Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ। ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର କରିବା ପାଇଁ କୋର୍ଟକୁ ଅନୁମତି ମଗାଯାଇଥିଲା। ଏହାର ସୂଚନା ଦେଲେ ଜେଲ୍‌ ଡିଜି। ଜେଲ୍‌ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି। ଗୃହ ବିଭାଗକୁ ତଦନ୍ତ…

ଛୋଟ ଡ୍ରେସ୍‌ ପିନ୍ଧି ଭିସୁଟ୍ କୁ ପ୍ରବେଶ ମନା, ଲାଗୁହେଲା କଟକଣା

ସମ୍ବଲପୁର: ମଡର୍ଣ୍ଣ ଡ୍ରେସ ପିନ୍ଧି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା l ଆଗକୁ ଭିସୁଟର ବସନ୍ତ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବାବେଳେ, ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ବାରଣ କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ l…

ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ, ବଦଳିବେ ୪ ରାଜ୍ୟର ଜିଲ୍ଲାପାଳ ଓ ଏସପି

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ । ୪ ରାଜ୍ୟର ଜିଲ୍ଲାପାଳ ଓ ଏସପିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଓଡ଼ିଶା ସମେତ ଗୁଜରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗର ଅଣକ୍ୟାଡର ଏସପି ଓ କଲେକ୍ଟରଙ୍କ ବଦଳି ନିର୍ଦ୍ଦେଶ ରହିଛି । ସୂଚନା…

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବରିଷ୍ଠ ବିଜେଡି ନେତା ଦାମ ରାଉତ

ଭୁବନେଶ୍ଵର: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଦାମୋଦର ରାଉତ ଗୁରୁତର ଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ହୃଦଘାତର ଶିକାର ହୋଇ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ…

ନ୍ୟାସନାଲ ପେନସନ୍ ସ୍କିମର ୨୦ ଲକ୍ଷ ଟଙ୍କା ହଡପ କରି ବନ୍ଧା ହେଲେ ବିଇଓ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ । ନ୍ୟାସନାଲ ପେନସନ୍ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ । ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରି ଗିରଫ ହୋଇଛନ୍ତି । ସେ ଏହି…

କୁଲଡ଼ିହାରେ ବନ ବିଭାଗର କମ୍ୱିଂ; ୫ ବନ୍ଧୁକ ସହ ୬ ଶିକାରୀ ଗିରଫ

ଭୁବନେଶ୍ୱର: କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ୬ ଜଣ ଶିକାରୀଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ  ୫ଟି ବନ୍ଧୁକ ସହ ଶିଙ୍ଗ ଜବତ କରିଛି । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହ ସେ ଚେତାବନୀ…

ଟ୍ୱିନ୍ ସିଟିରେ ଘନ କୁହୁଡ଼ି; ଆଜିଠୁ ବଦଳିବ ପାଗ, ଦିନର ତାପମାତ୍ରା ୮ ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ

ଭୁବନେଶ୍ବର: ଲଗାତାର ବର୍ଷା ପରେ ଟ୍ୱିନ ସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜଧାନୀ ସମେତ କଟକର ସବୁ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଲୋକେ ଗାଡ଼ି ଲାଇଟ୍ ଲଗାଇ…

୫ ସେକଣ୍ଡରେ ୫ ଲକ୍ଷ ଚୋରି, ମୋଟର ସାଇକେଲର ଡିକିରେ ଥିଲା ଟଙ୍କା

ବ୍ରହ୍ମପୁର: ଏକ ଅଭାବନୀୟ ଘଟଣାକ୍ରମରେ ଏକ ମୋଟର ସାଇକେଲର ଡିକିରୁ ୫ ଲକ୍ଷ ଟଙ୍କା ଚୋରି ହୋଇଛି। ଜୟପ୍ରକାଶ ନଗରରେ ବାଇକ୍ ମାଲିକ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଚା' ପିଇବା ପାଇଁ ଅଟକିଯାଇଥିଲେ। ଏହି ସମୟରେ କିଛି ସେକେଣ୍ଡ ମଧ୍ୟରେ ଜଣେ ଅଜଣା ବ୍ୟକ୍ତି ବାଇକର ଡିକି ଭାଙ୍ଗି ଟଙ୍କା ନେଇ…

କୋରାପୁଟ ଲୋକସଭା କିଭଳି ଦଖଲ ହେବ, ନବୀନ ନିବାସରେ ହେଲା ବୈଠକ

ଭୁବନେଶ୍ୱର: କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ସହ ଜଡିତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ଓ ନିର୍ବାଚନ ପ୍ରସ୍ତୁତି ନେଇ ନବୀନ ନିବାସରେ ବିଜୁ ଜନତା ଦଳ ଏକ ବୈଠକ କରିଛି। ଏହି ସମାବେଶରେ ଦଳର ପ୍ରମୁଖ ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ।…

କୋରାପୁଟ ପୂର୍ବ ଘାଟ ପର୍ବତମାଳାରୁ ୨ଟି ନୂତନ ପ୍ରଜାତିର ଜିଆ ଆବିଷ୍କାର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର…

କୋରାପୁଟ: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଗବେଷକ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କେରଳର କୋଟ୍ଟାୟମର ବୈଜ୍ଞାନିକଙ୍କ ସହଯୋଗରେ ଓଡ଼ିଶାର ପୂର୍ବ ଘାଟରୁ ପୂର୍ବରୁ ଦୁଇଟି ନୂତନ ପ୍ରଜାତିର ମେଗାସ୍କୋଲେକ୍ସ ଜିଆ ଠାବ କରିଛନ୍ତି। କୋରାପୁଟର ବିଭିନ୍ନ ସ୍ଥାନରେ ହୋଇଥିବା…