Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଇକ ଉପରେ ମାଡ଼ିଗଲା ଟ୍ରକ୍: ୩ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାୱାର ପ୍ଲାଣ୍ଟ ନିକଟ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଉପରେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଦର୍ଲିପାଲି ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ,…

ଜଙ୍ଗଲ ଜଗିଛି ଏଆଇ କ୍ୟାମେରା, ଜାଣନ୍ତୁ କ’ଣ ମିଳିଛି ଫାଇଦା?

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବାର ପରିମାଣ ହ୍ରାସ ପାଇଛି। ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ, ଶିମିଳିପାଳ ଜାତୀୟ ଉଦ୍ୟାନରେ ଏଆଇ ଜନିତ ସତର୍କସୂଚନା କାର୍ଯ୍ୟକାରୀ ହେବା ଏବଂ ବନ ଅଧିକାରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ…

ଯୋଗୀ ବେଶରେ ବିରଳ ସାପ ରଖି ଭିକ୍ଷା ମାଗିବା ବେଳେ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଓଲ୍ଡ ଟାଉନ ଅଞ୍ଚଳରେ ସାଧୁ ବେଶରେ ଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଠାରୁ ଏକ ବିରଳ ସାପକୁ ଉଦ୍ଧାର କରିଛି ପୋଲିସ । ଏହି ତିନି ଜଣ ଦିଲ୍ଲୀବାସିନ୍ଦା ବୋଲି ପରିଚୟ ଦେଇଥିବା ଜଣାପଡ଼ିଛି। ଏବେ ଏମାନଙ୍କୁ ଅଟକ ରଖାଯାଇଛି। ପୋଲିସ କର୍ତ୍ତୃପକ୍ଷ ସାପ ସହିତ…

ଆଇଏମଡି ୨ ସପ୍ତାହ ପାଇଁ ପାଣିପାଗର ପୂର୍ବାନୁମାନ ଜାରି କଲା; ଜାଣନ୍ତୁ ଓଡ଼ିଶାରେ ଲମ୍ବା ଗ୍ରୀଷ୍ମ ପ୍ରବାହର କାରଣ

ଭୁବନେଶ୍ୱର: ଆଜିଠୁ ମେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ବେଳେବେଳେ ବଜ୍ରପାତ ସହ ଶୁଖିଲା ପାଗ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ କେତେକ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବ ଏବଂ ଆଜିଠୁ ରବିବାର…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ପୀଡ଼ିତା ଓ ଅଭିଯୁକ୍ତଙ୍କ ବିବାହପରେ ଯୌନ ନିର୍ଯାତନା ମାମଲା ଅବୈଧ

କଟକ: ନାବାଳିକା ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ଓ ପୀଡ଼ିତାଙ୍କ ବିବାହ ପରେ ପୋକ୍ସୋ କୋର୍ଟରେ ଚାଲିଥିବା ଏ ସଂକ୍ରାନ୍ତୀୟ ଫୌଜଦାରୀ ମାମଲାର ରାୟ ଉଭୟଙ୍କ ବୈବାହିତ ଜୀବନକୁ ପ୍ରଭାବିତ କରିବ। ସେମାନଙ୍କ ସୁଖର ସଂସାର ସହ ସାମାଜିକ ସମ୍ମାନକୁ ନଷ୍ଟ କରିବ । ସେମାନଙ୍କଠାରୁ ଜନ୍ମିତ ସନ୍ତାନ…

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା; ଆସନ୍ତା ୨୯ରେ ରାୟ ଶୁଣାଇବେ ହାଇକୋର୍ଟ

କଟକ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଆସନ୍ତା ୨୯ରେ ରାୟ ଶୁଣାଇବେ ହାଇକୋର୍ଟ। ଦୁଇ ପକ୍ଷ ସହ ଆଲୋଚନା ପରେ ଦିନ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ଓସେପାର ମେଧା ତାଲିକା ହାଇକୋର୍ଟ ରଦ୍ଦ କରିଥିଲେ। ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।…

ଭୁବନେଶ୍ବରରେ ଶାହ କହିଲେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପାଖରେ ସୁଯୋଗ

ଭୁବନେଶ୍ୱର: ସୋନପୁରରେ ସମାବେଶ ପରେ ରାଜଧାନୀରେ ଏକ ହୋଟେଲରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାର ବିଜେପି ନେତା ଓ ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଉତ୍ସାହିତ କରିଛନ୍ତି। ଏହି ବୈଠକରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ନେତା…

ଭୁବନେଶ୍ୱର କୋର୍ଟରେ ନକଲି ଜାମିନ ବଣ୍ଡ୍ ଦାଖଲ ଅଭିଯୋଗରେ ୩ ଗିରଫ

ଭୁବନେଶ୍ୱର: ନକଲି ଜାମିନ ବଣ୍ଡ ଦାଖଲ ଅଭିଯୋଗରେ ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ୬ କୋଟି ଟଙ୍କାର ସମ୍ପତ୍ତି ଠୁଳ ଅଭିଯୋଗରେ ସମୀର ପଟ୍ଟନାୟକଙ୍କୁ ଗିରଫ କରାଯାଇଥିବା ଏସିପି ଶୁଭ୍ରାଂଶୁ ଶେଖର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜେଏମଏଫସି କୋର୍ଟ ସମୀର ପଟ୍ଟନାୟକଙ୍କ ଠାରୁ ୩…

ସୋନପୁର ରାଲିରୁ ବିଜେଡି ବିରୋଧରେ ଅମିତ ଶାହଙ୍କ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ, ଆଗକୁ କେତେ?

ସୋନପୁର: ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୋନପୁର ରାଲି ଉପରେ ସମସ୍ତଙ୍କର ନଜର ଥିଲା । କାରଣ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଅପେକ୍ଷା ଥିଲା । ଯାହା ଶାହ ଦେଖାଇଛନ୍ତି। ଅନ୍ତିମ ନିର୍ବାଚନ ଶୈଳୀରେ ଅଭିଭାଷଣ ରଖି ରାଜ୍ୟରେ…

ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ କଂଗ୍ରେସର ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ତେବେ ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଳ ପାଣିଗ୍ରାହୀ ଓ ପୂର୍ବତନ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା କୋଷାଧ୍ୟକ୍ଷ ରଘୁବୀର…