Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେଶରେ ବିକ୍ରି ହେଲା ଟମାଟୋର ସର୍ବନିମ୍ନ ମୁଲ୍ୟ: କେଜି ମାତ୍ର ୧୪ ଟଙ୍କା

ଭୁବନେଶ୍ଵର: ଗୋଟିଏ ନିଷ୍ପତ୍ତି ଆଉ ଦେଶରେ ବଦଳିଗଲା ଟମାଟର ଦାମ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସବସିଡିରେ ଟମାଟର ଯୋଗାଇବା ପରେ ଏବେ ଦେଶରେ ଟମାଟର ଦାମ ନିୟନ୍ତ୍ରଣକୁ ଆସୁଛି । ଅର୍ଥାତ୍ ୧୫ ଦିନ ପୂର୍ବ ତୁଳନାରେ ଏବେ ଟମାଟର ଦର ଏକ ପ୍ରକାର ୮୦% ହ୍ରାସ ପାଇଛି । କିଛି…

ଦିନେ ଭଉଣୀ ବୋଲି ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ: ଆଜି ଭାଇ ପାଇଁ ରାକ୍ଷୀ ପଠାଇଲେ ଭଉଣୀ

କେନ୍ଦ୍ରାପଡା: ବର୍ଜବ୍ୟସ୍ତୁରୁ ରାକ୍ଷୀ ତିଆରି କରି ତାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମର ୬୩ ବର୍ଷିୟା କମଳା ମହାରଣା । ତେବେ କମଳା ହେଉଛନ୍ତି ସେହି ମହିଳା ଯାହାଙ୍କ ବର୍ଜ୍ୟବସ୍ତୁରୁ ତିଆରି ନିଖୁଣ…

ସେପ୍ଟେମ୍ବରରେ ଆସୁଛନ୍ତି କେନ୍ଦ୍ର ନିର୍ବାଚନ କମିଶନ: ଆଗୁଆ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି…

ବାରମ୍ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇଯାଆନ୍ତୁ ସାବଧାନ୍: ଜାଣନ୍ତୁ ଏହାର କାରଣ

ଭୁବନେଶ୍ଵର: ଆଜିକାଲି, ଚାପ ଓ ଚିନ୍ତା ସମେତ ଅନେକ କାରଣରୁ ମୁଣ୍ଡବିନ୍ଧାର ସମସ୍ୟା ଅତି ସାଧାରଣ ହୋଇଗଲାଣି । ମୁଣ୍ଡବିନ୍ଧାର କୌଣସି କାରଣ ନାହିଁ, କିନ୍ତୁ ଅନେକ କାରଣରୁ ଆପଣ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସାଧାରଣତଃ ଲୋକମାନେ ମୁଣ୍ଡବିନ୍ଧାକୁ ଏକ ସାଧାରଣ ସମସ୍ୟା ଭାବରେ…

ନୂଆପଡାରେ ଡିଜିପିଙ୍କ ମାଓ ସମୀକ୍ଷା: ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ

ନୂଆପଡା: ଆଜି ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ  । ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ନୂଆ କ୍ୟାମ୍ପ ବୁଲି ଦେଖିବା ସହ  ମାଓ ଗତିବିଧି ଉପରେ ଅନୁଧ୍ୟାନ କରିଛନ୍ତି । ଆଗକୁ ଛତିଶଗଡରେ ନିର୍ବାଚନ ହେବାକୁ ଥିବାବେଳେ ଗତକାଲି ଛତିଶଗଡରେ ଏକ…

ଗୁଣୁପୁର ବଂଶଧାରାରେ ଦୁଇ ନିଖୋଜ ଘଟଣା: ଉଦ୍ଧାର ହେଲା ଜଣଙ୍କ ମୃତଦେହ

ଗୁଣପୁର : ବଂଶଧାରାରେ ଭାସି ନିଖୋଜ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ଗୁଡାରିବ୍ଲକ ଅନ୍ଧାରିଗୁଡ଼ା ନିକଟ ଏକ ବ୍ରିଜ ତଳୁ ୯ବର୍ଷର ନାବାଳକ ରତ୍ନାକର ବଡ଼ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। ରତ୍ନାକରଙ୍କ ମୃତଦେହ ଏକ ଖୁଣ୍ଟରେ ଲାଗି ରହିଥିବା ଦେଖିଥିଲେ ଗ୍ରାମବାସୀ। ଏହା ପରେ…

ମାଲକାନଗିରିରେ ଅଭିଜ୍ଞ ଡାକ୍ତରୀ ଟିମ୍: ୩୧ଯାଏଁ ଉପାନ୍ତ ଅଞ୍ଚଳରେ ଯୋଗାଇବେ ଉତ୍ତମ ସ୍ବାସ୍ଥ୍ୟସେବା

ମାଲକାନଗିରି : ରାଜ୍ୟର ଉପାନ୍ତ ଅଞ୍ଚଳରେ ଗରିବ ନିଷ୍ପ୍ରେସିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇେଦବାକୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଜାରି ରହିଛି । ଏ ନେଇ ଆଜି କିଛି ଅଭିଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ଆୟୋଜିତ ସ୍ୱତନ୍ତ୍ର…

ପାଣ୍ଡିଆନଙ୍କ ବିରୋଧରେ ତାତିଲା କଂଗ୍ରେସ: କଳାଶାଢୀ ପିନ୍ଧି ଗର୍ଜିଲେ ମହିଳା

ଯାଜପୁର: ୫ଟି ସଚିବଙ୍କୁ ଜୋରଦାର ବିରୋଧ । ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇ ମାଡ଼ି ଆସିଲେ କହିଳା କଂଗ୍ରେସ କର୍ମୀ । କଳାଶାଢୀ ପିନ୍ଧି ପାଣ୍ଡିଆନଙ୍କ ସଭାସ୍ଥଳକୁ ଯିବା ପାଇଁ ଅଡି ବସିଥିଲେ ।  ଆଜି ଯାଜପୁରରେ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରାଯାଇଥିବା ଦେଖିବାକୁ…

କୁକୁଡା ଜାଲିରୁ ବାହାରିଲା ୫ଫୁଟ ଲମ୍ବର ଅଜଗର, ଉଦ୍ଧାର କଲା ସ୍ନେକ ହେଲପ୍ ଲାଇନ୍

ବାଲେଶ୍ଵର :  କୁକୁଡାଙ୍କ ସୁରକ୍ଷା ପାଇଁ ଘେରାଯାଇଥିଲା ଜାଲ , ହେଲେ ବାହାରିଲା ଅଜଗର ସାପ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବାଙ୍କୀପଦା ଗାଁରେ । ଗାଁର ପ୍ରତାପ ରାଉତ ନିଜ କୁକୁଡାଙ୍କୁ ବାହାର ଜନ୍ତୁଙ୍କ ଠାରୁ ସୁରକ୍ଷା ଦେବାପାଇଁ ଜାଲ…