Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରା ହେଲା ଦୀର୍ଘ ଦିନର ସ୍ବପ୍ନ : ବ୍ରିଜର ଶିଳାନ୍ୟାସ କଲେ ବିଧାୟକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରା ହୋଇଛି । ବହୁ ପ୍ରତିକ୍ଷିତ ବୀରମହାରାଜପୁର - ମାଣିକପୁର ରାସ୍ତାରେ ହରିହର ଜୋର ଉପରେ ଏକ ସେତୁ ପାଇଁ ଶିଳାନ୍ୟାସ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା । ଏହାଦ୍ବାରା ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଲୋକ…

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ଖୋଜୁଛି ପୋଲିସ

ଜୟପୁର: ଥମୁନି ଲଜ୍ଜା  । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ  । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ ରହୁଥିବା ଛାତ୍ରୀ ମାନଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ…

ହାଇଓ୍ବା-କାର ମୁହାଁମୁହିଁ ଧକ୍କା, ୪ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଜିଲ୍ଲାର ଟିମାଝଲା ଛକ ନିକଟ ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା ।…

ରାଜ୍ୟରେ ବଢୁଛି ଶୀତ, ଦାରିଙ୍ଗବାଡ଼ି ଓ କେନ୍ଦୁଝର ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ପାରଦ । ଶୀତ ଋତୁ ଆରମ୍ଭ ହେବାର ଦୀର୍ଘ ଦିନ ପରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଭୋର ସମୟରେ ଚାରିଆଡେ ଲାଗି ରହୁଛି ଘନ କୁହୁଡି । ପ୍ରବଳ ଶୀତ ଯୋଗୁଁ ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଉପଶମ ଲାଭ କରୁଥିବା ଦେଖିବାକୁ ମିଳିଛି । ଆଉ ଶୀତ ବଢିବା ସହ ପାର୍କ ଓ…

ବୋରଓ୍ୱଲରୁ ନବଜାତ ଶିଶୁ ଉଦ୍ଧାର ପରେ ବୁର୍ଲାରେ ଚାଲିଛି ଚିକିତ୍ସା

ସମ୍ବଲପୁର: ଦୀର୍ଘ ୭ ଘଣ୍ଟାର କସରତ ପରେ ବୋରଓ୍ବେଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ନବଜାତ ଶିଶୁ କୁ ବୁର୍ଲା ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଶିଶୁ ଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଡାକ୍ତର । ତେବେ ଉଦ୍ଧାର ହୋଇଥିବା ନବଜାତ ଟି ଶିଶୁ କନ୍ୟା ବୋଲି ଜଣାପଡିଛି ।…

ଭିଜିଲାନ୍ସ ପଞ୍ଝାରେ ନୟାଗଡ ସବ୍ ରେଜିଷ୍ଟ୍ରାର୍ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ନୟାଗଡ : ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍ । ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଶାଶ୍ବତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି…

ରାୟଗଡାରେ ବାଛୁରୀ ମାରି ଖାଇଲା ମହାବଳ ବାଘ, ଭୟଭୀତ ଲୋକେ

ରାୟଗଡା: ପ୍ରଥମେ ଗଜପତି ଆଉ ଏବେ ରାୟଗଡାରେ ଆତଙ୍କ ଖେଳାଇଛି ମହାବଳ ବାଘ । ଲୋକଙ୍କ ମନରେ କୋକୁଆ ଭୟ । ଦିନରେ ବାଘ ଟି ଲୁଚି ରହିଥିବାବେଳେ, ରାତି ହେଲେ ବାହାରକୁ ବାହାରୁଛି । ଗତ ଦୁଇ ସପ୍ତାହ ହେବ ଜିଲ୍ଲାର ଗୁଡାରୀ, ପଦ୍ମପୁର ଏବଂ ଗୁଣୁପୁର ଜଙ୍ଗଲରେ ବାଘ ବୁଲୁଥିବାବେଳେ, ବାଘଟିକୁ ଧରିବା…

ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସ ସହ ନିମନ୍ତ୍ରଣ

ଭୁବନେଶ୍ଵର: ଭୁବନେଶ୍ୱରରେ ପହଞ୍ଚିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ସହ ଅକ୍ଷତ କଳସ । ଏହାପରେ ମଙ୍ଗଳବାର କାର୍ଯ୍ୟକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଛନ୍ତି । ରାଜ୍ୟର ସର୍ବୋଚ୍ଚ…

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ଭାବନକୁ ଅନୁଚିନ୍ତାକୁ ନେଇ ଆରମ୍ଭ ହେଲା ଓଡିଶା ଷ୍ଟାର୍ଟଟପ୍ କାର୍ଣ୍ଣିଭାଲ

ଭୁବନେଶ୍ୱର:  ୧୪ ଦିନିଆ ଓଡିଶା ଷ୍ଟାର୍ଟଟପ୍ କାର୍ଣ୍ଣିଭାଲ ୨୦୨୩ର ଅଂଶ ଭାବେ ଆଜି (ସୋମବାର) ଏଆଇସି-ନାଳନ୍ଦା ପକ୍ଷରୁ ‘ଅନୁଚିନ୍ତନ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯାହା ବିଦ୍ୟାଳୟଗୁଡିକରେ ଉଦ୍ଭାବନ ଓ ପରିକଳ୍ପନାର ବିଚାରଧାରାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି…

ସମ୍ବଲପୁରରେ ପରିତ୍ୟକ୍ତ ବୋରଓ୍ବେଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ସମ୍ବଲପୁର: ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଉଦ୍ଧାର ହୋଇଛି ବୋରଓ୍ବେଲ ଭିତରେ ଖସି ପଡିଥିବା ନବଜାତ ଶିଶୁ। ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ କେହି ଜଣେ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଜଙ୍ଗଲ ଦେଇ ଯାଉଥିବା…