Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନ ନିବାସରେ ଘନ ଘନ ବୈଠକ

ଭୁବନେଶ୍ୱର: ରାଜ୍ୟରେ ମେଣ୍ଟ ନେଇ ସସ୍ପେନ୍ସ ଜାରି ରହିଛି। ଗତକାଲି ଏହି ମେଣ୍ଟକୁ ନେଇ ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟ ସସ୍ପେନ୍ସକୁ ଆହୁରି ବଢାଇ ଦେଇଛି। ସେପଟେ ଆଜି ଦିନ ତମାମ ନବୀନ ନିବାସରେ ଘନ ଘନ ବୈଠକ ଜାରି ରହିଥିବା ଦେଖିବାକୁ ମିଳିଛି। କୁହାଯାଉଛି କି ଆଗାମୀ…

ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ

ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟର ସଫଳ ସଂପାଦନା ପାଇଁ ସଂପୃକ୍ତ ବିଭାଗର ନିୟମ, ଅଧିନିୟମ ଆଦି ଜ୍ଞାନର ପରିସୀମା ବୃଦ୍ଧି ଉପରେ କୃଷି ବିଭାଗର ଗୁରୁତ୍ୱାରୋପ ଦିଆଯାଇଛି। ନିର୍ବାଚନରେ ନିୟୋଜିତ କର୍ମଚାରୀମାନଙ୍କୁ ନିର୍ବାଚନ ଆଇନର ଅନୁପାଳନପୂର୍ବକ ନିର୍ବାଚନ କାର୍ଯ୍ୟ କରିବା ପାଇଁ ପରାମର୍ଶ…

ଗୁଣ୍ଡୁଚି ମୂଷା ହୋଇ ବିକଶିତ ଓଡ଼ିଶା ଦିଗରେ କାମ କରିବି: ଅଧିରାଜ ପ୍ରାଣିଗ୍ରାହୀ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ବିଜେଡିରେ ଯୋଗ ଦେଇଛନ୍ତି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ ଅଧିରାଜ । ଶତାଧିକ ସମର୍ଥକଙ୍କ ସହ ଆସି ସେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି ।…

ଓଡ଼ିଶାରେ ବିଜେଡି, ବିଜେପି ମେଣ୍ଟ ନେଇ ଏଯାଏଁ ହୋଇନି ନିଷ୍ପତ୍ତି: ଅମିତ୍ ଶାହ

ଭୁବନେଶ୍ୱର:  ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏବେ ବି ଏହି ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପଡ଼ିନି ।  ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ  ଆଜି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଏମିତି…

ଭିଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ, ବିଲ୍‌ ପାସ୍‌ ପାଇଁ ନେଉଥିଲେ ଲାଞ୍ଚ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ। ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଂଗୀତା ମହାପାତ୍ର ଠିକାଦାରଙ୍କଠାରୁ ୫୦ ହଜାର ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ୧୮ ଲକ୍ଷର ବିଲ୍‌ ପାସ୍‌ ପାଇଁ ୨ ଲକ୍ଷ ୧୫ ହଜାର ଦାବି କରିଥିଲେ। ଆଜି ୫୦ ହଜାର ନେଲା ବେଳେ…

କୋରାପୁଟ ସଂସଦୀୟ କ୍ଷେତ୍ରକୁ ନେଇ ନବୀନ ନିବାସରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ପ୍ରଥମେ ପୁରୀ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପରେ ଏବେ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ର ଲାଗି ବିଜେଡିର ସମୀକ୍ଷା ବୈଠକ । ନବୀନ ନିବାସରେ କୋରାପୁଟ ନେତାଙ୍କୁ ନେଇ ଆରମ୍ଭ ହୋଇଛି ଆଲୋଚନା । ପର୍ଯ୍ୟବେକ୍ଷକଙ୍କ ସହ ବିଧାୟକ ଓ ଆଶାୟୀ ନେତାଙ୍କୁ ନେଇ ଆଲୋଚନା କରୁଛନ୍ତି…

ପାରାଦୀପରେ ସମୁଦ୍ରରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୧’ ଆରମ୍ଭ

ପାରାଦୀପ: ଆଜି ପାରାଦୀପରେ ଆରମ୍ଭ ହୋଇଛି ସମରାଭ୍ୟାସ ‘ସାଗର କବଚ-୧’ । ଭାରତୀୟ ନୌସେନା, ତଟରକ୍ଷା ବାହିନୀ, ସାମୁଦ୍ରିକ ପୋଲିସ, ମତ୍ସ୍ୟବିଭାଗ ଓ ଗୁଇନ୍ଦା ବିଭାଗ ପରି ଏକାଧିକ ବିଭାଗ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏହି ସମରାଭ୍ୟାସ ଦୁଇ ଦିନ ଧରି ଚାଲିବ ।…

ସରିଲା ୯୦ ପ୍ରତିଶତ କାମ, ସଂପୂର୍ଣ୍ଣ ସୁରକ୍ଷିତ ଏବେ ଶ୍ରୀମନ୍ଦିର ନାଟମଣ୍ଡପ: ଏଏସଆଇ

ପୁରୀ: ଏବେ ସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ । ଆଉ ନାହିଁ ଶ୍ରୀମନ୍ଦିର ନାଟମଣ୍ଡପ ଭାଙ୍ଗିବାର ଭୟ । ଏଏସଆଇ ସୁପରିଟେଣ୍ଡଣ୍ଟଙ୍କ ନାଟମଣ୍ଡପ ବିମରେ ଫାଟର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି । ଆଉ ଅବଶିଷ୍ଟ ମରାମତି କାର୍ଯ୍ୟ ରଥଯାତ୍ରାରେ ଶେଷ ହେବା ନେଇ କୁହାଯାଇଛି । ଯାହା ଏବେ…

ରାଜ୍ୟରେ ପ୍ରବଳ ବର୍ଷା ଜାରି, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ରାଜ୍ୟ ତମାମ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଗଞ୍ଜାମ, ଗଜପତି, ରାୟଗଡା,…

ଝାରପଡ଼ା ଜେଲରେ ରେଡ୍, ୬ ଜଣ ଏସିପି ସାମିଲ

ଭୁବନେଶ୍ବର: ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ପରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ କରାଯାଇଛି । ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଏହି ରେଡ୍ କରିଛନ୍ତି । ଜେଲର ପ୍ରତ୍ୟେକ ସେଲ୍ ଓ ଓ୍ବାର୍ଡରେ ଛାନଭିନ କରାଯାଉଛି । ଡିସିପିଙ୍କ ସମେତ…