Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝାରସୁଗୁଡ଼ା ବିଜୟ ପରେ ବର୍ଷିଲେ ନବୀନ, କହିଲେ ସିଙ୍ଗଲ୍ କି ଡବଲ୍ ଇଞ୍ଜିନ୍ ନୁହଁ…

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଜିତିବା ପରେ ବର୍ଷିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ଆୟୋଜନ କରିଥିବା ବିଜୟ ଉତ୍ସବରେ ନବୀନ ଜୋରଦାର୍ ବର୍ଷିଛନ୍ତି । ନବୀନ କହିଛନ୍ତି, ପଦ୍ମପୁରରେ ବି ବିରୋଧୀ ଦଳ…

ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଖାଲି ପାଦରେ ଚାଲି ଚାଲି ଆସିଲେ ଭକ୍ତ

ସୁବର୍ଣ୍ଣପୁର: ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ ବନ୍ଧନ । ଭକ୍ତର ଭାବ ଡୋରିରେ ବନ୍ଧା ମହାପ୍ରଭୁ । ସେହି ଭାବ ଡୋରିକୁ କେହି କାଟି ପାରିବେନି । ସେ ପବନ ହେଉ କି ଝାଞ୍ଜି ଖରା । ଲକ୍ଷେ ପ୍ରତିବନ୍ଧକ ସାଜିଲେ ବି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅଟାକାଇ ପାରିବନି । ଏ ତ ଭକ୍ତ ଆଉ ଭଗବାନଙ୍କ…

କୋରାପୁଟରେ ପୋଲିସ ଡିଜି, ମାଓ କାର୍ଯ୍ୟକଳାପର କଲେ ସମୀକ୍ଷା

କୋରାପୁଟ: ପୋଲିସ ଡିଜି ସୁନୀଲ ବଂଶଲ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୋଲିସ ଓ ବିଏସଏଫ୍ ସହ ଆଲୋଚନା କରିଛନ୍ତି । ଡିଜିପି ସୁନୀଲ ବଂଶଲଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ର, ଦକ୍ଷିଣ ପଶ୍ଚିମାଞ୍ଚଳ…

୧୫ରୁ ହିଟୱେଭ୍, ପଶ୍ଚିମ ଓଡ଼ିଶାରେ ବର୍ଷିବ ନିଆଁ

ଭୁବନେଶ୍ୱର: ରାଜ୍ୟରେ ପୁଣି ବହିବ ଝାଞ୍ଜି ପବନ । ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବିଶେଷ କରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ । ହିଟୱେଭ୍ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଶ୍ରମ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଅତିରିକ୍ତ ୨ଟି ବିଭାଗ । ଗଣଶିକ୍ଷା ବିଭାଗ ଏବଂ ଶ୍ରମ ବିଭାଗ ଦୁଇଟି ଯାକ ଦାୟିତ୍ୱ ଏବେ ପ୍ରମିଳା ମଲ୍ଲିକଙ୍କ ପାଖରେ । ଦୁଇ ମନ୍ତ୍ରୀ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ଗତକାଲି ଇସ୍ତଫା ଦେବା ପରେ ଏହି ବିଭାଗ ଦୁଇଟି ଖାଲି…

ଝାରସୁଗୁଡା ଉପନିର୍ବାଚନ; ନୋଟାରେ ପଡିଲା ୨,୦୭୩ ଭାେଟ

ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯାଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବାଜିମାତ କରିଛନ୍ତି । ଦୀପାଳିଙ୍କୁ ମିଳିଛି ଏକ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ । ପୋଷ୍ଟାଲ ଭୋଟକୁ ମିଶାଇ ଦୀପାଳିଙ୍କ ଖାତାକୁ ଯାଇଛି ୧ ଲକ୍ଷ ୭ ହଜାର ୧୯୮ ଭୋଟ । ଉପ…

ଜିତିବା ପରେ ଦୀପାଳିଙ୍କ ସହ କଥା ହେଲେ ନବୀନ, କହିଲେ ‘ଝାରସୁଗୁଡ଼ାର ବିକାଶ ପାଇଁ କାମ କର’

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ବିଜୟ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଐତିହାସିକ ବିଜୟ ପାଇଁ ଫୋନରେ ନବୀନ, ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଝାରସୁଗୁଡ଼ାର ଦ୍ରୁତ ବିକାଶ ପାଇଁ କାମ କରିବାକୁ…

ଝାରସୁଗୁଡ଼ା ଫଳାଫଳର ସମୀକ୍ଷା କରିବୁ: ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୭୨୧ ଭୋଟ୍ ବ୍ୟବଧ୍ୟାନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି…

ଝାରସୁଗୁଡା ଉପନିର୍ବାଚନ: ବଢିଲା ବିଜେଡି-ବିଜେପି ଭୋଟ; ଖସିଲା କଂଗ୍ରେସ

ଝାରସୁୁଗୁଡା:ଝାରସୁଗୁଡା ଉପନିର୍ବାଚନରେ ବିଜେଡି ମାରିଛି ବାଜିମାତ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ସେ ୧ ଲକ୍ଷ ହଜାର ୩ ଭୋଟ୍ ପାଇଁ ଉପ ନିର୍ବାଚନ ଜିତିଛନ୍ତି । ୨୦୧୯ ନିର୍ବାଚନ ତୁଳନାରେ  ଉପ ନିର୍ବାଚନରେ ବିଜେପି-ବିଜେଡିର ଭୋଟ ବଢିଥିବା ଲକ୍ଷ୍ୟ…

ଜିତିଲେ ଦୀପାଳି; ଭାଙ୍ଗିଲେ ବାପାଙ୍କ ରେକର୍ଡ

ଝାରସୁଗୁଡା: ବାଜି ମାରିଲା ବିଜେଡି ।  ଝାରସୁଗୁଡା ଉପ ନିର୍ବାଚନରେ ଜିତିଲେ ନବ ଦାସଙ୍କ ଝିଅ ଦୀପାଳି । ଖାଲି ଜିତି ନାହାନ୍ତି, ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮, ୬୧୯ ଖଣ୍ଡ ଭୋଟ ଅଧିକ ପାଇ…