Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଗପହଣ୍ଡି ସଡକ ଦୁର୍ଘଟଣା; ଦୁଃଖ ପ୍ରାକାଶ କରିବା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ…

ପତ୍ନୀଙ୍କ ସହ ଘର ମାଲିକ ଓ ତାଙ୍କ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀ ଫେରାର

ଢେଙ୍କାନାଳ: ଭୁଜାଲି ଧରି ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ। ଏପରିକି ପାଖରେ ଥିବା  ଦୋକାନମାଲିକ ଓ ତାଙ୍କ ଦୁଇ ଝିଅଙ୍କୁ ମାରି ଗୁରୁତର ଅବସ୍ଥା କରି ଘଟଣାସ୍ଥଳରୁ ଫେରାର ଅଛି ସ୍ୱାମୀ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୯ ନମ୍ବର ୱାର୍ଡ…

ଗଞ୍ଜାମରେ ସଡ଼କ ଦୁର୍ଘଟଣା: ୧୨ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି ବସ୍ ଦିଗପହଣ୍ଡି ଆଡ଼କୁ…

‘ସେବା କରିବାକୁ ଅଟକାଇ ପାରିବେନି’, କେଉଁ ଉଦ୍ଦେଶ୍ୟରେ ଓ କାହାକୁ କହିଲେ ରୋହିତ ପୂଜାରୀ?

ରେଢାଖୋଲ: ରେଢାଖୋଲବାସୀ ସେବା କରିବା ପାଇଁ ଏଭଳି କୌଣସି ଶକ୍ତି ମୋତେ ଅଟକାଇ ପାରିବ ନାହିଁ। ରବିବାର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲର ବିଧାୟକ ରୋହିତ ପୂଜାରୀ ଏକ କଲେଜ ଉତ୍ସବରେ ଯୋଗ ଦେଇ ଏଭଳି କହିଛନ୍ତି। ଗତ 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତ…

ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ ଫଳରେ ଦେଶର ୪ ଜଣ ରୋଗୀଙ୍କର ନୂତନ ଜୀବନ ଲାଭ

ଭୁବନେଶ୍ୱର: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଙ୍ଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇ ପାରିଛି । ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ…

ମୌସୁମୀ ଋତୁ ପାଇଁ ଟିପିଏସ୍‌ଓଡିଏଲ୍‌ର ବ୍ୟାପକ ପଦକ୍ଷେପ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍ ବଣ୍ଟନ ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ଆସନ୍ତା ମୌସୁମୀ ସମୟରେ ବିଜୁଳି ଯୋଗାଣ ପାଇଁ ଅନେକ ପଦକ୍ଷେପ ନେଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଧିକ…

ଓଟିଇଟି ପରୀକ୍ଷାରେ ପେପର୍ ଓ ସେଣ୍ଟର ଦ୍ୱନ୍ଦ୍ୱ, ପ୍ରତିକ୍ରିୟା ରଖିଲେ ବୋର୍ଡ ସଭାପତି

କଟକ: ଜୁଲାଇ ୧ ତାରିଖରେ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଲାଗି ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ୍ http://bseodisha.ac.in/ ରେ ଉପଲବ୍ଧ ହୋଇଛି । ତେବେ କିଛି ପରୀକ୍ଷାର୍ଥୀ ଅଭିଯୋଗ…

ନାଗା ସାଧୁ ବେଶରେ ଆସି ପରିବାର ଠାରୁ ସୁନାଗହଣା ଲୁଟି ନେଲେ ୬ ଜଣ

ଭୁବନେଶ୍ୱର: ରାଜଧାନୀରେ ଲୁଟ୍ । ବେଶ ବଦଳାଇ ନାଗା ସାଧୁ ବେଶରେ ଆସିଲେ, ପରିବାର ଠାରୁ ଲୁଟିନେଲେ ଅଳଙ୍କାର । ସୂଚନା ଅନୁସାରେ, ଶନିବାର ସାଧୁଙ୍କ ବେଶରେ ୬ ଜଣ ଆସିବା ସହ ନନ୍ଦନକାନନ ଥାନା ରଘୁନାଥପୁର ଗୁଣ୍ଡିଚା ମନ୍ଦିରରେ ରହିଥିଲେ । ରଘୁନାଥପୁରର ପ୍ରାଣକୃଷ୍ଣ ପଢ଼ିହାରୀ ସାଧୁଙ୍କୁ…

ବିଦ୍ୟୁତ୍ କାଟ୍ ପରେ ବିଲିଂରେ ବି ଟାଟା ପାୱାରର ମନମାନି, ଟ୍ୱିଟରରେ ଜବାବ ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଥମୁନି ଟାଟା ପାୱାରର ଶୋଷଣ । ଖରା ଦିନେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ହନ୍ତସନ୍ତ କରିଥିଲା । ଏବେ ଟାଟା ପାୱାର ମାସିକ ୩୦ ଦିନକୁ ୪୦ ଦିନ କରି ସାରିଲାଣି । ଏକଥା ଆମେ କହୁନୁ ବରଂ ଟାଟା ପାୱାର ଗ୍ରାହକଙ୍କୁ ଦେଉଥିବା ବିଦ୍ୟୁତ୍ ବିଲ୍ କହୁଛି । ଏନେଇ କଟକର ଜଣେ ଗ୍ରାହକ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ତୁଟୁନି ଘର କଳି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ କେଳେଙ୍କାରୀ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ନେଇ ବିଜେଡି କାଉଣ୍ଟର କରିଛି । ଆଜି ପ୍ରେସମିଟ୍ କରି ବିଜେଡି କହିଛି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ…