Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦ୍ୱିତୀୟ ଦିନରେ ସଫେଇକର୍ମୀଙ୍କ ଆନ୍ଦୋଳନ; ୩ ଦିନର ସମୟ ମାଗିଲା ବିଏମସି

ଭୁବନେଶ୍ୱର: ଦ୍ବିତୀୟ ଦିନରେ ଜାରି ରହିଛି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଏହାଭିତରେ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛି ବିଏମସି । ବର୍ଦ୍ଧିତ ଦରମା ନେଇ ତିନି ଦିନର ସମୟ ମାଗିଲା ବିଏମସି । ତିନି ଦିନ ମଧ୍ୟରେ ସରକାର ଘୋଷଣା କରିବେ ବୋଲି କହିଛି ବିଏମସି । ସେହିପରି ଅଳିଆ…

ଓଡିଶାରେ ଗଡିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ଵର: ଆଉ ଗୋଟିଏ ପାଦ ଆଗେଇଲା ଓଡ଼ିଶାର ରେଳ ଭିତ୍ତିଭୂମି । ରାଜ୍ୟକୁ ମିଳିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶାଖାପାଟଣା-ଭୁବନେଶ୍ଵର ବନ୍ଦେ ଭାରତ ଏକ୍ସପ୍ରେସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଥିବା ବେଳେ…

ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚକପଳାସିଆ ସେବା ସମବାୟ ସମିତିରେ । ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗତକାଲି ରାତି ୩ଟା…

‘ବିଜେଡି ବିଜେପି ସରିଛି ଆସନ ବୁଝାମଣା’ ଅପେକ୍ଷା ଘୋଷଣାକୁ !

ଭୁବନେଶ୍ୱର: ଦ୍ୱନ୍ଦ୍ୱ ଭିତରେ ବଢ଼ିଛି ଓଡ଼ିଶାରେ ଦୁଇ ଦଳ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ସମ୍ଭାବନା । ସୋସିଆଲ ମିଡିଆ ଏକ୍ସରେ ବରିଷ୍ଠ ସାମ୍ୱାଦିକ ରାଜଦୀପ ସରଦେଶାଇଙ୍କ ସଦ୍ୟତମ ପୋଷ୍ଟକୁ ନେଇ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ଖୋରାକ ଯୋଗାଇଛି…

ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ଲୋକସଭା ଆସନ?

ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ…

ବିଜେଡି ଓ ବିଜେପି ମେଣ୍ଟ ସସପେନ୍‌ସ ପଛର କ’ଣ ରହିଛି ଡିଲ୍?

ଭୁବନେଶ୍ୱର: କାହିଁକି ଫାଇନାଲ୍ ହେଉନି ବିଜେଡି-ବିଜେପି ମେଣ୍ଟ? ବୁଝାମଣାରେ ବାଧା କେଉଁଠି ? କାହିଁକି ସିଲ୍ ହେଇପାରୁନି ମେଣ୍ଟ ଡିଲ୍ ? କାହିଁକି ଦୋଛକିରେ ମେଣ୍ଟ ସମ୍ଭାବନା ? କେବଳ ସିଟ୍ ଭାଗବଣ୍ଟା ନେଇ ଛିଡୁନି ଅଙ୍କ ନା ମିଶୁନି ପଦ୍ମ ଓ ଶଙ୍ଖ ଦଳ ନେତାଙ୍କ ମନ ? ଟପ୍ ନେତାଙ୍କ ମେଂଟ…

‘୨୦୦୮ ଆତଙ୍କବାଦୀ ଆକ୍ରମଣର ପୁନରାବୃତ୍ତି ହେବ’ ଧମକ ଦେଇଥିବା ଯୁବକ ବ୍ରଜରାଜନଗରରୁ ଗିରଫ

ବ୍ରଜରାଜନଗର: ସୁରକ୍ଷା ଏଜେନ୍ସିକୁ ଧମକପୂର୍ଣ୍ଣ ଇମେଲ୍ ପଠାଇବା ଅଭିଯୋଗରେ ବ୍ରଜରାଜନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ଇମେଲରେ ଦାବି କରାଯାଇଛି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପୁନରାବୃତ୍ତି ହେବା ନିଶ୍ଚିତ। ଅଭିଯୋଗକୁ ଭିତ୍ତି କରି ପୁଲିସ ଯୁବକଙ୍କୁ ଇ-ମେଲ୍…

କେନ୍ଦ୍ରାପଡା କୁରୁକ୍ଷେତ୍ର ପୁଣି ଦେଖିବ କି ନେତା ବନାମ ଅଭିନେତା ଲଢ଼େଇ?

ଭୁବନେଶ୍ୱର: କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଓହ୍ଲାଇବେ କାହାର ସେନାପତି ? ମେଂଟ ହେଲେ କାହାର କଟିବ ପତା ? କାହାକୁ ମିଳିବ ଟିକେଟ୍ ? ବିଜେଡି ନା ବିଜେପି, କାହା ଖାତାକୁ ଯିବ କେନ୍ଦ୍ରାପଡା ଲୋକସଭା ଆସନ ? ୧୯ ଦେଖିଥିଲା ରାଜନେତା, ଅଭିନେତା ଲଢେଇ । ଏଥର ରିପିଟ୍ ହେବେ ପ୍ରାର୍ଥୀ ନା…

ଆସନ୍ତାକାଲି ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶାକୁ ମିଳିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ବିଶାଖାପାଟଣାରୁ ଭୁବନେଶ୍ବର ଗଡିବ ଏହି ଟ୍ରେନ୍ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୮୫ ହଜାର କୋଟିର ରେଳ ପ୍ରକଳ୍ପ ଉତ୍ସର୍ଗ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି…

ହୋଟେଲ ମ୍ୟାନେଜମେଣ୍ଟରେ ଆତ୍ମନିଯୁକ୍ତି ପାଇଁ ଶ୍ରବଣବାଧିତଙ୍କୁ ଦକ୍ଷତା ତାଲିମ

ଭୁବନେଶ୍ୱର: ତାଲିମ ଓ ଦକ୍ଷତାବିକାଶ ମାଧ୍ୟମରେ ଶ୍ରବଣବାଧିତ ଯୁବକଯୁବତୀମାନଙ୍କୁ ହୋଟେଲ ମା୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରୟାସ କରିଛି। କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା…