Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ, ଗୋଟିଏ ଜାଗାରେ ଏକାଠି ହେବାକୁ ମନା

ସମ୍ବଲପୁର:  ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହା ପୂର୍ବରୁ ମଧ୍ୟ  ୧୧ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରିଥିଲା ପ୍ରଶାସନ। ଅନ୍ୟପଟେ…

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଜଗତସିଂହପୁର : ଆଖିବୁଜିଲେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ସେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେ…

ମଦ୍ୟପ ଯୁବକଙ୍କର ଉନ୍ମତ୍ତ କାଣ୍ଡ ; ଛୁରାମାଡ଼ରେ ପୁଅ ମୃତ, ବାପ ଗୁରୁତର

ଯାଜପୁର : ମଦ୍ୟପ ଯୁବକଙ୍କ ଛୁରାମାଡ଼ରେ ପୁଅ ମୃତ ବାପ ଗୁରୁତର । ଏଭଳି ଅଭାବନୀୟ ଘଟଣା ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗ୍ରାମରେ ଦେଖିବାକୁ ମିଳିଛି  । ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ଯାଜପୁର ରୋଡ ଥାନା ପୋଲିସ । ସୂଚନା ଅନୁଯାୟୀ,  ଗତକାଲି ରାତି ୯ ଟା ସମୟରେ…

ଆଜିଠୁ ତାତିରୁ ମିଳିବ ଆଶ୍ୱସ୍ତି, କାଳବୈଶାଖୀ ପ୍ରଭାବ ବଢ଼ିବା ସମ୍ଭାବନା

ଭୁବନେଶ୍ୱର : ଆଜିଠୁ ତାତିରେ ଲାଗିବ ବ୍ରେକ୍‌ । ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ । ଫଳରେ ଆଜିଠୁ ତିନି ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି । ଆଜି…

ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ବର୍ଷ ମେ' ୯ ତାରିଖରେ ମୟୂରଭଞ୍ଜର ବାରିପଦା ଗସ୍ତରେ ଆସିବେ ମହାମହିମ। ସେ ମୟୂରଭଞ୍ଜ ମହାରାଜାଙ୍କ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏଥିସହ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ମୁଖ୍ୟ…

କିଟ୍‌ରେ ଅନୁଷ୍ଠିତ ହେବ ସି-୨୦ ସମ୍ମିଳନୀ

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ଜି-୨୦ଢାଞ୍ଚା ଅନ୍ତର୍ଗତ ସିଭିଲ୍‌୨୦ (ସି-୨୦) ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଦେଶ ଓ ବିଦେଶରୁ ୪୦୦ ଊଦ୍ଧ୍ୱର୍ ପ୍ରତିନିଧି ଯୋଗଦେବେ । ସି-୨୦ ହେଉଛି ଜି-୨୦ର ଅଫିସିଆଲ୍‌ ଏନ୍‌ଗେଜମେଣ୍ଟ ଗ୍ରୁପ । ଏହାର…

ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ହୋଟେଲ୍ ଉପରେ ବୋମାମାଡ଼

ଭୁବନେଶ୍ୱର: ଗୁରୁବାର ରାତିରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ବୋମାମାଡ଼ ହୋଇଛି । ବାଇକ୍ ଯୋଗେ ୨ ଜଣ ଦୁର୍ବୃତ୍ତ ଜାତୀୟ ରାଜପଥରେ ରସୁଲଗଡ଼ ଛକରେ ପହଞ୍ଚିଥିଲା । ରାତି ପ୍ରାୟ ୮ଟା ୧୫ ପାଖାପାଖି ଓଭରବ୍ରିଜରେ ବାଇକକୁ ରଖି ବୋମା ଫିଙ୍ଗିଥିଲେ ଦୁଇ ଦୁର୍ବୃତ୍ତ ।…

ପୁଞ୍ଚ ୫ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ

ଭୁବନେଶ୍ୱର: ଜମ୍ମୁ କାଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି । ସେନା ବାହିନୀର ଗାଡ଼ିକୁ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରିଥିବା ଗାଡ଼ି ଜଳି ଯାଇଥିଲା । ସହିଦ ହୋଇଥିବା ଓଡ଼ିଆ ଯବାନ ଜଣଙ୍କ ଘର…

ଅନଲାଇନ୍ ଟ୍ରେଡିଂ ଫ୍ରଡ୍, ବାଲେଶ୍ୱରରୁ ୨ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଗୁରୁବାର ୨ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱରର ୩୦ ଜଣଙ୍କ ଠାରୁ ଉଭୟ ଅନଲାଇନ୍ ଟ୍ରେଡିଂ ନାଁରେ ପ୍ରାୟ ୪ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଗିରଫ ଦ୍ୱୟ ରିପନ କୁମାର ଜେନା ଓ ଅନୁପମ ପ୍ରଧାନ ବୋଲି ଜଣାପଡ଼ିଛି । ଗିରଫ ରିପନ ଜେନା…

ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ସୋଆ ଓ ଜିମ୍ବାୱେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ବିଭିନ୍ନ ଏକାଡେମିକ୍ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଓ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଜିମ୍ବାୱେର ବିନ୍ଦୁରା ବିଶ୍ୱବିଦ୍ୟାଳୟ ଅଫ୍ ସାଇନ୍ସ ଏଜୁକେସନ୍ ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଏକ…