Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଇପିଏଲ ବେଟିଂ ରାକେଟ୍ ଅଭିଯୋଗରେ ୫ ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା: ଆଇପିଏଲ ମ୍ୟାଚ ବେଳେ ବେଟିଂ ରାକେଟ୍ ଚଳାଉଥିବା ଅଭିଯୋଗରେ ପୁରୀ ସହରରୁ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ବେଟିଂ ଚାଲିଥିବା ନେଇ ବିଶ୍ୱସ୍ତ ସୂଚନା ପାଇବା ପରେ ବୁଧବାର ରାତିରେ ପୁଲିସର ଏକ ଟିମ୍ ସହରର ବଳିଆପଣ୍ଡା ଅଞ୍ଚଳର ଏକ ଘରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଫେରାର ହେବାକୁ…

ପାଠରେ ଫେଲ୍, ଚୋରି ବିଦ୍ୟାରେ ପାରଙ୍ଗମ: ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ପାଠରେ ଫେଲ୍ କିନ୍ତୁ ଚୋରି ବିଦ୍ୟାରେ ପାରଙ୍ଗମ। ଚୋରି କରି ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଛି ଏହି ଠକ ରମେଶ ପାଢୀ। ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ୱର ପୁଲିସ ସୋର ଅଞ୍ଚଳର ରମେଶ ପାଢ଼ୀଙ୍କୁ ଗିରଫ କରିଛି। ରମେଶ ପାଢ଼ୀ ଅସହାୟ ଯୁବକଙ୍କୁ ବ୍ୟାଙ୍କ ଓ…

ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଅସ୍ଥିମଜ୍ଜା ଷ୍ଟେମସେଲକୁ ଆଣି ରୋଗୀର ଶରୀରରେ ପ୍ରତିରୋପଣ କରିବାକୁ ହାପଲୋ- ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ଏହା…

କାର୍ଯ୍ୟକ୍ଷମ ହୋଇଛି ଓଡିଶା ରାଜ୍ୟ ଆଇନଜୀବି ପରିଷଦର ଆଡଭୋକେଟ ଏକାଡେମି

ଭୁବନେଶ୍ଵର: ରାଜ୍ୟରେ ଆଇନଜୀବି ମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ଲାଗି ରାଜ୍ୟ ଆଇନଜୀବି ପରିଷଦ ମଧୁସୁଦନ ଆଡଭୋକେଟ୍ ଏକାଡେମିକୁ କାର୍ଯ୍ୟକ୍ଷମ କରାଯାଇଛି । ଓଡିଶା ରାଜ୍ୟ ଆଇନଜୀବି ପରିଷଦର ବରିଷ୍ଠ ମାନ୍ୟବର ସଦସ୍ୟ ଶ୍ରୀଯୁକ୍ତ ବିଭୁପ୍ରସାଦ ତ୍ରୀପାଠୀଙ୍କୁ ଆଡଭୋକେଟ ଏକାଡେମିର ମୁଖ୍ୟ…

ବାପା ନୁହେଁ ଉତ୍ତରାଧିକାରୀ ପ୍ରାର୍ଥୀ ତାଲିକାରେ ଯୋଡ଼ି ହେବେ ସୋଫିଆ; ଜାଣନ୍ତୁ କିଏ ଏହି ସମ୍ଭାବ୍ୟ ବିଧାୟକ…

ଭୁବନେଶ୍ୱର: ବାପା ଥାଉ ଥାଉ ଉତ୍ତରାଧିକାରୀ ନିର୍ବାଚନ ମୈଦାନକୁ ଆସିବା ସିରିଜରେ ଓଡ଼ିଶାରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ। ଚଳିତ ନିର୍ବାଚନରେ ଅନେକ ସ୍ଥାନରେ ବାପାଙ୍କ ସ୍ଥାନରେ ତାଙ୍କ ଉତ୍ତରାଧିକାରୀ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନଜିର ରହିଛି। ଏହି ଧାରାରେ ଏବେ କଟକ ବାରବାଟୀ…

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ କଲେ ହାଇକୋର୍ଟ

କଟକ:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲାକୁ ଖାରଜ କଲେ ହାଇକୋର୍ଟ । ଅଶ୍ୱିନୀ ବୈଷ୍ଣବଙ୍କ ସତ୍ୟପାଠ ନେଇ ଅଯଥା ମାମଲା କରିଥିବାରୁ କମ୍ପାନୀ ସେକ୍ରେଟାରୀ ଭାଗ୍ୟଧର ବେହେରାଙ୍କୁ ୩ ସପ୍ତାହ ମଧ୍ୟରେ ବାର ଆସୋସିଏସନ ୱେଲଫେୟାର ଫଣ୍ଡରେ ୫ ଲକ୍ଷ ଟଙ୍କା ଜୋରିମାନା ଜମା…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ୨୯ ଏପ୍ରିଲ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ଯାହାର

ଭୁବନେଶ୍ଵର: ଦେଶରେ ଜାରି ରହିଛି ନିର୍ବାଚନ ମାହୋଲ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ । ଗତ ୧୮ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଏହାର ଶେଷ ତାରିଖ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।…

ସମ୍ ଅଲ୍ଟିମେଟକୁ ମିଳିଲା ଜେସିଆଇ ପ୍ରାଇମ୍ ସ୍ୱୀକୃତି

ଭୁବନେଶ୍ୱର: ସଫଳତାର ଆଉ ଏକ ପାହାଚରେ ପାଦ ଦେଇଛି ସମ୍ମମ୍ ଅଲ୍ଟିମେଟ ମେଡିକେୟାର । ଉତ୍ତମ ସ୍ୱାସ୍ଥ୍ୟସେବା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ସମ୍ମମ୍ ଅଲ୍ଟିମେଟକୁ ଜଏଣ୍ଟ କମିଶନ ଇଣ୍ଟରନ୍ୟାସନାଲ୍ ବା ଜେସିଆଇ ପ୍ରାଇମ୍ ମାନ୍ୟତା ମିଳିଛି । ହସ୍ପିଟାଲ ପରିସରରେ ପ୍ରମୁଖ…

ଜେଲରେ ଥିବା ବେଳେ ଅଭିଯୁକ୍ତ ଅଲଗା ମାମଲା ଗୁଡିକରେ ଆଗୁଆ ଜାମିନ ଆବେଦନ କରି ପାରିବେ: ହାଇକୋର୍ଟ

କଟକ: ହାଇକୋର୍ଟ କହିଛନ୍ତି ଯେ ଅପରାଧିକ ମାମଲାରେ ପୂର୍ବରୁ ହାଜତରେ ଥିବା ବ୍ୟକ୍ତିମାନେ ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ। ଏକ ମାମଲାର ବିଚାର କରି ଜଷ୍ଟିସ ଶଶିକାନ୍ତ ମିଶ୍ର କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଖଲାସ କରିବା ଏବଂ ପରେ ନୂଆ ମାମଲାରେ ଗିରଫ ପରେ ଆଗୁଆ ଜାମିନ…

ଆଜିଠୁ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଛୁଟି, ପ୍ରଚଣ୍ଡ ଖରା ପାଇଁ ନିଷ୍ପତ୍ତି

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆକାଶରେ ହେଉଛି ଅଗ୍ନି ବର୍ଷା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଆଜିଠୁ ରାଜ୍ଯରେ ସ୍କୁଲ ଛୁଟି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ, ସରକାରୀ…