Latest Odisha News

BREAKING NEWS

Browsing Category

ଓଡିଶା

Odisha

ନନ୍ଦନକାନନରେ ୯ ମାସର ବାଘ ଶାବକ ମୃତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୯ ମାସର ଅଣ୍ଡିରା ବାଘ ଶାବକର ମୃତ୍ୟୁ ହୋଇଛି। ବାଘୁଣୀ ଜୟଶ୍ରୀର ପ୍ରଥମ ଗର୍ଭରୁ ଜନ୍ମ ହୋଇଥିଲା ସାଧାରଣ ଲାଲ ରଙ୍ଗର ଅଣ୍ଡିରା ଶାବକ। ଡିସେମ୍ବର ୨୭, ୨୦୨୫ରେ ବାଘ ଅମିତ ଏବଂ ବାଘୁଣୀ ଜୟଶ୍ରୀ ମିଳନରୁ ତିନୋଟି ଛୁଆ ଜନ୍ମ ହୋଇଥିଲା। ସେମାନଙ୍କ…

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୧ ଜିଲ୍ଲା ପାଇଁ ଏକ ସତର୍କ ସୂଚନା ଜାରି କରିଛି।ଯେଉଁଥିରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,…

ଲଘୁଚାପ ପ୍ରଭାବରେ ଅଶାନ୍ତ ସମୁଦ୍ର: ମତ୍ସ୍ୟଜୀବୀଙ୍କ ପାଇଁ ଲାଗିଲା କଟକଣା

ଭୁବନେଶ୍ୱର: ଆଜି ଅବପାତ ରୂପ ନେବ ଲଘୁଚାପ। ୨୦ ଯାଏ ଭୀଷଣ ବର୍ଷିବ। ଆଉ ୨୬ ବେଳକୁ ଚତୁର୍ଥ ଲଘୁଚାପ ସମ୍ଭାବନା ରହିଛି। ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ରବିବାର ଅପରାହ୍ନ…

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଘରେ ଶୋଇଥିବାବେଳେ ଚାଲିଗଲା ଆଈ-ନାତିଙ୍କ ଜୀବନ

ବାଲେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଲଗାଣ ବର୍ଷାରେ ବେହାଲ ସାରା ଓଡିଶା। ବିଶେଷ କରି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏହି ସମୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ନେତୁଆ ପଞ୍ଚାୟତ…

ବାରିପଦାରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ: ଟ୍ରାକ୍ ଧସିବାରୁ ବାତିଲ ହେଲା ଏକାଧିକ ଟ୍ରେନ୍

ବାରିପଦା: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସ୍ୱାଭାବିକ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା କାରଣରୁ ସୋମବାର ଦିନ ବାରିପଦା ଷ୍ଟେସନ୍ ମାର୍କେଟ୍ ଅଞ୍ଚଳରେ ଥିବା ସୁଙ୍ଗାଡିଆ ନିକଟରେ ରେଳଧାରଣା ଧସିଯିବା…

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ପାଞ୍ଚଟି ସ୍ଲୁଇସ୍ ଗେଟ୍ ସୋମବାର ଦିନ ଖୋଲାଯାଇଛି। ଏଥିସହିତ ବର୍ତ୍ତମାନ ଡ୍ୟାମର ମୋଟ ୭ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଯେଉଁଥିରେ ବାମ ପାର୍ଶ୍ୱରେ ପାଞ୍ଚଟି ଏବଂ ଡାହାଣ ପାର୍ଶ୍ୱରେ ଦୁଇଟି ଗେଟ୍ ଖୋଲା ରହିଛି। ପୂର୍ବରୁ ଦୁଇଟି ଗେଟ୍…

ପ୍ରବଳ ବର୍ଷା ଆଶଙ୍କା; ଓଡ଼ିଶାର ୫ ଜିଲ୍ଲାରେ ଆଜି ସ୍କୁଲ ବନ୍ଦ

ଭୁବନେଶ୍ୱର: ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଞ୍ଜର ଜିଲ୍ଲା ପ୍ରଶାସନ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ର ସାମିଲ ରହିଛି। ରିପୋର୍ଟ…

ପୁରୀରେ ମହାପ୍ରଭୁଙ୍କ ଆଶିଷ ନେଲେ ନୂଆ ଅତିରିକ୍ତ ଡିଜିପି ବିନୟତୋଷ ମିଶ୍ର

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଓଡ଼ିଶାର ନୂଆ ଅତିରିକ୍ତ ପୋଲିସ ମୁଖ୍ୟ ବିନୟତୋଷ ମିଶ୍ର। ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ ପରେ ମହିଳା ସୁରକ୍ଷା, ସାଇବର ଅପରାଧ ଦମନ ଏବଂ ପର୍ବ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ନୂଆ ଅତିରିକ୍ତ ପୋଲିସ…

NH-53 collapses:ଲଗାଣ ବର୍ଷାରେ ଜାତୀୟ ରାଜପଥ NH 53 ଦବିଲା, ଓଲଟିଲା ଟ୍ରକ୍;ନିମ୍ନମାନର ରାସ୍ତା କାମ ଅଭିଯୋଗ

ମହାକାଳପଡ଼ା:ଲଗାଣ ବର୍ଷାରେ କେନ୍ଦ୍ରପଡ଼ା ସ୍ଥିତି ବେହାଲ । ଲଗାଣ ବର୍ଷାରେ ମହାକାଳପଡ଼ା ଦେଇ ଯାଇଥିବା ୫୩ ନଂ(NH-53) ଜାତୀୟ ରାଜପଥର ଏକ ଅଂଶ ରବିବାର ଧସି ଯାଇଛି। ଫଳରେ ୩ଟି ଟ୍ରକ୍ ଧସି ଯାଇ ପାଣିରେ ଓଲଟି ପଡ଼ିଛି। କ୍ରମାଗତ ବର୍ଷା ଯୋଗୁଁ ନୂତନ ଭାବେ ନିର୍ମିତ ରାସ୍ତାଟି ଦୁର୍ବଳ…

ଆକାଶମାର୍ଗରୁ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଯାଜପୁର,ଭଦ୍ରକ ସମେତ ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର ଓ ଭଦ୍ରକର ବନ୍ୟାଞ୍ଚଳ…