Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜବତ ହେଲା ଗୋଲଡେନ ବାବାର ଆଉ ଏକ ଦାମୀ କାର

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ ବାବାର ଏକ ଦାମୀ ବିଏମଡବ୍ଲ୍ୟୁ କାରକୁ ଜବତ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲରେ ପାର୍କିଂରୁ ଏହି ଗାଡ଼ିକୁ ଠାବ କରି ପରବର୍ତ୍ତୀ ସମୟରେ ଜବତ କରିଛି।…

ମୌସୁମୀର ଲୁଚକାଳି ଖେଳ, ପଡ଼ିଆ ପଡ଼ିଛି ରାୟଗଡ଼ା ୭୦ ଭାଗ ଧାନ ଜମି

ରାୟଗଡ଼ା: ପ୍ରକୃତିର ପ୍ରକୋପ ସାଙ୍ଗକୁ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଏ ବର୍ଷର ଚାଷୀ ଭାଇ ଚିନ୍ତାରେ । ଚଳିତ ଥର ବର୍ଷା ଅଭାବ ଯୋଗୁଁ ଧାନବିଲରେ ଏ ଯାଏ ଆଶାନୁରୂପ ରୁଆ ବେଉଷଣା ହୋଇପାରି ନାହିଁ । ଆଷାଢ଼ ଯାଇ ଶ୍ରାବଣ ମଝି ହେବାକୁ ବସିଲାଣି ହେଲେ ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷା…

ସେତୁ ଯୋଜନାର ବ୍ୟୟ ଅଟକଳ ୧୦୦ କୋଟିକୁ ବୃଦ୍ଧି; ସାମିଲ ହେଲା ସ୍ୱାଭିମାନ ଅଞ୍ଚଳର ୧୦ ପଞ୍ଚାୟତ

ଭୁବନେଶ୍ୱର: ସେତୁ (SETU-  Socio-Economic Transformation and Upliftment) ଯୋଜନାର ବ୍ୟୟ ଅଟକଳ ବୃଦ୍ଧି କଲେ ମୁ୍ଖ୍ୟମନ୍ତ୍ରୀ। ସେତୁ ଯୋଜନା  ବ୍ୟୟ ଅଟକଳକୁ ୫୦ରୁ ୧୦୦ କୋଟିକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ…

ଚାଷୀଙ୍କ ଫସଲ ବୀମା ପ୍ରିମିୟମ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଜାଣନ୍ତୁ ନିୟମ…

ଭୁବନେଶ୍ୱର: ୨୦୨୩ ଖରିଫ ଓ ୨୦୨୫-୨୬ ରବି ଫସଲ ପାଇଁ ବୀମା କରାଯିବ । ଚାଷୀଙ୍କ ବୀମାର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ସାମିଲ୍ ରହିବ । ଫସଲରେ କ୍ଷତି ଭରଣ ପାଇଁ ଫସଲ ବୀମା ହୋଇଥାଏ । ପ୍ରତି ୩ ବର୍ଷରେ…

ଭିଜିଲାନ୍ସ ଜାଲରେ ଏଏସଆଇ; ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡିଲା ମହିଳା ପୋଲିସ ଅଧିକାରୀ । ଲାଞ୍ଚ ଟଙ୍କା ସହ ରେଡ ହାଣ୍ଡରେ ଧରାପଡିଛନ୍ତି ସହିଦ ନଗର ଥାନା ଏଏସଆଇ ମମତା ବସ୍ତଆ । ୧୫ ତହାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ  । ଏକ ମାମଲାରେ ସହଯୋଗ କରିବା ପାଇଁ  ସହିଦ ନାଗର ଥାନା  ଏଏସଆଇ ମମତା…

ପରକୀୟା ପ୍ରୀତି ଉଜାଡି ଦେଲା ସଂସାର: ହକ ପାଇଁ ଶାଶୂଘର ଦୁଆରେ ଅନଶନରେ ବସିଲେ ମାନୀନି

ଜଗତସିଂହପୁର:  ହକ୍ ପାଇଁ ଲଢେଇ । ଶାଶୂ ଘର ଲୋକଙ୍କ ବିରୋଧରେ ଅନଶନ । ଶାଶୂ ଘରେ ଜାଗା ଟିକେ ଦେଲେନି । ଦାଣ୍ଡରେ ବସି ହକ ମାଗିଲେ ଘରର ବୋହୂ । ଚାରିଦିନ ବିତିଗଲାଣି । ହେଲେ ତାଙ୍କ ପାଇଁ କବାଟଖୋଲୁନି । ଘରେ ତାଲା ପକେଇ କୁଆଡେ ଚାଲି ଯାଇଛନ୍ତି ଦେଢଶୁର, ଯାଆ ଓ ସ୍ୱାମୀ । ତଥାପି ନିଜ…

ନବ ଦାସ ହତ୍ୟାକାଣ୍ଡ: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା: କିଛି ଦିନ ହେବ କ୍ୟବିନେଟ ରାଙ୍କ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମନରୁ ଲିଭି ଯାଇଥିବାବେଳେ ଆଜି ପୁଣି ଏହାକୁ ନେଇ ଚର୍ଚ୍ଚା ଜୋର ଧରିିଛି ।   କାରଣ ଆଜି ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଛି ପୋଲିସ ।  ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ …

ସଚିବଙ୍କ ଅଡିଓ କ୍ଲିପକୁ ନେଇ ବର୍ଷିଲେ ସାଂସଦ; କହିଲେ, ଏତେ ଘୃଣା କାହିଁକି?

ଭୁବନେଶ୍ୱର:ମିଶନ ଶକ୍ତି ସଚିବଙ୍କ ଅଡିଓ କ୍ଲିପକୁ ନେଇ ତାତିଲା ରାଜନୀତି । ଅଡ଼ିଓ କ୍ଲିପରେ ସଚିବଙ୍କ ଗାଳିକୁ ନେଇ ଜୋରଦାର ବର୍ଷିିଲା ବିଜେପି। 5ଟି ସଚିବ ଭି.କେ.ପାଣ୍ଡିଆାନଙ୍କୁ ଟାର୍ଗେଟ କରି ଆସୁଥିବା ବିଜେପି ଏବେ ଟାର୍ଗେଟ କରିଛି ତାଙ୍କର ପତ୍ନୀ ତଥା ମିଶନ ଶକ୍ତି ସଚବ ସୁ୍ଜାତା…

ଗାଧୋଇବା ପାଣି ପାଇଁ ଦୁର୍ଦ୍ଦଶା ରେ ତୁକୁଲା ଗ୍ରାମବାସୀ

ନୁଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର  ବୃହତ୍ତମ ଗାଁ  ହେଉଛି ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ଗାଧୋଇବା ପାଣି ସମସ୍ୟା ଏହି ଗାଁ ପାଇଁ ଏକ ବିରାଟ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଶ୍ରାବଣ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହୋଇ…

ପ୍ରେସମିଟରେ ବାକ୍ ଯୁଦ୍ଧ: ମିଶନ ଶକ୍ତିକୁ ନେଇ ପରସ୍ପର ଉପରେ ବର୍ଷିଲେ ବିଜେପି-ବିଜେଡି

ଭୁବନେଶ୍ୱର:ମିଶନ ଶକ୍ତି ଯୋଜନାକୁ ନେଇ ମୁହାଁମୁହିଁ ହେଲେ ଶାସକ-ବିରୋଧୀ । ଯୋଜନାକୁ ନେଇ ଅଭିଯୋଗ-ପ୍ରତି ଅଭିଯୋଗ ।   ମିଶନ ଶକ୍ତି ଯୋଜନା ବିଜେଡିର ନିର୍ବାଚନୀ ଏଜେଣ୍ଡା ପାଲଟିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରା ଯାଇଥିବାବେଳେ  ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ…