Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଗତ ହେଲା ଅନ୍ତରୀଣ ବଜେଟ, ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି 

ଭୁବନେଶ୍ୱର:ବିଧାନସଭାରେ ଆଗତ ହେଲା କାମଚଳା ବଜେଟ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆଗତ କରିଛନ୍ତି। ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି ରହିଛି। ରାଜ୍ୟର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି।…

ପୁରୀ ଲୋକସଭା ଆସନ: ପ୍ରାର୍ଥୀ ଖୋଜୁଛନ୍ତି କଂଗ୍ରେସ, ବିଜେଡି !

ପୁରୀ/ଭୁବନେଶ୍ୱର: ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କେବଳ ବିଜେଡ଼ିର ନୁହେଁ, କଂଗ୍ରେସ ମଧ୍ୟ କାହାକୁ ପ୍ରାର୍ଥୀ କରିବ ସେନେଇ ମଧ୍ୟ ଅଙ୍କ କଷୁଥିବା ଚର୍ଚ୍ଚାରେ ରହିଛି। ଫଳରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପୁରୀ ଲୋକସଭା ଆସନରେ…

ଓଡ଼ିଶା ଆସିବେ ମୁଖ୍ଯ ନିର୍ବାଚନ କମିଶନରଙ୍କ ୮ ଜଣିଆ ଟିମ୍ 

ଭୁବନେଶ୍ୱର:ନିର୍ବାଚନୀ ଋତୁ ପାଖେଇଲାଣି। ଆଗମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଯେତେବଳେ ସମସ୍ତ ରାଜନୈତକ ଦଳ ଅଣ୍ଟା ଭିଡ଼ିଲେଣି। ସେଠି ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳିତ ରୂପେ ପରିଚାଳନା କରାଯିବ ସେନେଇ ନିର୍ବାଚନ କମିଶନ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୧୫ ତାରିଖରେ…

ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟିରୁ ଅଧିକ ଟଙ୍କାର ଦକ୍ଷିଣା: ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଗତ ଜାନୁଆରୀ ୧୭ ତାରିଖରେ ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଛି । ତେବେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ପୁର ପଲ୍ଲୀରେ ବୁଲିଥିଲା ଅର୍ପଣ ରଥ । ଶ୍ରଦ୍ଧା ଓ ଭକ୍ତି ସହକାରେ ମହାପ୍ରଭୁଙ୍କ ନିମନ୍ତେ ଅରୁଆ…

ସ୍ଵତନ୍ତ୍ର ଟ୍ରେନ ଯୋଗେ ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ଜଣ ବରିଷ୍ଠ ନାଗରିକ

ଭୁବନେଶ୍ବର: ତିରୁପତିଙ୍କ ଦର୍ଶନ ପାଇଁ ବାହାରିଲେ ୯୭୦ ଜଣ ବରିଷ୍ଠ ନାଗରିକ । କରିବେ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭେଲ୍ଲୋର ଅଭିମୁଖେ ବାହାରିଲେ ବରିଷ୍ଠ ନାଗରିକ । ଭର୍ଚୁଆଲ ମୋଡରେ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ଵର ରେଲୱେ…

ପ୍ରଶ୍ନକାଳରେ ନରସିଂହ ଆଣିଲେ ସାମ୍ବାଦିକ ପ୍ରସଙ୍ଗ 

ଭୁବନେଶ୍ୱର:ରାଜରାସ୍ତାରୁ ସାମ୍ବାଦିକଙ୍କ ଦାବିକୁ ଗୃହରେ ଉପସ୍ଥାପନା କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ବିଧାନସଭାର ଚତୁର୍ଥ ଦିନର ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଦାବି ଉଠାଇଛନ୍ତି । ରାଜରାସ୍ତାରେ ସାମ୍ବାଦିକ ସଂଘ…

ଫେବୃଆରୀ ୧୦ରେ ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ

ପୁରୀ: ଆସନ୍ତା ୧୦ ତାରିଖ ଶନିବାର ଦିନ ମହାପ୍ରଭୁଙ୍କ ଦୁର୍ଲଭ ଚିତାକର୍ଷକ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ…

ଅପରେଶନ ହ୍ଵାଇଟ୍ ସ୍ପାଇଡର୍: ଗୋଟିଏ ମାସରେ ଜବତ ହୋଇଛି କେବଳ ୧୪୪ ଗ୍ରାମରୁ ଅଧିକ ଧଳା ଜହର

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ସେଥିପାଇଁ ଗତ ୨୦୨୧ ମସିହା ଅଗଷ୍ଟ ମାସରେ ଗଠିତ ହୋଇଛି ଅପରେସନ ହ୍ଵାଇଟ ସ୍ପାଇଡର । ତେବେ ଏହି ଅପରେସନ ହ୍ଵାଇଟ ସ୍ପାଇଡର ମାଧ୍ୟମରେ…

ଦିନକୁ ଦିନ କମୁଛି ରାଜ୍ୟରେ ବାଘ ସଂଖ୍ୟା, ଶିମିଳିପାଳରେ ପୁଣି ଏକ ମହାବଳର ମୃତ୍ୟୁ

ବାରିପଦା: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ବାଘ ସଂଖ୍ୟା । ଏହାରିଭିତରେ ଶିମିଳିପାଳରୁ ଆସିଛି ଏକ ବଡ ଖବର । ଶିମିଳିପାଳରୁ ମିଳିଛି ପୁଣି ଏକ ମହାବଳ ବାଘର ମୃତଦେହ । ଶିମିଳିପାଳର ଦୁଦୁରୁଚମ୍ପା ଠାରେ ମିଳିଛି ମହାବଳ ବାଘର ମୃତଦେହ । ଏନେଇ ସୂଚନା ଦେଇଛନ୍ତି ଅଭୟାରଣ୍ୟ ଆରସିସିଏଫ୍…

ବିଧାନସଭାରେ ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ହିସାବ 

ଭୁବନେଶ୍ୱର: ବିଧାନସଭାର ୪ର୍ଥ ଦିନରେ ଉପସ୍ଥାପନ ହେଲା ବଜ୍ରପାତରେ ମୃତ୍ୟବରଣ କରିଥିବା ଲୋକଙ୍କ ହିସାବ। ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି ସେ ନେଇ ତଥ୍ୟ ଉପସ୍ଥାପନା କରାଯାଇଛି। ଷୋଡ଼ଶ ବିଧାନସଭାର ୪ର୍ଥ ଦିନରେ ପ୍ରଶ୍ନ ପଚାରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ…