Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ସମସ୍ତ ରେକ୍ ବୁଧବାରଠୁ ତେଜାସ୍ କୋଚ୍ ସହିତ ଗଡ଼ିବ

ଭୁବନେଶ୍ୱର: ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଉନ୍ନତ ଯୁଗ ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଯୁଗ ପାଇଁ ଆଧୁନିକ ସୁବିଧା ଯୋଗାଇ ଅଛି ଯାହାକି ଅଗଷ୍ଟ ମାସ ୧୯ ତାରିଖ ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ମ୍ବଲପୁର ମାର୍ଗ ଦେଇ ଏହାର…

ସଚିବଙ୍କ ଗସ୍ତ ବେଳେ ଫାଇଭ-ଟି ଲେଖାଥିବା ଟି-ସାର୍ଟ ପିନ୍ଧା ଯୁବକଙ୍କୁ ବିଜେଡି ନିୟୋଜିତ କରିଛି: କଂଗ୍ରେସ

ନୂଆଦିଲ୍ଲୀ: ମଙ୍ଗଳବାର ୫-ଟି ସଚିବଙ୍କ ଯାଜପୁର ଗସ୍ତକୁ ବିରୋଧୀ କଂଗ୍ରେସ ବିରୋଧ କରୁଥିବା ବେଳେ ଦୁର୍ବୃତ୍ତମାନେ '୫-ଟି' ଲେଖାଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିିଳିଛି। ଯେଉଁମାନେ କି କଂଗ୍ରେସ ସଦସ୍ୟଙ୍କୁ ଆକ୍ରମଣ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ହାତରେ…

ଭୁବନେଶ୍ୱରରୁ ଉତକେଲା ବିମାନ ବନ୍ଦର ପରୀକ୍ଷାମୂଳକ ଉଡାଣ ସଫଳ, ୩୧ରେ ଉଦଘାଟନ

କଳାହାଣ୍ଡି: କଳାହାଣ୍ଡିର ଉତକେଲା ବିମାନ ବନ୍ଦରକୁ ଡିଜିସିଏର ମଞ୍ଜୁରୀ ମିଳିବା ପରେ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱର-କଳାହାଣ୍ଡି ସେକ୍ଟରରୁ ଉଡ଼ାଣ ଭରିବା ପୂର୍ବରୁ ମଙ୍ଗଳବାର ଇଣ୍ଡିଆଓ୍ୱାନ (IndiaOne) ଏୟାରକ୍ରାଫ୍ଟ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ…

ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବା ଦାବିକୁ ଖାରଜ କଲେ ପୃଥ୍ୱୀରାଜ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ପରୋକ୍ଷରେ ଇଙ୍ଗିତ କରିଛନ୍ତି ଯେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇପାରନ୍ତି। ଆଉ ଦଳର ଏହି ପୂର୍ବତନ ବିଧାୟକଙ୍କୁ ସସ୍ମିତ ପାତ୍ର ପରୋକ୍ଷରେ ସମାଲୋଚନା କରିବାକୁ ଭୁଲି ନାହାନ୍ତି। ଏହାପରେ ମଙ୍ଗଳବାର ଓଡ଼ିଶାରେ ଶାସକ…

ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)ର ସୁବିଧାକୁ ସମ୍ପ୍ରସାରିତ କରି ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପ୍ରସାରଣ ବିଶେଷ କରି ସେହି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ ନାମ ବର୍ତ୍ତମାନ ଏହି…

ବଂଶଧାରାରେ ଭାସିଯାଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର

ରାୟଗଡା: ଗତକାଲି ମୀନାଝୋଲା ଶୈବପୀଠ ନିକଟରେ ଥିବା ତ୍ରିବେଣୀ ସଂଗମରେ ଗାଧୋଇବା ସମୟରେ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ଭାସିଯାଇଥିବା ଦୁଇଜଣ ଶିଶୁକୁ ୫ କିଲୋମିଟର ଦୂରରୁ ଉଦ୍ଧାର କରା ଯାଇଛି । ଗତକାଲି ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପର…

ଡ଼ରାଉଛି କିଡନୀ ରୋଗ: ଭୟରେ ଗ୍ରାମବାସୀ !

ନୂଆପଡ଼ା: ଡ଼ରାଉଛି କିଡନୀ ରୋଗ, ଭୟରେ ଗ୍ରାମବାସୀ । କିଡନୀ ରୋଗରେ ପୀଡିତ ହୋଇ ଦୁଇ ତିନି ବର୍ଷ ଭିତରେ ଆଠ ରୁ ଦଶ ଜଣଙ୍କର ଜୀବନ ଗଲାଣି । ବର୍ତ୍ତମାନ ତିରିଶ ରୁ ଉର୍ଦ୍ଧ ଲୋକେ ରୋଗାକ୍ରାନ୍ତ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ୍ କରୁଛନ୍ତି। ଏତେ ସବୁ ପରେ ମଧ୍ୟ ପ୍ରଶାସନ ଓ ଜିଲ୍ଲା…

ରାକ୍ଷୀ ପୂର୍ଣ୍ଣିମାର ତାରିଖକୁ ନେଇ ବଢିଲା ଦ୍ଵନ୍ଦ, ଶ୍ରୀମନ୍ଦିରରେ କେଉଁ ଦିନ ପାଳନ ହେବ ରକ୍ଷା ବନ୍ଧନ

ପୁରୀ: ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ । ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ଅଲିଅଳି ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ।…

ଶିମିଳିପାଳରେ ବଦଳୁଛି ମହାବଳ ବାଘଙ୍କ ରଙ୍ଗ, ବିଶେଷଜ୍ଞ ବି ଜାଣି ହେଉଛନ୍ତି ତାଜୁବ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ପାଇଁ ମାଡ଼ି ଆସିଛି ବିପଦ। କାରଣ ଅଭୟାରଣ୍ୟ ଭିତରେ ଥିବା ମହାବଳ ବାଘଙ୍କ ରଙ୍ଗ ବଦଳିବାରେ ଲାଗିଛି । ଅନ୍ୟ ପ୍ରଜାତି ବାଘଙ୍କ ସହ ସଙ୍ଗମ ହେବା ଫଳରେ ମହାବଳ ବାଘଙ୍କ ଜିନ୍‌ରେ ପରିବର୍ତ୍ତନ ଘଟୁଛି । ଦିନକୁ ଦିନ ମହାବାଳ ବାଘ ସବୁ ଅଧିକ କଳା ଦେଖାଯାଉଛନ୍ତି ।…