବିଧାନସଭା ସମ୍ମୁଖରେ ପୋଲିସ-ମୋ ଦଳ ଧସ୍ତାଧସ୍ତି: ୫ଟି ସଚିବଙ୍କୁ ବିରୋଧ କରି ବିକ୍ଷାେଭ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ବିକ୍ଷୋଭ, ଧାରଣା । ବିଧାନସଭା ସମ୍ମୁଖରେ ଆଜି ଗର୍ଜୁଛନ୍ତି ଜନତା । ମୋ ଦଳର କର୍ମୀ । ୫ଟି ସଚିବଙ୍କୁ ବିରୋଧ କରି ଚାଲିଛି ନାରାବାଜି । ସମସ୍ତଙ୍କ ମୁହଁରେ ଗୋଟିଏ କତା, ସଚିବ…

ଟେନସନ୍ ଦେଉଛି ସ୍କ୍ରବ ଟାଇଫସ୍: ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ଦିନକୁ ଦିନ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ର ହବ୍ ପାଲଟିଛି ସୁନ୍ଦରଗଡ । ଆଜି ପୁଣି ସୁନ୍ଦରଗଡ଼ରୁ ୫ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା…