Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଳରେ କୋଣଠେସା ନେଇ ଚର୍ଚ୍ଚା ବେଳେ ଅମିତ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ନିକଟରେ ଦଳୀୟ କାର୍ଯ୍ୟକ୍ରମରେ ଉପେକ୍ଷିତ ହୋଇଥିବା ନେଇ ପରୋକ୍ଷରେ କହିଥିବା କଟକ ସାଂସଦ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହାପରେ ସେ ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବରେ ସାମିଲ…

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସରେ ୬୦ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛି: ତାରା ବାହିନୀପତି

ଭୁବନେଶ୍ୱର: ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଦଳର ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋକପାତ କରି ଆଗାମୀ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୬୦ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଥିବା ଘୋଷଣା କରିଛନ୍ତି। କେବଳ ବିଜୟୀ ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ ଦିଆଯିବ ଏବଂ…

‘କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଧ୍ୟାପକଙ୍କୁ ମଧ୍ୟ ନିଶା ବିରୋଧୀ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ’

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକ ଏବେ ନିଶାମୁକ୍ତ ହେବ। କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଧ୍ୟାପକଙ୍କୁ ମଧ୍ୟ ନିଶା ବିରୋଧୀ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରାଯାଇଛି ବୋଲି କମିଟି ଅଧ୍ୟକ୍ଷ…

କ୍ୟାବ ଡ୍ରାଇଭରଙ୍କ ପାଉଣା ନଦେଇ ଚମ୍ପଟ ମାରୁଥିବା ମହିଳା ଅଟକ

ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି)ର କର୍ମଚାରୀ ପରିଚୟ ଦେଇ ଜଣେ ମହିଳା ମାସେ ହେବ କ୍ୟାବ୍ ଡ୍ରାଇଭରଙ୍କୁ ପଇସା ନଦେଇ ଠକେଇ କରିବା ଅଭିଯୋଗରେ ଆଜି ଧରାପଡ଼ିଛନ୍ତି। ଅଟକ ମହିଳା ଶୁଭଶ୍ରୀ ବାରିକ ବୋଲି ଜଣାପଡ଼ିଛି। ସେ ନିଜକୁ ଆଇଓସି କର୍ମଚାରୀ ବୋଲି ଦାବି କରି କ୍ୟାବ୍…

ପ୍ରେମିକ ଛୁରାମାଡ଼ରେ ଯୁବତୀ ଗୁରୁତର

ଖୋର୍ଦ୍ଧା: ବଚସା ଭୁଲିଲା ସମ୍ପର୍କ। ପ୍ରେମିକ ଛୁରାମାଡ଼ କରିବାରୁ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଏହପରି ଏକ ଘଟଣା ଘଟିଛି। ଯାଜପୁର ଜିଲ୍ଲାର ଏହି ନାବାଳିକା ଜଣକ ଖୋର୍ଦ୍ଧା ସହରର ଏକ ଗାଡ଼ି ଶୋ'ରୁମରେ କାମ କରନ୍ତି। ସବୁଦିନ ଭଳି ସେ ଦିନ ଡ୍ୟୁଟିକୁ ଯାଇ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ଡିଏନଏ ରିପୋର୍ଟରୁ ସ୍ପଷ୍ଟ, ତୃତୀୟ ମୃତକ ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ଏୟାର କଣ୍ଡିସନର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିଛି। ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି। ପ୍ରଥମେ ପ୍ରାଣ ହରାଇଥିବା ବ୍ୟକ୍ତି ଜ୍ୟୋତି ଏବଂ…

ଟ୍ରାକ୍ଟର ଧକ୍କାରେ ଆମ୍ବୁଲାନ୍ସ ଚାଳକ ଓ ଜଣେ ରୋଗୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରାକ୍ଟର ଧକ୍କାରେ ଆମ୍ବୁଲାନ୍ସ ଚାଳକ ଓ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ଲଖନପୁରରୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବେଳେ ରାଜପଥର ସଦର ଥାନା ନିକଟରେ ଟ୍ରାକ୍ଟରଟି ଧକ୍କା ଦେଇଥିଲା।…

୫ଟି ଅଧ୍ୟକ୍ଷଙ୍କ ଘୋଷଣା: ଅଙ୍ଗନବାଡ଼ି, ଆଶା କର୍ମୀ ଓ ରୋଷେୟାଙ୍କ ଦରମା ବୃଦ୍ଧି ହେବ

ନବରଙ୍ଗପୁର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଦରମା ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି। ଜିଲ୍ଲାର ରାଇଘରଠାରେ ଆୟୋଜିତ ଆମ ଓଡ଼ିଶା ଆମ ନବୀନ…

ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା, ୧୦ରୁ ହେବ ପକ୍ଷୀ ଗଣନା

ଅନୁଗୁଳର ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି । ଏହି ଦଳରେ ୫୬ ଜଣ ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩…

ଅଯୋଧ୍ୟାରୁ ଆସିଛି ଡାକରା, ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପୁରୀର ୬ ମଠାଧୀଶ

ପୁରୀ: ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ଵାଦଶୀ ତିଥିରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମହୋତ୍ସବ ପାଇଁ ଜାନୁଆରୀ ୧୯ ତାରିଖରେ ଅଯୋଧ୍ୟା ଯାତ୍ରା କରିବେ ଏହି ମଠାଧୀଶ…