Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ସମୃଦ୍ଧଶୀଳ ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ: ବିଜେପି

ଭୁବନେଶ୍ୱର: ସରିଲା ବର୍ଷ ୨୦୨୩ । ରାତି ପାହିଲେ ଇଂରାଜୀ ନୂଆବର୍ଷ-୨୦୨୪ । ଏନେଇ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ପ୍ରାକୃତିକ…

ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌, ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

ଗଞ୍ଜାମ: ପିକନିକ ସାରି ଫେରୁଥିବା ସମୟରେ ଅଘଟଣ । ଖୁସି ର ସମୟ ପାଲଟିଲା ଦୁଃଖରେ । ଗଞ୍ଜାମ ର ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ପଡିବାରୁ ଏଥିରେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ୨୦୨୩…

ନୂଆବର୍ଷ ଉପଲକ୍ଷେ ବାଲୁକାକଳାରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ । ଏହି ବାଲୁକା କଳାକୃତିକୁ ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ୨୫ ଫୁଟ୍…

ଜାନୁଆରୀ ୪ରୁ ଚିଲିକାରେ ବିଦେଶାଗତ ପକ୍ଷୀ ଗଣନା

ଭୁବନେଶ୍ବର: ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ ହେବେ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଡିଏଫ୍‌ଓ ସୂଚନା…

ବାଲୁକା କଳାରେ ନବବର୍ଷ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ 

ଭୁବନେଶ୍ବର: ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ୨୦ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ପ୍ରସ୍ତୁତ କରି ସାରା ବିଶ୍ୱକୁ ଇଂରାଜୀ ନୂତନବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ୧୫ ଟନ୍ ବାଲିରେ ସେ ଗଢ଼ିଛନ୍ତି ସୁନ୍ଦର ବାଲୁକା କଳା। ଯାହାକୁ…

କାର-ବାଇକ ମୁହାଁମୁହିଁ ଧକ୍କା, ଜଳିଗଲା କାର, ୪ ଗୁରୁତର

ନୟାଗଡ: କାର୍‌ ସହ ପିଟି ହେଲା ବାଇକ୍‌ । ହୁତୁହୁତୁ ହୋଇ ଜଳି ଉଠିଲା କାର୍ । ଘଟଣାରେ ଚାରି ଜଣ ଗୁରୁତର । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଜାମୁସାହି ନିକଟରେ । ସୂଚନା ମୁତାବକ, ଆଜି ଛତିଶଗଡ ର ଚାରି ଜଣ ବ୍ୟକ୍ତି ପୁରୀ କୁ ଜଗନ୍ନାଥ ଦର୍ଶନ କରିବା ପାଇଁ ଯାଉଥିଲେ ।…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଭିତର ଭିଡିଓ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଭିତର ଭିଡିଓ ସୋସିଆଲ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀ ଶ୍ରୀମନ୍ଦିର ଭିତରେ ଥିବା ନିର୍ମାଲ୍ୟ ଖଳାରେ ଠିଆ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ଜଣାପଡ଼ିବା ପରେ ବିଭିନ୍ନ…

ପୋଲିସ ଡିଜି ଭାବେ ଦାୟିତ୍ଵ ନେଲେ ଅରୁଣ ଷଡଙ୍ଗୀ

ଭୁବନେଶ୍ଵର: ନୂଆବର୍ଷରେ ମିଳିଲା ନୂତନ ଦାୟିତ୍ଵ । ପୋଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ  ଅରୁଣ ଷଡ଼ଙ୍ଗୀ । ୧୯୯୦ ବ୍ୟାଚର IPS ଅରୁଣ ଷଡ଼ଙ୍ଗୀ ଆଜି ବିଦ୍ଧିବଦ୍ଧ ଭାବରେ ଡିଜିପି ଦାୟିତ୍ୱ ଗ୍ରହଣ କରିଛନ୍ତି । BPSPAର ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅରୁଣ ଷଡଙ୍ଗୀ । ପୂର୍ବତନ…

୨୦୨୩ରେ ଭିଜିଲାନ୍ସକୁ ମିଳିଛି ଅଭୂତପୂର୍ବ ସଫଳତା, ଆସିଲା ୨୦୨୩ର ରିପୋର୍ଟ କାର୍ଡ

ଭୁବନେଶ୍ଵର: ୨୦୨୩ରେ ଭିଜିଲାନ୍ସ ବିଭାଗକୁ ମିଳିଛି ଅଭୂତପୂର୍ବ ସଫଳତା । ଚଳିତବର୍ଷ ୨୬୫ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୧୬୬ଜଣଙ୍କୁ ଗିରଫ କରି ୧୨୪କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଚଳିତବର୍ଷ ୫୮ ଜଣ…

ବାଲେଶ୍ଵରରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ । ଛୁରାମାଡ଼ ପଛରେ ବିଜେଡି ରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସ୍ଥାନୀୟ ଠିକାଦାର ପ୍ରଭାତ ବିଶ୍ଵାଳ ଙ୍କ ହାତ ଥିବା ନେଇ କହିଛନ୍ତି ତନ୍ମୟ । ଆଜି ସକାଳୁ ତନ୍ମୟ ଘରୁ ବାହାରି…