Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଡିକାଲରେ ଝିଅର ନାମଲେଖାଇବା ନାଁରେ ବହି ଦୋକାନୀ ୨୨ ଲକ୍ଷ ଟଙ୍କାର ଠକେଇର ଶିକାର

ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଝିଅର ଆଡମିଶନ କରାଇଦେବା ନାଁରେ ଭୁବନେଶ୍ୱରର ଜଣେ ବହି ଦୋକାନୀ ୨୨ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସହରର ପୋଖରୀପୁଟ ଅଞ୍ଚଳର ଋଷି କୁମାର ପଟେଲଙ୍କୁ ତାଙ୍କ ଅଞ୍ଚଳର ଜଗନ୍ନାଥ ପ୍ରସାଦ ମହାନ୍ତି ଏମବିବିଏସରେ ନାମ ଲେଖାଇ ଦେବାକୁ…

ଜାତୀୟ ରାଜପଥରେ ନକଲି ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିବା ଟ୍ୟାକ୍ସି ଚାଳକ ଗିରଫ

ବଲାଙ୍ଗୀର: ଜିଲ୍ଲାରେ ଜଣେ ଟ୍ୟାକ୍ସି ଚାଳକଙ୍କୁ ମଙ୍ଗଳବାର ଜାତୀୟ ରାଜପଥରେ ନକଲି ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ରାଜୁ ମାଝୀ, ଯିଏକି ବିବେକାନନ୍ଦ ପତି ନାମକ ଜଣେ ବ୍ୟକ୍ତିଙ୍କର ଏକ ଘରୋଇ ଗାଡ଼ି ଚଳାନ୍ତି ବୋଲି ପୁଲିସ ସୂତ୍ରରୁ…

ବ୍ରହ୍ମପୁରରେ ବଜ୍ରପାତ ନେଲା ୨ ଜଣଙ୍କ ଜୀବନ, ୪ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ବରମୁଣ୍ଡଳୀ ଗ୍ରାମର ବିଷ୍ଣୁପ୍ରିୟା ପଣ୍ଡା ବର୍ଷା ଓ…

୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ଅନୁଗୁଳ: ମାସକ ମଧ୍ୟରେ ୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଅନୁଗୁଳ ଜିଲ୍ଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ଫାଇନାନ୍ସ କମ୍ପାନୀ ଏବଂ ଅଣ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିଲେ, ଯେଉଁମାନେ…

ଗଣେଶ ପୂଜାରେ ବିଭିନ୍ନ ସ୍କୁଲରେ ଫିକା ପଡ଼ିଲା ମାହୋଲ, ସରକାର ସଂଘରେ ବିଭାଜନ କରିଥିବା ଅଭିଯୋଗ

ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଗଣେଶ ପୂଜାରେ ଓଡ଼ିଶାରେ ଅନେକ ସ୍କୁଲ୍ ଖାଲି ପଡ଼ିଥିଲା। ଯେଉଁଭଳି ପୂଜା ସମୟରେ ସ୍କୁଲର ମାହୋଲ ଥାଏ ତାହା ଏଥର ଦେଖିବାକୁ ମିଲିନଥିଲା। ଶିକ୍ଷକମାନେ ଭଞ୍ଜନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ବରଗଡ଼ରେ ପ୍ରଦର୍ଶନ ସ୍ଥଳରେ ଗଣେଶ…

ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ ଆକ୍ରାନ୍ତ, ଅନୁଧ୍ୟାନ ପାଇଁ ରାଜ୍ୟ ପଠାଇଲା ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ମଙ୍ଗଳବାର ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ଦେଖିବାକୁ ମିଳିଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ…

ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଶଲ୍ଲୁ ଜିନ୍ଦଲ

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶଲ୍ଲୁ ଜିନ୍ଦଲ । ଆମେରିକାର ଚିକାଗୋଠାରେ ଭାରତୀୟ ଦୂତାବାସର ସହଯୋଗରେ ଡିଟ୍ରାଇବଲ୍ସ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସ୍ୱଦେଶୀ ମେଳା ଇଣ୍ଡିଆନ ଆମେରିକାନ ଟ୍ରେଡ ଫେୟାରରେ ତାଙ୍କୁ…

ପ୍ରତିଶୋଧ ରାଜନୀତି ଗଣତନ୍ତ୍ରରେ ଶୋଭନୀୟ ନୁହେଁ: ସମୀର ମହାନ୍ତି

ଭୁବନେଶ୍ୱର: ସମ୍ବାଦ ଖବରକାଗଜ ଅଫିସରେ ଇଓଡବ୍ଲ୍ୟୁର ଚଢାଉ ପରେ ଅନେକ ରାଜନେତା ଗଣମାଧ୍ୟମ ଉପରେ ଅନେକ ପ୍ରକାର ପ୍ରଶ୍ନ ଉଠାଇଛନ୍ତି। କିଏ ସପକ୍ଷରେ କହୁଛନ୍ତି ତ କିଏ ବିପକ୍ଷରେ। ବିଜେପି ପକ୍ଷରୁ ଏହି ଘଟଣାକୁ ସମାଲୋଚନା କରାଯାଉଛି। ଓଡିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡିଆ ସମ୍ବାଦ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଆସ୍କାରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଆସ୍କାରେ ଏକ ନୂଆ ଧନ୍ଦାମୂଳକ ତାଲିମ କେନ୍ଦ୍ର (ଭିଟିସି) ଉଦଘାଟନ କରାଯାଇଛି । ଦକ୍ଷତା ବିକାଶ, ଜ୍ଞାନରେ ଉନ୍ନତି ଓ ନିଯୁକ୍ତି ହାସଲ କରିବାର ଦକ୍ଷତା ବଢ଼ାଇବା ସୁଯୋଗ ସୁଦୃଢ଼ କରିବା ଦିଗରେ ଏହା କାର୍ଯ୍ୟ କରିବ।…