Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜରରେ କମ୍ପୁଛନ୍ତି ଶ୍ରୀଜୀଉ, ଅଲାରନାଥ ପୀଠରେ ଲାଗିଛି ଭକ୍ତଙ୍କ ଗହଳି

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଏବେ ଶ୍ରୀମନ୍ଦିରର ଅଣସର ଘରେ ରହିଛନ୍ତି । ଦଇତାପତିମାନେ ମହାପ୍ରଭୁଙ୍କ ଅସୁସ୍ଥତାର ଉପଚାର କରିବା ସହ ଓଷ ଲାଗି କରୁଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ପୁରୀକୁ ଆସୁଥିବା…

ଜଳୁଛି ପଶ୍ଚିମ ଓଡ଼ିଶା, ୪୩ ଡିଗ୍ରୀ ଉପରେ ୧୦ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଲାଗି ରହିଛି । ଆଜି ପଶ୍ଚିମ ଓଡ଼ିଶାର ୪ ସହରରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୧୦ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି । ବଲାଙ୍ଗିରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ବରଗଡ଼ରେ ପାରଦ…

ପୁରୀ ରଥଯାତ୍ରା ବେଳେ ଉଡ଼ାଇ ପାରିବେନି ଡ୍ରୋନ୍‌, ଲାଗିଲା କଟକଣା

ପୁରୀ: ଜୁନ୍ ୨୦ରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରା । ବିଶ୍ୱ ନିୟନ୍ତାଙ୍କ ମାନବୀୟ ଲୀଳାଖେଳା ଦେଖିବାକୁ ଛୁଟିବ ପୁରୀକୁ ଭକ୍ତଙ୍କ ଧାଡ଼ି । ଡିଜିଟାଲ୍ ଯୁଗରେ ସମସ୍ତେ ଠାକୁରଙ୍କ ବଡ଼ଦାଣ୍ଡରେ ଉପସ୍ଥିତିକୁ ମୋବାଇଲ୍ ଓ କ୍ୟାମେରାରେ କଏଦ କରିବାକୁ ଆଗ୍ରହୀ । ହେଲେ ରଥଯାତ୍ରା ସମୟରେ ଆପଣ…

‘ବିକାଶ ପାଇଁ ଅବିଶ୍ରାନ୍ତ କାମ କରୁଛି ବିଜେଡି ହେଲେ ବାଧା ଦେଉଛି ବିଜେପି ନେତାଙ୍କ ଷଡଯନ୍ତ୍ର’

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ବିଗତ ୨୩ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାମ କରୁଛି ।  ହେଲେ ଓଡିଶା ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡିଶାର ବିକାଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏମିତି ଅଭିଯୋଗ ଆଣିଛି ବିଜେଡି  । ଆଜି ଭୁବନେଶ୍ୱରଠାରେ…

୩୦ ଲକ୍ଷରେ ଛିଡା ହେଲା ୪୦ ଫୁଟର ମୂର୍ତ୍ତି, ୧୦ ମିନିଟ ପବନ ସହି ନ ପାରି ପଡିଗଲା

ରାଉରକେଲା:୫ ମାସ ତଳେ ନିର୍ମାଣ ହୋଇଥିଲା ୪୦ ଫୁଟର ପ୍ରତିମୂର୍ତ୍ତି । ଖର୍ଚ୍ଚ ହୋଇଥିଲା ୩୦ ଲକ୍ଷ । ସହି ପାରିଲାନି ସାମାନ୍ୟ ପବନ । ଓଲଟି ପଡ଼ିଲା । ରାଉରକେଲା ଏୟାରପୋର୍ଟ ପାଖରେ ବିଶ୍ୱକପ ହକି ପୂର୍ବରୁ ତିଆରି ହୋଇଥିଲା ହକି ଖେଳାଳିଙ୍କ ସୁଦୃଶ୍ୟ ପ୍ରତିମୂର୍ତ୍ତି । ଆଜି ପୂର୍ବାହ୍ନ…

ଓଟିପି ସେୟାରିଂ ସ୍କାମରେ ଆଉଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମ ମମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ସ୍ପେଶିଆଲ ଟାନ୍ସ ଫୋର୍ସ ଏବଂ ଓଡ଼ିଶା କ୍ରାଇମ ବ୍ରାଞ୍ଚ  । ଯୁବକଙ୍କ ନାମ ପ୍ରୀତମ କର ଓ ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁରରେ  । ଏହି ମାମଲାରେ ପୂର୍ବରୁ ଜଣେ ଶିକ୍ଷକଙ୍କୁ ମିଶାଇ ୪…

୧୩ ତାରିଖ ଯାଏ ହିଟୱେଭ୍ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି । ସନ୍ତୁଳି ହେଉଛି ଓଡ଼ିଶା । ଏଭଳି ସ୍ଥିତି ଆଉ ୩ ଦିନ ଲାଗି ରହିବ । ୩ ଦିନ ପରେ ତାପମାତ୍ରା ସାମାନ୍ୟ ଖସିବ । ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଯାଏ ଅଧିକ ରହିବ । ଆଜି ହିଟୱେଭ୍…

ସକାଳୁ ସକାଳୁ ଗୁଳୁଗୁଳି, ତାତିରେ ଛଟପଟ ସାରା ଓଡ଼ିଶା

ଭୁବନେଶ୍ୱର: ସକାଳୁ ସକାଳୁ ଗୁଳୁଗୁଳି ସାଙ୍ଗକୁ ତାତି । ଛଟପଟ ସାରା ଓଡ଼ିଶା । ସକାଳୁ ସକାଳୁ ଆଜି ରାଜଧାନୀ ତାପମାତ୍ରା   ୩୨ ଉପରେ ଥିଲାବେଳେ ଆଦ୍ରତା ୬୬ ପ୍ରତିଶତ ଥିଲା । ସାଢ ୧୧ଟା ବେଳକୁ ୩୮ ଡିଗ୍ରୀ ଟପି ଯାଇଥିଲା । ତେବେ ଏ ଖରାଗରମରୁ ୪ ଦିନ ଯାଏ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ…

ଟ୍ରେନ ଦୁର୍ଘଟଣାର ୧୦ ଦିନ; ଚିହ୍ନଟ ହୋଇନି ୮୧ ଶବ, ବାହାନଗାରେ ଆଜି ସାମୁହିକ ମୁଣ୍ଡନ ଓ ଦଶାହ କାର୍ଯ୍ୟକ୍ରମ 

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ଆଜି ୧୦ମ ଦିନ ।  ଅର୍ଥାତ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ୧୦ ଦିନ ବିତିଗଲାଣି । ତଥାପି ଅନେକ ଶବ ଚିହ୍ନଟ ହୋଇନି । ଭୁବନେଶ୍ୱର ଏମ୍ସରେ କଣ୍ଟେନରେ ରହିଛି ଶବ । ୮୧ଟି ଶବକୁ ଏ ଯାଏ ଚିହ୍ନଟ କରାଯାଇନି । ଗୋଟିଏ ଗୋଟିଏ ଶବ ଉପରେ ଏକାଧିକ ଦାବିଦାର…

ଶ୍ରୀମନ୍ଦିରରେ କୁନି ଦଇତାପତି: ମହାପ୍ରଭୁଙ୍କୁ ଓଷ ଲଗାଇ ଆରମ୍ଭ କଲେ ସେବାୟତ ଜୀବନ

ପୁରୀ: ମହାପ୍ରଭୁଙ୍କ ସେବାରେ କୁନି ଦଇତାପତି । ପିନ୍ଧିଛନ୍ତି ପାଟମକୁଟ । ମଥାରେ ଚନ୍ଦନଚିତା ।  ବାପାଙ୍କ କୋଳରେ ବସି ଆସିଛନ୍ତି କୁନି ହାତରେ ମହାପ୍ରଭୁଙ୍କ ସେବା କରିବେ ।   ଅଣସରଘରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ଓଷ ଲଗାଇ ଦେବେ । ସେଥିପାଇଁ ଶନିବାର ଶ୍ରୀମନ୍ଦିର ଆସିଛନ୍ତି…