Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁଇ ଦିନ ମଧ୍ୟରେ ବିଜେପି ଘୋଷଣା କରିବା ଶହେ ସାଂସଦ ପ୍ରାର୍ଥୀ, ଓଡ଼ିଶାରୁ କିଏ?

ଭୁବନେଶ୍ୱର:  ଆସନ୍ତା ମାସରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ନିର୍ବାଚନ ଘୋଷଣାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଫେବୃଆରୀ ୨୯ ରେ ୧୦୦ ସାଂସଦ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବ ବୋଲି ଆଶା କରାଯାଉଛି । ଏହି ତାଲିକାରେ ଓଡ଼ିଶାରୁ ୨ରୁ ୩ ଜଣ ପ୍ରାର୍ଥୀ ରହିବେ।…

ପ୍ରତିବର୍ଷ ହେବ ବାଘ ଗଣନା, ଗତିବିଧି ଉପରେ ନଜର ରଖିବାକୁ ଲାଗିବ କ୍ୟାମେରା ଟ୍ରାପ୍ : ବନ ଅଧିକାରୀ

ଭୁବନେଶ୍ୱର: ବାଘ ଗଣନାର ସଫଳତା ପରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଓଡ଼ିଶା ସରକାର ପ୍ରତିବର୍ଷ ବାଘ ଗଣନା କରିବେ। ଏକ ସାମ୍ବାଦିକ ସମ୍ମିଳନୀରେ ନନ୍ଦ ପ୍ରକାଶ କରିଛନ୍ତି ଯେ ବାର୍ଷିକ ଗଣନାର ଏକ ଅଂଶ ଭାବରେ ବର୍ଷ ସାରା ବାଘର…

ହସ୍ପିଟାଲ ବାହାରେ ଡ୍ରାଇଭର ଓ ମହିଳାଙ୍କ ମର ଶରୀରକୁ ଛାଡ଼ି ସଂପର୍କୀୟ ଫେରାର

ବଲାଙ୍ଗୀର: ହସ୍ପିଟାଲରେ ମହିଳାଙ୍କ ମୃତଦେହକୁ ନେବା ବଦଳରେ ତାଙ୍କୁ ଛାଡି ଦେଇ ସଂପର୍କୀୟ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଡାକ୍ତରଖାନାରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ଶବ ନେବାକୁ ବହୁ ଦୂରରୁ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭର। ମହିଳାଙ୍କ ମୃତଦେହ…

ବିଜେପିର ମିଶ୍ରଣ ପର୍ବ ବେଳେ ଧସେଇ ପଶିଲେ ଅସାମାଜିକ ବ୍ୟକ୍ତି!

ଝାରସୁଗୁଡ଼ା: ଲଇକେରା ତହସିଲ ଅନ୍ତର୍ଗତ ଝରିଆବାହାଲଠାରେ ମଙ୍ଗଳବାର ଆୟୋଜିତ ବିଜେପିର ଏକ କାର୍ଯ୍ୟକ୍ରମ 'ମିଶ୍ରଣ ପର୍ବ'ରେ କିଛି ଯୁବକ ହଙ୍ଗାମା କରିବା ସହ ମଞ୍ଚ ଭଙ୍ଗାରୁଜା କରିଥିଲେ। ବିଜେପି ପକ୍ଷରୁ ୪ଟି ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ମିଶ୍ରନ ପର୍ବ ଆୟୋଜନ କରାଯାଇଥିବା ବେଳେ…

ମଞ୍ଚରେ ପାଣ୍ଡିଆନଙ୍କ ସହ ଦେଖାକରିବାକୁ ଚାହୁଁଥିବା ଛାତ୍ରୀଙ୍କୁ ଓହ୍ଲାଇଦେଲେ ପୋଲିସ କର୍ମୀ

ଖୋର୍ଦ୍ଧା: ବେଗୁନିଆରେ ମଙ୍ଗଳବାର ଏକ ନୂଆ-ଓ କାର୍ଯ୍ୟକ୍ରମ ବେଳେ ଜଣେ ଛାତ୍ରୀଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଭେଟିବାକୁ ବାରଣ କରାଯିବା ପରେ ମହିଳା ପୁଲିସ ତାଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲେ। ବେଗୁନିଆଠାରେ ୧୨ଟି କଲେଜର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନୂଆ-ଓ କାର୍ଯ୍ୟକ୍ରମ…

ନିର୍ବାଚନ ପୂର୍ବରୁ ବଦଳିଲେ ୧୫୬ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ଼ ଧରଣ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ବଦଳି ନିୟମକୁ କଡ଼ାକଡ଼ି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବା ପରେ ରାଜ୍ୟର ଓଏଏସ ସ୍ତରରେ ବଦଳି କରିଛନ୍ତି। ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ…

କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ଭୁବନେଶ୍ଵର; ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନ୍ର ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ…

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା:ପିସିସିଏଫ୍

ଭୁବନେଶ୍ଵର; ଏଣିକି ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭…

ମାହାଙ୍ଗା: ନେତା, କର୍ମୀ ଏବେ କଂଗ୍ରେସ ମୁହାଁ, ଅସନ୍ତୁଷ୍ଟ ବିଜେଡି-ବିଜେପି ନେତା!

ମାହାଙ୍ଗା: ଆସନ୍ତା ନିର୍ବାଚନ ପାଇଁ ରାଜନୀତି ବେଶ୍ ସରଗରମ୍ । ଭୋଟରଙ୍କୁ ମନାଇବାକୁ ପ୍ରସ୍ତୁତ ହୋଇଗଲେଣି ନେତା । କିଏ ପଦ୍ମ ଛାଡ଼ି ହାତ ଧରୁଛି, ଆଉ କିଏ ହାତ ଛାଡ଼ି ପଦ୍ମ ଆଉ ଶଙ୍ଖକୁ ବାଛି ନେଉଛନ୍ତି । ସବୁବେଳେ ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଛି ମାହାଙ୍ଗା । ଏବେ ମାହାଙ୍ଗା…

ଆସନ୍ତା ୫ ବର୍ଷରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର, ମହିଳାଙ୍କୁ ମିଳିବ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ମିଶନ ଶକ୍ତି ମହିଳା ମାନଙ୍କୁ ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ। ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ପେରସ୍ତ ହେବ । ମୋଟ ୧୪୫କୋଟି ଟଙ୍କା ଫେରସ୍ତ…