Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ବୌଦ୍ଧ: ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେଶନକୁ ଆହୁରି ଜୋରଦାର କରିଛନ୍ତି । ପ୍ରାୟ ପ୍ରତ୍ୟକ ଦିନ କିଛି ନା କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳୁଛନ୍ତି । ଏହାରିଭିତରେ ଓଡିଶା ପୋଲିସକୁ…

ଆହୁରି ୧୦ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ମେ’୪ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର: ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶାବାସୀ ଆହୁରି ୧୦ ଦିନ ଗରମରେ ଛଟପଟ ହେବେ। ଆଗକୁ ଆହୁରି ଜଳିବେ, ସିଝିବେ ଏ ନିଆଁ ମାଡ଼ରେ। ଆଶା ଥିଲା ଏହି କାଳବୈଶାଖୀ ଯୋଗୁଁ ପାଗରେ ପରିବର୍ତ୍ତନ ଆସିବ। କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ…

ଆଜି ଆସୁଛନ୍ତି ଅମିତ ଶାହ, ସୋନପୁର ସଭାରେ କରିବେ ଭୋଟଭିକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶା ଆସି ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ ଶାହ । ଏଥର ଓଡ଼ିଶା ଦଖଲ ପାଇଁ ରାଜ୍ୟ ବିଜେପିକୁ ମନ୍ତ୍ର ଦେବା ସହ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ପ୍ରଚାର ପାଇଁ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ…

ଦିଗପହଣ୍ଡିରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଏହି ସମୟରେ ଆଜି ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି ଭାରତୀୟ ଜାତୀୟ କଂଗ୍ରେସ । ଆଜି ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ କାଟିଛି ଦଳ । ତାଙ୍କ ବଦଳରେ…

ଖାରବେଳ ଭବନ ସମ୍ମିଳନୀ କକ୍ଷରେ ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଭୁବନେଶ୍ୱର ଖାରବେଳ ଭବନର ସମ୍ମିଳନୀ କକ୍ଷରେ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ଯୋଗେନ୍ଦ୍ର ତ୍ରିପାଠୀ (ଅବସରପ୍ରାକ୍ତ ଭାରତୀୟ ପ୍ରଶାସନିକ…

ଆପ୍ ର ମିଶ୍ରଣ ପର୍ବ: କଂଗ୍ରେସ ଛାଡି ଦଳରେ ଯୋଗଦେଲେ ବିଶିଷ୍ଟ ସମାଜସେବୀ ଡ. ଅରୁନ ନାୟକଙ୍କ ସହ ବହୁ ନେତା ଓ କର୍ମୀ

ଭୁବନେଶ୍ବର: କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଲେ ବିଶିଷ୍ଟ ସମାଜସେବୀ ଡ. ଅରୁନ କୁମାର ନାୟକଙ୍କ ସହ ବହୁ ନେତା ଓ କର୍ମୀ । ଆଜି ରାଜ୍ୟ ସଭାପତି ନିଶାକାନ୍ତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଶିଷ ସ୍ବାଇଁ, କଟକ ଜିଲ୍ଲା ସଭାପତି ଦୁର୍ଗାଦାସ, ଭୁବନେଶ୍ବର ସଭାପତି…

ଯାତ୍ରୀଙ୍କ ପାଇଁ ଖୁସି ଖହର, ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ପ୍ରଦାନ କରିବ ଭାରତୀୟ ରେଳ

ଭୁବନେଶ୍ବର: ରାଜ୍ୟ ଆଉ ଦେଶ ସବୁଠାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିରେ ଅସ୍ୟବ୍ୟସ୍ତ ଜନଜୀବନ । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ବ୍ୟବସ୍ଥା କରିଛି ଭାରତୀୟ ରେଳ । କମ୍ ଖର୍ଚ୍ଚ…

ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାମୀଣ-ସହରାଞ୍ଚଳ ମଧ୍ୟରେ ଶିକ୍ଷାଗତ ବିଭାଜିକାକୁ ଦୂର କରିଛି…

ଭୁବନେଶ୍ବର: ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ବିକାଶ ଏବଂ ବିଶ୍ୱର ଆହ୍ୱାନର ମୁକାବିଲା କରିବା ପାଇଁ ମାଗଣା ଇଂରାଜୀ ମାଧ୍ୟମରେ ଶିକ୍ଷା ନିଶ୍ଚିତ କରିବା ପାଇଁ ହଷ୍ଟେଲ ସୁବିଧା ସହ ଶୈକ୍ଷିକ ଗୁଣାତ୍ମକ ମାନ ଯୋଡିଛି ସହରାଞ୍ଚଳ ଶିକ୍ଷା କାର୍ଯ୍ୟକ୍ରମ - "ଅନ୍ୱେଷା"।  ଅନନ୍ୟ ପୃଷ୍ଠଭୂମିରେ…

ସୁରଙ୍କ ଗଡରେ ମହାସମର

ଭୁବନେଶ୍ବର : ସୁରଙ୍କ ଗଡରେ ନୂଆ ସମୀକରଣ। କାହା ହାତକୁ ଯିବ ଜଟଣୀ ବିଧାନସଭା? ଅଭିଜ୍ଞଙ୍କୁ ଭରସା ନା ନୂଆ ମୁହଁକୁ ସୁଯୋଗ ? ବିଜେଡିରୁ ବିଭୂତି ବଳବନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ବିଶ୍ବରଞ୍ଜନ ବଡଜେନା ଓ କଂଗ୍ରେସରୁ ସନ୍ତୋଷ ଜେନାଙ୍କୁ ଟିକେଟ ମିଳିଛି। ଭେଟେରାନ ସୁରଙ୍କ ପୁଅ…

ବଲାଙ୍ଗୀର ଲଢେଇ : ବାପାଙ୍କ ଜାଗାରେ ପୁଅ

ଭୁବନେଶ୍ବର: କିଏ ମାରିବ ବଲାଙ୍ଗୀର ବାଜି ? ବାପାଙ୍କ ସିଟରେ ପୁଅଙ୍କ ବଡ ଲଢେଇ। ଲୋକସଭା ଲଢେଇ ପରେ ଏବେ ବିଧାନସଭାରେ ଆରପାର୍ । ବଲାଙ୍ଗୀର ବିଧାନସଭାରେ ପ୍ରାର୍ଥୀ ଘୋଷଣା ପରେ ବଢିଛି ତାତି । ବିଜେଡିରୁ କଳିକେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି ତ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ଓ…