Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଯାଜପୁର: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ବଡ଼ଚଣା ନିକଟରେ ଟ୍ରକକୁ ପିଟିଲା ଭୁବନେଶ୍ବର ଆସୁଥିବା ଏକ ଘରୋଇ ବସ୍ । ଦୁର୍ଘଟଣାରେ ୧୦ ଆହତ । ୮ ଜଣଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି, ୨ ଜଣଙ୍କୁ କଟକ ସ୍ଥାନାନ୍ତର । ସୂଚନା ଅନୁସାରେ, ନାୟକ ନାମକ ଏକ ଘରୋଇ ବସ୍ ବାଲେଶ୍ଵରରୁ…

ଝଲସୁଛି କୁଆଖାଇ ପଠା, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଦୋଳି ଖେଳି ବାଲିଯାତ୍ରାର ମଜା ନେଉଛନ୍ତି ଭୁବନେଶ୍ଵର ବାସୀ

ଭୁବନେଶ୍ଵର: ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ବେଲୁନ । ତଳେ ବିଛେଇ ହୋଇପଡିଛି ସତେ ଯେପରି ଘାସର ଗାଲିଚା । ସୁନ୍ଦର ସୁନ୍ଦର କୃତିମ ଗଛ, ଫୁଲଦାନୀ ନେବାକୁ ଲାଗିଛି ଲୋକଙ୍କ ଭିଡ । ତା’ ଭିତରେ ଚଟପଟା ଖାଇବର ମଜା । ଇଏ ହେଉଛି ଆମ ରାଜଧାନୀ ଭୁବନେଶ୍ଵରର ବାଲିଯାତ୍ରା ପଡିଆ । ବାଲିଯାତ୍ରା ଆରମ୍ଭ…

ଆଜି ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ଏହି ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି…

ବଳ ଗୋଟାଉଛି ବାତ୍ୟା ’ମିଗଜୋମ’, ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ଵର: ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମିଗଜୋମ । ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ । ଏବେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ । ଆଜି ମଧ୍ୟାହ୍ନରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର…

ଏକମାତ୍ର ଓଡ଼ିଆ ଭାବେ ଛତିଶଗଡ଼ ବିଧାନସଭାକୁ ପୁରନ୍ଦର ମିଶ୍ର ନିର୍ବାଚିତ

ଭୁବନେଶ୍ବର: ଛତିଶଗଡ଼ ରାଜ୍ୟର ବୃହତ ଓଡ଼ିଆ ସମାଜର ସଭାପତି ଏବଂ ଭାରତୀୟ ଜନତା ପାର୍ଟି ର ପାର୍ଥୀ ପୁରନ୍ଦର ମିଶ୍ର, ରାୟପୁର ନଗର ଉତ୍ତର ଆସନ ରୁ ବିଜୟ ଲାଭ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ର ପାର୍ଥୀ କୂଳଦୀପ ସିଂହ ଜୁନେଜା ଙ୍କୁ ୨୩ହଜାର…

ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା : NHAI ପାଟ୍ରୋଲିଂ ଇନଚାର୍ଜ ଗିରଫ

ଆନନ୍ଦପୁର : ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା  । ଏନଏଚଏଆଇର ପାଟ୍ରୋଲିଂ ଇନଚାର୍ଜଙ୍କୁ ଗିରଫ କଲା ଘଟଗାଁ ପୋଲିସ । ଏନଏଚ୍ ୨୦ ଦରଖଳାରୁ ନେଙ୍କଡାଘର ଯାଏଁ ସେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ଗତକାଲି ଏନଏଚଏଆଇ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା । ସୂଚନା…

ଚାଲିଛି ପିସି କାରବାର, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିମ୍ନମାନର ରାସ୍ତା ନିର୍ମାଣ କରି ମାଲେମାଲ୍ ବିଭାଗ ଓ ଠିକାଦାର

ନୂଆପଡା: ପିସି ରେ ପେଷି ହେଉଛି ନୂଆପଡା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ  । ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ କୋଟିକୋଟି ଟଙ୍କାର ରାସ୍ତା କାମରେ ନିମ୍ନମାନର ରାସ୍ତା ନିର୍ମାଣ କରି ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଛାଡି ଯାଇଛନ୍ତି ଉଭୟ ବିଭାଗ ଓ ଠିକାଦାର…

୨୪ ଘଣ୍ଟା ମଧ୍ୟରେ ବାତ୍ୟା: ଚେନ୍ନାଇ ଓ ଆନ୍ଧ୍ର ଉପକୂଳରେ ଆରମ୍ଭ ହୋଇଗଲା ବର୍ଷା

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସାରିଛି । ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ । ବାତ୍ୟା ମାଇଚୋଙ୍ଗର ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବ…

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦ୍ୱିତୀୟ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ପୁରୀ: ଚନ୍ଦ୍ରଭଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆଜି ଥିଲା ଦ୍ୱିତୀୟ ଦିନ । ଏଥିରେ ପ୍ରଖ୍ୟାତ ବାଲୁକା କଳାକାରମାନେ ଅନନ୍ୟ ସୃଷ୍ଟିର ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ଦିନରେ ବାଲୁକା ଶିଳ୍ପୀମାନେ ପରିବେଶ ପର୍ଯ୍ୟଟନ ବିଷୟବସ୍ତୁ ଉପରେ ବାଲୁକାକଳା…

କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, କୁଚିପୁଡ଼ି ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନମୋହିଲା

କୋଣାର୍କ : ଈଶ୍ୱରୀୟ ଉପାସନାର ଆଧାର ହିଁ ନୃତ୍ୟ ଓ ସଙ୍ଗୀତ । ହୃଦୟକୁ ବିଭୁକରୁଣାରେ ବିଗଳିତ କରିଦିଏ ନୃତ୍ୟ ସଙ୍ଗୀତର ଆସର । ଏହି ଉକ୍ତିର ସତ୍ୟତାକୁ ପ୍ରତିପାଦନ କରିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ । ଅବସର ଥିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ…