Latest Odisha News

BREAKING NEWS

Browsing Category

ଓଡିଶା

Odisha

ନର୍ଲାରେ ନୂଆ ପୁରୁଣା ଲଢେଇ

ଭୁବନେଶ୍ବର: କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଆସୁଥିବା ନର୍ଲା ବିଧାନସଭା ଦେଖିବ ବଡ ଲଢେଇ । ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକ ସହ କେସିଙ୍ଗାର ୯ଟି ପଞ୍ଚାୟତକୁ ନେଇ ରହିଥିବା ନର୍ଲାରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ଗତଥରର ବିଜେତା ବିଜେଡିର ଭେଟେରାନ୍ ନେତା ଭୂପିନ୍ଦର…

ପାଟକୁରା ଲଢେଇରେ `ବିଜୟ’ ଟୁଇଷ୍ଟ

ଭୁବନେଶ୍ବର: ଫୋକସରେ ରହିଛି କେନ୍ଦ୍ରାପଡାର ପାଟକୁରା ବିଧାନସଭା ଲଢେଇ । ଚବିଶ ନିର୍ବାଚନରେ ପାଟକୁରାରେ ବିଜୟ ମହାପାତ୍ର ଟୁଇଷ୍ଟ। ବିଜେଡି ବିପକ୍ଷରେ ଥିବା ବିଜୟ ଏଥର ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ବିଜୟ ଓ ବିଜେଡି ମଧ୍ୟରେ ସେତୁ ସାଜିଛନ୍ତି ପୁଅ ଅରବିନ୍ଦ ମହାପାତ୍ର । ବରିଷ୍ଠ…

ବବିଙ୍କ ବିନା ଯାଜପୁର ଲଢେଇ

ଭୁବନେଶ୍ବର : ବିଜେଡିର ଗଡ ଯାଜପୁରରେ ଏଥର ବବିଙ୍କ ବିନା ଚବିଶ ଲଢେଇ ଲଢିବ ଦଳ । ନିଜ କିଲ୍ଲା ଛାଡି ସମ୍ବଲପୁର ଲୋକସଭା ଲଢୁଛନ୍ତି ବିଜେଡିର ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସ । ଆଉ ବବିଙ୍କ ଅନୁପସ୍ଥିତିରେ ମିଶନ ଶକ୍ତି ମାଆଙ୍କୁ ସେନାପତି କରିଛି ବିଜେଡି। ବିଜେପିରୁ ଗୌତମ ରାୟ ରିପିଟ୍…

ପଦ୍ମ ଧରିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଆଜି ସୋନପୁର ବିଜେପିର ବିଜୟ ସଂକଳ୍ପ ସଭାରେ ବିଜେପି ବିଧିବଦ୍ଧ ଭାବେ ସାମିଲ ହେଲେ ପ୍ରବୋଧ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ…

ପଟାଙ୍ଗୀରୁ ଜୋରଦାର ପ୍ରଚାର ଆରମ୍ଭ କଲେ ପାଣ୍ଡିଆନ, ବିରୋଧୀଙ୍କ ଉପରେ ବର୍ଷିଲେ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁରରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ ରେ ଜିତାଇବାକୁ ନିବେଦନ କରିଛନ୍ତି । ପଟାଙ୍ଗୀର ବିକାଶ ପାଇଁ…

ତାତିରେ ସନ୍ତୁଳି ହେଉଛନ୍ତି ଓଡିଶାବାସୀ, ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର କର୍ଫ୍ୟୁ। ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି। ତେବେ ଆଜି ୪୩ ଡିଗ୍ରୀ ତାପମାତ୍ରା ସହ…

ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍

ଝାରସୁଗୁଡା: ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ଖସି ପଡ଼ିଲା ଡ୍ରୋନ୍‌ । ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ପଡିଛି ଏହି ଡ୍ରୋନଟି । ତେବେ ସନ୍ଦିଗ୍ଧ ଡ୍ରୋନ୍ କାହାର ଜଣାପଡ଼ିନଥିବା ବେଳେ ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । ସେପଟେ…

ବିପୁଳ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଧିରାଜ୍

ନୂଆପଡା: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରୟାତଃ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଏହା ଭିତରେ ଅଭୂତପୂର୍ବ ଜନ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ…

ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲା ଓଡ଼ିଶା ବାର୍ କାଉନସିଲ୍

କଟକ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଧୁନିକ ଓଡ଼ିଶା ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ସ୍ୱୀକାର କରି ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପ୍ରସ୍ତାବ ଦେବାକୁ ଓଡ଼ିଶାର ରାଜ୍ୟ ବାର୍ କାଉନସିଲ୍ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି। ପରିଷଦ ପକ୍ଷରୁ ସଂପୃକ୍ତ…

ଝିଅର ନିର୍ବାଚନ ଖର୍ଚ୍ଚ ପାଇଁ ପୂର୍ବତନ କଂଗ୍ରେସ ବିଧାୟକ ଜାଗା ବିକିଲେ

କେନ୍ଦ୍ରାପଡା: ଝିଅର ପାଠ ପଢ଼ା ପାଇଁ କିମ୍ବା ବିବାହ ପାଇଁ ଅଭାବୀ ବାପା ଅନେକ ଖର୍ଚ୍ଚ ତୁଲାଇଥାଏ। କିନ୍ତୁ ବୋଧହୁଏ ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବାପା ଝିଅର ନିର୍ବାଚନୀ ଖର୍ଚ୍ଚ ଭରଣ କରିବାକୁ ଯାଇ ନିଜ ସମ୍ପତ୍ତିର କିଛି ଅଂଶକୁ ବିକ୍ରି…