Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୋରଓ୍ୱଲରୁ ନବଜାତ ଶିଶୁ ଉଦ୍ଧାର ପରେ ବୁର୍ଲାରେ ଚାଲିଛି ଚିକିତ୍ସା

ସମ୍ବଲପୁର: ଦୀର୍ଘ ୭ ଘଣ୍ଟାର କସରତ ପରେ ବୋରଓ୍ବେଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ନବଜାତ ଶିଶୁ କୁ ବୁର୍ଲା ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଶିଶୁ ଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଡାକ୍ତର । ତେବେ ଉଦ୍ଧାର ହୋଇଥିବା ନବଜାତ ଟି ଶିଶୁ କନ୍ୟା ବୋଲି ଜଣାପଡିଛି ।…

ଭିଜିଲାନ୍ସ ପଞ୍ଝାରେ ନୟାଗଡ ସବ୍ ରେଜିଷ୍ଟ୍ରାର୍ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ନୟାଗଡ : ଭିଜିଲାନ୍ସ ପଞ୍ଝାରେ ସବ ରେଜିଷ୍ଟ୍ରାର୍ । ନୟାଗଡ ଜିଲ୍ଲା ସବ୍ ରେଜିଷ୍ଟ୍ରାର୍ ଶାଶ୍ବତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି…

ରାୟଗଡାରେ ବାଛୁରୀ ମାରି ଖାଇଲା ମହାବଳ ବାଘ, ଭୟଭୀତ ଲୋକେ

ରାୟଗଡା: ପ୍ରଥମେ ଗଜପତି ଆଉ ଏବେ ରାୟଗଡାରେ ଆତଙ୍କ ଖେଳାଇଛି ମହାବଳ ବାଘ । ଲୋକଙ୍କ ମନରେ କୋକୁଆ ଭୟ । ଦିନରେ ବାଘ ଟି ଲୁଚି ରହିଥିବାବେଳେ, ରାତି ହେଲେ ବାହାରକୁ ବାହାରୁଛି । ଗତ ଦୁଇ ସପ୍ତାହ ହେବ ଜିଲ୍ଲାର ଗୁଡାରୀ, ପଦ୍ମପୁର ଏବଂ ଗୁଣୁପୁର ଜଙ୍ଗଲରେ ବାଘ ବୁଲୁଥିବାବେଳେ, ବାଘଟିକୁ ଧରିବା…

ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସ ସହ ନିମନ୍ତ୍ରଣ

ଭୁବନେଶ୍ଵର: ଭୁବନେଶ୍ୱରରେ ପହଞ୍ଚିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ସହ ଅକ୍ଷତ କଳସ । ଏହାପରେ ମଙ୍ଗଳବାର କାର୍ଯ୍ୟକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଛନ୍ତି । ରାଜ୍ୟର ସର୍ବୋଚ୍ଚ…

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ଭାବନକୁ ଅନୁଚିନ୍ତାକୁ ନେଇ ଆରମ୍ଭ ହେଲା ଓଡିଶା ଷ୍ଟାର୍ଟଟପ୍ କାର୍ଣ୍ଣିଭାଲ

ଭୁବନେଶ୍ୱର:  ୧୪ ଦିନିଆ ଓଡିଶା ଷ୍ଟାର୍ଟଟପ୍ କାର୍ଣ୍ଣିଭାଲ ୨୦୨୩ର ଅଂଶ ଭାବେ ଆଜି (ସୋମବାର) ଏଆଇସି-ନାଳନ୍ଦା ପକ୍ଷରୁ ‘ଅନୁଚିନ୍ତନ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯାହା ବିଦ୍ୟାଳୟଗୁଡିକରେ ଉଦ୍ଭାବନ ଓ ପରିକଳ୍ପନାର ବିଚାରଧାରାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି…

ସମ୍ବଲପୁରରେ ପରିତ୍ୟକ୍ତ ବୋରଓ୍ବେଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ସମ୍ବଲପୁର: ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଉଦ୍ଧାର ହୋଇଛି ବୋରଓ୍ବେଲ ଭିତରେ ଖସି ପଡିଥିବା ନବଜାତ ଶିଶୁ। ଲାରିପାଲି ଗାଁ ନିକଟ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ କେହି ଜଣେ ନବଜାତ ଶିଶୁଟିକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଜଙ୍ଗଲ ଦେଇ ଯାଉଥିବା…

ମାଓବାଦୀ ପରିଚୟ ଦେଇ ଦାଦାବଟି ମାଗିବା ଅଭିଯୋଗରେ ଚାରି ଗିରଫ

ରାୟଗଡା: ନିଜକୁ ମାଓବାଦୀ ପରିଚୟ ଦେଇ ଟଙ୍କା ଆଦାୟ ଉଦ୍ୟମ କରିବା ଅଭିଯୋଗରେ ରାୟଗଡା ଜିଲ୍ଲା ପୋଲିସ ଦୁଇ ଜଣ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ଯେ ଦୋରାଗୁଡା ଥାନା ଅନ୍ତର୍ଗତ ଡିମୁଣ୍ଡି…

ରାଜଧାନୀରେ ବିଜ୍ଞାପନ ମାରି ଗଣିଲେ ୧.୫୦ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ମହଙ୍ଗା ପଡିଲା ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ବିଜ୍ଞାପନ ମାରିବା । ଟୁଲେଟ ଓ ବିଜ୍ଞାପନ ଲଗାଇବାରୁ ୩ ସଂସ୍ଥାଠାରୁ ୫୦ ହଜାର ଲେଖାଏଁ ମୋଟ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । ଏଥିସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଥାନାରେ ଏତଲା…

ଡିସେମ୍ବର ୧୩ରୁ ଜାନୁଆରୀ ୧୩ ଯାଏ ପିସିସି କିଷାନ କଂଗ୍ରେସର ମଣ୍ଡିଚାଲ ଅଭିଯାନ

ଭୁବନେଶ୍ୱର: ଚାଷୀଙ୍କୁ ହକ୍ ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ। କେନ୍ଦ୍ର ଓ ରାଜ୍ୟର ତ୍ରୁଟିପୂର୍ଣ୍ଣ ଧାନକିଣା ଓ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛି କଂଗ୍ରେସ। ଏଥିପାଇଁ ଡିସେମ୍ବର ୧୩ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମଣ୍ଡିଚାଲ ଅଭିଯାନ ଆହ୍ବାନ ଦିଆଯାଇଛି…

ବାପାଙ୍କ ମୁହଁରେ ଫୁଟା ପାଣି ଫିଙ୍ଗିଲା ଝିଅ, ଦୃଷ୍ଟିଶକ୍ତି ହରାଇ ବସିଲା ବାମ ଆଖି

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଭରତପୁର ଅଞ୍ଚଳରେ ମଙ୍ଗଳବାର ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଝିଅ ମୁହଁରେ ଫୁଟା ପାଣି ଫିଙ୍ଗିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଆଖି ଖରାପ ହୋଇଯାଇଛି ବା ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ସାଙ୍ଘାତିକ କାଣ୍ଡ…