Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ ଆକ୍ରାନ୍ତ, ଅନୁଧ୍ୟାନ ପାଇଁ ରାଜ୍ୟ ପଠାଇଲା ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ମଙ୍ଗଳବାର ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ଦେଖିବାକୁ ମିଳିଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ…

ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଶଲ୍ଲୁ ଜିନ୍ଦଲ

ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ ୱମାନ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ ହେଲେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶଲ୍ଲୁ ଜିନ୍ଦଲ । ଆମେରିକାର ଚିକାଗୋଠାରେ ଭାରତୀୟ ଦୂତାବାସର ସହଯୋଗରେ ଡିଟ୍ରାଇବଲ୍ସ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସ୍ୱଦେଶୀ ମେଳା ଇଣ୍ଡିଆନ ଆମେରିକାନ ଟ୍ରେଡ ଫେୟାରରେ ତାଙ୍କୁ…

ପ୍ରତିଶୋଧ ରାଜନୀତି ଗଣତନ୍ତ୍ରରେ ଶୋଭନୀୟ ନୁହେଁ: ସମୀର ମହାନ୍ତି

ଭୁବନେଶ୍ୱର: ସମ୍ବାଦ ଖବରକାଗଜ ଅଫିସରେ ଇଓଡବ୍ଲ୍ୟୁର ଚଢାଉ ପରେ ଅନେକ ରାଜନେତା ଗଣମାଧ୍ୟମ ଉପରେ ଅନେକ ପ୍ରକାର ପ୍ରଶ୍ନ ଉଠାଇଛନ୍ତି। କିଏ ସପକ୍ଷରେ କହୁଛନ୍ତି ତ କିଏ ବିପକ୍ଷରେ। ବିଜେପି ପକ୍ଷରୁ ଏହି ଘଟଣାକୁ ସମାଲୋଚନା କରାଯାଉଛି। ଓଡିଶା ସରକାର ରାଜନୈତିକ ଅଭିସନ୍ଧି ରଖି ଓଡିଆ ସମ୍ବାଦ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଆସ୍କାରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଆସ୍କାରେ ଏକ ନୂଆ ଧନ୍ଦାମୂଳକ ତାଲିମ କେନ୍ଦ୍ର (ଭିଟିସି) ଉଦଘାଟନ କରାଯାଇଛି । ଦକ୍ଷତା ବିକାଶ, ଜ୍ଞାନରେ ଉନ୍ନତି ଓ ନିଯୁକ୍ତି ହାସଲ କରିବାର ଦକ୍ଷତା ବଢ଼ାଇବା ସୁଯୋଗ ସୁଦୃଢ଼ କରିବା ଦିଗରେ ଏହା କାର୍ଯ୍ୟ କରିବ।…

ତଦନ୍ତର ସାମ୍ନା କରିବାକୁ ଏତେ ଡର କାହିଁକି? ଆଇନ୍‍ ଉର୍ଦ୍ଧ୍ୱରେ ନୁହଁନ୍ତି ଗଣମାଧ୍ୟମ ସଂସ୍ଥା: ବିଜେଡି

ଭୁବନେଶ୍ୱର: କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି କରିଥିବା ଜଣେ ବ୍ୟକ୍ତି ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ କ’ଣ ସେ ଆଇନର ଉର୍ଦ୍ଧ୍ୱରେ ବୋଲି ଗଣା ଯିବେ କି? ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ଅଛି କି…

ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ, ମିଲିଲା ସନ୍ଦେହଜନକ ଦସ୍ତାବିଜ

ଭୁବନେଶ୍ୱର: ସମ୍ବାଦ ଖବରକାଗଜ ଅଫିସରେ ଆଜି ବି ହେଉଛି ଛାନବିନ୍। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ। ସମ୍ବାଦ ଉପରେ ଇଓଡବ୍ଲ୍ୟୁ ଚଢଉ କରିବା ଘଟଣା ସମଗ୍ର ରାଜ୍ୟର ଗଣମାଧ୍ୟମ ଜଗତରେ ଚର୍ଚ୍ଚାରେ ରହିଛି। କର୍ମଚାରୀଙ୍କ ନାଁରେ ଋଣ ଠକେଇ ଅଭିଯୋଗ ଆସିବା…

ପାରାଦୀପ ସମୂଦ୍ର ମୁହାଣରେ ବୁଡିଗଲା ବୋଟ: ଭାସିଗଲେ ୮ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ସମୂଦ୍ର ମୁହାଣରେ ବୁଡିଲା ବୋଟ। ସ୍ଥାନୀୟ ଲୋକ କହିବା ମୂତାବକ, ଏହି ବୋଟରେ  ୮ ଜଣ ମତ୍ସ୍ୟଜୀବୀ ଥିଲେ । ସେମାନଙ୍କ ମଧ୍ୟରୁ  ୩ ଜଣ ଭାସି ଯାଇଛନ୍ତି । ଡ଼୍ରାଇଭର ସହିତ ୪ ଜଣ ବୋଟ୍ ଉପରେ ଅଛନ୍ତି।  ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ,  ଆଜି…

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ୍‌ ରନ୍‌

ରାଉରକେଲା: ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍ ହେବ। ଏହା ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ରାଜ୍ୟରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଉତ୍ତର ଓଡ଼ିଶା ଦେଇ ଗତି କରିବା…