Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଜିଏସଟି ଠକ

ଭୁବନେଶ୍ୱର: ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜିଏସଟିର ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଜିଜିଆଇ) ଦୁଇ ଜିଏସଟି ଠକକୁ ଗିରଫ କରିଛି। ଏହି ଦୁଇ ଠକ ଦିଲ୍ଲୀ ବାହାରେ ଜିଏସଟି ଠକେଇ କରି ସାରି ଭୁବନେଶ୍ୱରରେ ରହୁଥିଲେ। ଜିଏସଟିର…

ସମୀର ମହାନ୍ତିଙ୍କୁ ନୂଆ ନିଯୁକ୍ତି ଦେଲା ବିଜେପି

ନୂଆଦିଲ୍ଲୀ: ଓଡ଼ିଶା ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜାତୀୟ କାର୍ଯ୍ୟକାରିଣୀ କମିଟିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଯୁକ୍ତି ସମ୍ପର୍କରେ ଦଳ…

୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି ଅଭିଯୋଗ

ପୁରୀ: ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି । ଡଙ୍ଗା, ଇଞ୍ଜିନ୍, ଜାଲ ଆଦି କିଣିବା ପାଇଁ ଋଣ କରାଯାଇଛି ହେଲେ ମତ୍ସ୍ୟଜୀବୀ କିଛି ଜାଣି ନାହାନ୍ତି । ୨୦୧୩ ମସିହାରୁ ଏଭଳି ହୋଇଥିବା ଅଭିଯୋଗ କରିଛି ସାଗରପୁତ୍ର ମତ୍ସ୍ୟଜୀବୀ ସୋସାଇଟି । ପ୍ରାୟ ୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଏଭଳି ଋଣ ଜାଲିଆତି…

ଜବତ ହେଲା ଗୋଲଡେନ ବାବାର ଆଉ ଏକ ଦାମୀ କାର

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ ବାବାର ଏକ ଦାମୀ ବିଏମଡବ୍ଲ୍ୟୁ କାରକୁ ଜବତ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲରେ ପାର୍କିଂରୁ ଏହି ଗାଡ଼ିକୁ ଠାବ କରି ପରବର୍ତ୍ତୀ ସମୟରେ ଜବତ କରିଛି।…

ମୌସୁମୀର ଲୁଚକାଳି ଖେଳ, ପଡ଼ିଆ ପଡ଼ିଛି ରାୟଗଡ଼ା ୭୦ ଭାଗ ଧାନ ଜମି

ରାୟଗଡ଼ା: ପ୍ରକୃତିର ପ୍ରକୋପ ସାଙ୍ଗକୁ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଏ ବର୍ଷର ଚାଷୀ ଭାଇ ଚିନ୍ତାରେ । ଚଳିତ ଥର ବର୍ଷା ଅଭାବ ଯୋଗୁଁ ଧାନବିଲରେ ଏ ଯାଏ ଆଶାନୁରୂପ ରୁଆ ବେଉଷଣା ହୋଇପାରି ନାହିଁ । ଆଷାଢ଼ ଯାଇ ଶ୍ରାବଣ ମଝି ହେବାକୁ ବସିଲାଣି ହେଲେ ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷା…

ସେତୁ ଯୋଜନାର ବ୍ୟୟ ଅଟକଳ ୧୦୦ କୋଟିକୁ ବୃଦ୍ଧି; ସାମିଲ ହେଲା ସ୍ୱାଭିମାନ ଅଞ୍ଚଳର ୧୦ ପଞ୍ଚାୟତ

ଭୁବନେଶ୍ୱର: ସେତୁ (SETU-  Socio-Economic Transformation and Upliftment) ଯୋଜନାର ବ୍ୟୟ ଅଟକଳ ବୃଦ୍ଧି କଲେ ମୁ୍ଖ୍ୟମନ୍ତ୍ରୀ। ସେତୁ ଯୋଜନା  ବ୍ୟୟ ଅଟକଳକୁ ୫୦ରୁ ୧୦୦ କୋଟିକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ…

ଚାଷୀଙ୍କ ଫସଲ ବୀମା ପ୍ରିମିୟମ୍ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଜାଣନ୍ତୁ ନିୟମ…

ଭୁବନେଶ୍ୱର: ୨୦୨୩ ଖରିଫ ଓ ୨୦୨୫-୨୬ ରବି ଫସଲ ପାଇଁ ବୀମା କରାଯିବ । ଚାଷୀଙ୍କ ବୀମାର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ସାମିଲ୍ ରହିବ । ଫସଲରେ କ୍ଷତି ଭରଣ ପାଇଁ ଫସଲ ବୀମା ହୋଇଥାଏ । ପ୍ରତି ୩ ବର୍ଷରେ…

ଭିଜିଲାନ୍ସ ଜାଲରେ ଏଏସଆଇ; ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡିଲା ମହିଳା ପୋଲିସ ଅଧିକାରୀ । ଲାଞ୍ଚ ଟଙ୍କା ସହ ରେଡ ହାଣ୍ଡରେ ଧରାପଡିଛନ୍ତି ସହିଦ ନଗର ଥାନା ଏଏସଆଇ ମମତା ବସ୍ତଆ । ୧୫ ତହାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ  । ଏକ ମାମଲାରେ ସହଯୋଗ କରିବା ପାଇଁ  ସହିଦ ନାଗର ଥାନା  ଏଏସଆଇ ମମତା…

ପରକୀୟା ପ୍ରୀତି ଉଜାଡି ଦେଲା ସଂସାର: ହକ ପାଇଁ ଶାଶୂଘର ଦୁଆରେ ଅନଶନରେ ବସିଲେ ମାନୀନି

ଜଗତସିଂହପୁର:  ହକ୍ ପାଇଁ ଲଢେଇ । ଶାଶୂ ଘର ଲୋକଙ୍କ ବିରୋଧରେ ଅନଶନ । ଶାଶୂ ଘରେ ଜାଗା ଟିକେ ଦେଲେନି । ଦାଣ୍ଡରେ ବସି ହକ ମାଗିଲେ ଘରର ବୋହୂ । ଚାରିଦିନ ବିତିଗଲାଣି । ହେଲେ ତାଙ୍କ ପାଇଁ କବାଟଖୋଲୁନି । ଘରେ ତାଲା ପକେଇ କୁଆଡେ ଚାଲି ଯାଇଛନ୍ତି ଦେଢଶୁର, ଯାଆ ଓ ସ୍ୱାମୀ । ତଥାପି ନିଜ…

ନବ ଦାସ ହତ୍ୟାକାଣ୍ଡ: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା: କିଛି ଦିନ ହେବ କ୍ୟବିନେଟ ରାଙ୍କ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମନରୁ ଲିଭି ଯାଇଥିବାବେଳେ ଆଜି ପୁଣି ଏହାକୁ ନେଇ ଚର୍ଚ୍ଚା ଜୋର ଧରିିଛି ।   କାରଣ ଆଜି ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଛି ପୋଲିସ ।  ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ …